Shuru
Apke Nagar Ki App…
କରଞ୍ଜିଆ ବାଇପାସ୍ ଶିବ ମନ୍ଦିର ନିକଟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା,ବାଇକ୍ ଚାଳକ ଗୁରୁତର କରଞ୍ଜିଆ,୧୮/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥର ବାଇପାସ୍ ଶିବ ମନ୍ଦିର ନିକଟରେ ଆଜି ରାତି ପ୍ରାୟ ୯ ଘଟିକା ସମୟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ଗୁରୁତର ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ଜଣକ ନୂଆସାହି ର ସମୀର ଦେହୁରୀ ବୋଲି ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Partha Prasanna Mishra

More news from ଓଡ଼ିଶା and nearby areas
- Hello Guys Aapon mane Kemiti ochonti Asha koruchi aponmane Bagban asirbadre Bholore thibe1
- Post by Khabar1
- ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ1
- କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତିଆ ଗାଁ ନିକରେ ଥିବା OMC ଖାଦାନ ରେ ଗୁରୁଜଙ୍ଗ ଗ୍ରାମ ର ଛୋଟ ପିଲା ଟି ଗାଧଉଥିଲା ବେଳେ ବୁଡି ଯାଇଛି, ଘଟଣା ସ୍ଥଳ ରେ ସୁକିନ୍ଦା ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ଘଟଣା ସ୍ଥଳରେ କାଳିଆପାଣି ପୋଲିସ ମଧ୍ୟ ପହଁଚିଛି।1
- Post by AT News1
- ଯାତ୍ରାରେ କାହିଁକି ଲଙ୍ଗଳା ନାଚ ! କାହିଁକି ବାରମ୍ବାର ବିବାଦ ! କେବେ ହେବ ଏ ବିବାଦର ସମାଧାନ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by NEWS7ODIA1
- Post by AT News1