Shuru
Apke Nagar Ki App…
ଭଦ୍ରକ ବାସୁଦେବପୁର ବ୍ଲକ ଅଧୀନ ଦଧିବାମନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାହୁନ୍ତଙ୍କ ବୋହୁ ମାଧବୀ ତାଙ୍କ ନାମରେ ମିଛ କେଶ କରି ବାରମ୍ବାର ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଅତିରିକ୍ତ ଏସିପି ଅରୂପ ଅଭିଷେକ ବେହେରାଙ୍କୁ ଭେଟି କରିଛନ୍ତି ଅଭିଯୋଗ l
AT News

More news from ଓଡ଼ିଶା and nearby areas
- Post by AT News1
- Post by ଯାଜପୁର ଖବର ପ୍ରସାରିତ1
- Post by NEWS7ODIA1
- Post by Kaizan mohanta1
- ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।1
- Pls Like & Share1
- BREAKING NEWS 🗞️ ରେମୁଣା ଛଣପୁରରେ ଖଲିପତ୍ର କାରଖାନାରେ ଭୟାବହ ଅଗ୍ନିକାଣ୍ଡ।1
- Post by AT News1