logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#samartskill #diit #adarscomputer ଆଦର୍ଶ ମାମ୍ପ୍ୟୁଟର ଦ୍ୱାରା ପୂର୍ବରୁ ହୋଇଥିବା ସ୍ମାର୍ଟ skill ପ୍ରୋଗ୍ରାମ ଯାହାକି ୧ ମାସ ଧରି ଅନୁଷ୍ଠିତ ହୋଇଥିଲା. ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ପିଲାଙ୍କୁ କମ୍ପ୍ୟୁଟର, ଆଚରଣ, ଉଚ୍ଚାରଣ,ଶୃଙ୍ଖଳା ସଶିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା. ସେହି ଛାତ୍ର ଛାତ୍ରୀଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଗଲା.

14 hrs ago
user_PRATIKHYA WEB MEDIA,NAYAGARH
PRATIKHYA WEB MEDIA,NAYAGARH
Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
14 hrs ago

#samartskill #diit #adarscomputer ଆଦର୍ଶ ମାମ୍ପ୍ୟୁଟର ଦ୍ୱାରା ପୂର୍ବରୁ ହୋଇଥିବା ସ୍ମାର୍ଟ skill ପ୍ରୋଗ୍ରାମ ଯାହାକି ୧ ମାସ ଧରି ଅନୁଷ୍ଠିତ ହୋଇଥିଲା. ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ପିଲାଙ୍କୁ କମ୍ପ୍ୟୁଟର, ଆଚରଣ, ଉଚ୍ଚାରଣ,ଶୃଙ୍ଖଳା ସଶିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା. ସେହି ଛାତ୍ର ଛାତ୍ରୀଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଗଲା.

More news from ଓଡ଼ିଶା and nearby areas
  • 💥‼️ ବନ୍ଧୁତ୍ୱର ପରୀକ୍ଷା କେଉଁଠି ହୁଏ? (ପଞ୍ଚତନ୍ତ୍ର) ‼️💥 🟣"ବିପଦ ସମୟରେ ଯିଏ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବାନ୍ଧବ।" ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ। ରାଜଦ୍ୱାରେ ଶ୍ମଶାନେ ଚ ୟସ୍ତିଷ୍ଠତି ସ ବାନ୍ଧବଃ ॥ - ପଞ୍ଚତନ୍ତ୍ର ଅର୍ଥ: ଜଣେ ବ୍ୟକ୍ତି କେବଳ ଖୁସି ସମୟରେ ନୁହେଁ, ବରଂ ନିମ୍ନଲିଖିତ ୬ଟି ପରିସ୍ଥିତିରେ ଯିଏ ଆପଣଙ୍କ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବନ୍ଧୁ/ବନ୍ଧବ: 🎉 ଉତ୍ସବରେ (ଖୁସି ବାଣ୍ଟିବାକୁ) 💔 ବ୍ୟସନରେ (କୌଣସି ଦୁଃଖ ବା ବିପଦରେ) 🌾 ଦୁର୍ଭିକ୍ଷରେ (ଅଭାବ ଅନଟନ ସମୟରେ) 🏛️ ରାଜଦ୍ୱାରେ (ଆଇନ ବା ସରକାରୀ ବିପଦ ସମୟରେ) ⚔️ ରାଷ୍ଟ୍ରବିପ୍ଲବରେ (ଦେଶ ବା ସମାଜରେ ଅଶାନ୍ତି ସମୟରେ) 🕊️ ଶ୍ମଶାନରେ (ଜୀବନର ଶେଷ ମୁହୂର୍ତ୍ତ କିମ୍ବା ଶୋକ ସମୟରେ) ଅର୍ଥାତ୍- ଦୁର୍ଭିକ୍ଷ, ଆଇନଗତ ସମସ୍ୟା, ସାମାଜିକ ବିପ୍ଲବ ଓ ଶୋକାକୁଳ ସମୟ (ଶ୍ମଶାନ) ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଯିଏ ଛିଡ଼ାହୁଏ ସେ'ହିଁ ପ୍ରକୃତ ବନ୍ଧୁ। 🟣ଆତ୍ମସମୀକ୍ଷା: ଏହି ଶ୍ଲୋକ କେବଳ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ। ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।
    1
    💥‼️ ବନ୍ଧୁତ୍ୱର ପରୀକ୍ଷା କେଉଁଠି ହୁଏ? (ପଞ୍ଚତନ୍ତ୍ର) ‼️💥

🟣"ବିପଦ ସମୟରେ ଯିଏ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବାନ୍ଧବ।"

ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ।
ରାଜଦ୍ୱାରେ ଶ୍ମଶାନେ ଚ ୟସ୍ତିଷ୍ଠତି ସ ବାନ୍ଧବଃ ॥
- ପଞ୍ଚତନ୍ତ୍ର 

ଅର୍ଥ: ଜଣେ ବ୍ୟକ୍ତି କେବଳ ଖୁସି ସମୟରେ ନୁହେଁ, ବରଂ ନିମ୍ନଲିଖିତ ୬ଟି ପରିସ୍ଥିତିରେ ଯିଏ ଆପଣଙ୍କ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବନ୍ଧୁ/ବନ୍ଧବ: 

🎉 ଉତ୍ସବରେ (ଖୁସି ବାଣ୍ଟିବାକୁ)

💔 ବ୍ୟସନରେ (କୌଣସି ଦୁଃଖ ବା ବିପଦରେ)

