Shuru
Apke Nagar Ki App…
ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ. ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.
BIKRAM SAHU
ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ. ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.
More news from Odisha and nearby areas
- ଶ୍ରାବଣ ସୋମବାର ପୂର୍ବରୁ ଢେଙ୍କାନାଳ ଗେଙ୍ଗୁଟିଆ ବ୍ରାହ୍ମଣୀ ଘାଟରେ କାଉଡ଼ିଆଙ୍କ ଜନସମୁଦ୍ର1
- #Join #Free #Smast #Skill & #Cybersecure #tranning #program #nuagaon #korda #sampada #college #1
- प्रधानमंत्री मोदी जी को गालियां देने वाली लड़की जब रो-रोकर माफी मांगती है और अपनी गलती मानती है, तो पूरे देश के सामने दो तस्वीरें साफ होती हैं1
- ଜଗତସିଂହପୁର D.R.D କାର୍ଯ୍ୟାଳୟ ସଭା ଗୃହରେ ଭାରତସରକାର ଙ୍କ ଟେଲିକମ ବିଭାଗ ଆନୁକୂଲ୍ୟରେ, ଜିଲ୍ଲା ଉପଭୋକ୍ତା ସଚେତନତା ଶିବିର ଜଗତସିଂହପୁର D.R.D କାର୍ଯ୍ୟାଳୟ ସଭା ଗୃହରେ ଭାରତସରକାର ଙ୍କ ଟେଲିକମ ବିଭାଗ ଆନୁକୂଲ୍ୟରେ, ଜିଲ୍ଲା ଉପଭୋକ୍ତା ସଚେତନତା ଶିବିର #LatestNews #apanankakhabara #UpdateNews #cuttack #jagatsinghpur #Bhubaneswar #ganjam #Niali #news #OdishaNews #Odisha1
- ଆଜି (୨ ଅଗଷ୍ଟ ୨୦୨୬) ସକାଳର ଟପ୍ ହେଡଲାଇନ୍ସ (ଓଡ଼ିଆ): 🌊 ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସୁଧାର; କ୍ଷତିର ଶୀଘ୍ର ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। 🚨 ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ପଦକ୍ଷେପ; IFS ଅଧିକାରୀ ସଂଗ୍ରାମ ବେହେରାଙ୍କୁ ନିଲମ୍ବନ। ଆଜି (୨ ଅଗଷ୍ଟ ୨୦୨୬) ସକାଳର ଟପ୍ ହେଡଲାଇନ୍ସ (ଓଡ଼ିଆ): 🌊 ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସୁଧାର; କ୍ଷତିର ଶୀଘ୍ର ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। 🚨 ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ପଦକ୍ଷେପ; IFS ଅଧିକାରୀ ସଂଗ୍ରାମ ବେହେରାଙ୍କୁ ନିଲମ୍ବନ। 🌧️ IMD ପକ୍ଷରୁ ଓଡ଼ିଶାର କିଛି ଜିଲ୍ଲା ପାଇଁ ଭାରି ବର୍ଷା ଓ ବଜ୍ରପାତ ସତର୍କତା (ୟେଲୋ ୱାର୍ଣ୍ଣିଂ)। 🚑 ବନ୍ୟା ପ୍ରଭାବିତ ୮ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୪ ମନ୍ତ୍ରୀଙ୍କୁ ଦାୟିତ୍ୱ। 🏛️ ରାଜ୍ୟ କ୍ୟାବିନେଟରେ ନୂତନ ସହର ବିକାଶ ଓ ₹୬୭୩ କୋଟିର ସେଚ୍ଛ ପ୍ରକଳ୍ପକୁ ମଞ୍ଜୁରୀ। 🌱 MMJJM 2.0 ଯୋଜନାକୁ ଅନୁମୋଦନ; ପ୍ରାୟ ୮ ଲକ୍ଷ ଆଦିବାସୀ ଓ PVTG ପରିବାର ଉପକୃତ ହେବେ। OdishaTv ⚖️ ବାରିପଦା କୋର୍ଟରୁ ଜଣେ କିଶୋର ବାଥରୁମ ସ୍କାଇଲାଇଟ୍ ଦେଇ ଫେରାର। OdishaTv 🚆 ଜାତୀୟ ଖବର: Vande Bharat Express ମାଧ୍ୟମରେ ପ୍ରଥମ ଥର ପାଇଁ ଜୀବନ୍ତ ହୃଦୟ ପ୍ରତ୍ୟାରୋପଣ ପାଇଁ ପରିବହନ।1
- #samartskill #diit #adarscomputer ଆଦର୍ଶ ମାମ୍ପ୍ୟୁଟର ଦ୍ୱାରା ପୂର୍ବରୁ ହୋଇଥିବା ସ୍ମାର୍ଟ skill ପ୍ରୋଗ୍ରାମ ଯାହାକି ୧ ମାସ ଧରି ଅନୁଷ୍ଠିତ ହୋଇଥିଲା. ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ପିଲାଙ୍କୁ କମ୍ପ୍ୟୁଟର, ଆଚରଣ, ଉଚ୍ଚାରଣ,ଶୃଙ୍ଖଳା ସଶିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା. ସେହି ଛାତ୍ର ଛାତ୍ରୀଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଗଲା.1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର: ଜୟଦେବ ଜଗବନ୍ଧୁ ଚାହାଟିରେ ଦିନରାତି ଟିଭି ମିଡ଼ିଆ1