🌾 ଦୁର୍ଭିକ୍ଷରେ (ଅଭାବ ଅନଟନ ସମୟରେ)

🏛️ ରାଜଦ୍ୱାରେ (ଆଇନ ବା ସରକାରୀ ବିପଦ ସମୟରେ)

⚔️ ରାଷ୍ଟ୍ରବିପ୍ଲବରେ (ଦେଶ ବା ସମାଜରେ ଅଶାନ୍ତି ସମୟରେ)

🕊️ ଶ୍ମଶାନରେ (ଜୀବନର ଶେଷ ମୁହୂର୍ତ୍ତ କିମ୍ବା ଶୋକ ସମୟରେ)

ଅର୍ଥାତ୍-  ଦୁର୍ଭିକ୍ଷ, ଆଇନଗତ ସମସ୍ୟା, ସାମାଜିକ ବିପ୍ଲବ ଓ ଶୋକାକୁଳ ସମୟ (ଶ୍ମଶାନ) ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଯିଏ ଛିଡ଼ାହୁଏ ସେ'ହିଁ  ପ୍ରକୃତ  ବନ୍ଧୁ। 

🟣ଆତ୍ମସମୀକ୍ଷା: ଏହି ଶ୍ଲୋକ କେବଳ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।

ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    6 hrs ago
  • ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ ! ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।
    2
    ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ  !
ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ  ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ  ବର୍ଷା  ପାଇଁ ଆକାଶକୁ ଚାହିଁ ବସିଛନ୍ତି।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ. ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.
    1
    ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ.
ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • ବିଜେଡିର ଗଡ କୁହାଯାଉଥିବା ତିଗିରିଆ ବ୍ଳକ୍ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗାଁ ରୁ ଶତାଧିକ ବିଜେଡ଼ି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା ଅଭୟଙ୍କ ନେତୃତ୍ଵରେ ବିଜେପି ଦଳରେ ମିଶିଲେ। କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଶତାଧିକ ବିଜେଡ଼ି କର୍ମୀ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ବିଜେଡି ଦଳ ପରିତ୍ୟାଗ କରି ବିଧି ବଦ୍ଧ ଭାବରେ ବିଜେପି ଦଳରେ ଯୋଗଦାନ କରିଛନ୍ତି।37 ବର୍ଷର ବିଜେଡ଼ି ବିଧାୟକ ରାଜା ସ୍ବାଇଁ ଆଠଗଡ ତିଗିରିଆ ପ୍ରତି ଅବହେଳା କରି ନିଜ ଫାଇଦା କୁ ପ୍ରାଧାନ୍ୟ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ନୂତନ କରି ବିଜେପି ଦଳରେ ମିଶିଥିବା କର୍ମୀ। ଆଗାମୀ ଦିନରେ ସବୁ ପ୍ରକାରର ଉନ୍ନତିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଭୟ ବାରିକ୍। ଆଜି ପର୍ଯ୍ୟନ୍ତ ବିଷ୍ଣୁପୁର ଗ୍ରାମର ମଶାଣିରେ ଲାଇଟ୍ ଟିଏ ବିଧାୟକଙ୍କ ଦ୍ୱାରା ଲଗା ହୋଇନଥିବା ସହିତ ଗ୍ରାମକୁ ଭଲ ରାସ୍ତା ନଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁପୁର ଗ୍ରାମର ଶତାଧିକ ଗ୍ରାମବାସୀ।
    1
    ବିଜେଡିର ଗଡ କୁହାଯାଉଥିବା ତିଗିରିଆ ବ୍ଳକ୍ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗାଁ ରୁ ଶତାଧିକ ବିଜେଡ଼ି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା ଅଭୟଙ୍କ ନେତୃତ୍ଵରେ ବିଜେପି ଦଳରେ ମିଶିଲେ।
କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଶତାଧିକ ବିଜେଡ଼ି କର୍ମୀ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ବିଜେଡି ଦଳ ପରିତ୍ୟାଗ କରି ବିଧି ବଦ୍ଧ ଭାବରେ ବିଜେପି ଦଳରେ ଯୋଗଦାନ କରିଛନ୍ତି।37 ବର୍ଷର ବିଜେଡ଼ି ବିଧାୟକ ରାଜା ସ୍ବାଇଁ ଆଠଗଡ ତିଗିରିଆ ପ୍ରତି ଅବହେଳା କରି ନିଜ ଫାଇଦା କୁ ପ୍ରାଧାନ୍ୟ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ନୂତନ କରି ବିଜେପି ଦଳରେ ମିଶିଥିବା କର୍ମୀ। ଆଗାମୀ ଦିନରେ ସବୁ ପ୍ରକାରର ଉନ୍ନତିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଭୟ ବାରିକ୍। ଆଜି ପର୍ଯ୍ୟନ୍ତ ବିଷ୍ଣୁପୁର ଗ୍ରାମର ମଶାଣିରେ ଲାଇଟ୍ ଟିଏ ବିଧାୟକଙ୍କ ଦ୍ୱାରା ଲଗା ହୋଇନଥିବା ସହିତ ଗ୍ରାମକୁ ଭଲ ରାସ୍ତା ନଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁପୁର ଗ୍ରାମର ଶତାଧିକ ଗ୍ରାମବାସୀ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    1 hr ago
  • ତୋ ପରି ବନ୍ଧୁଟିଏ ଖୋଜିଲେ ବି ମିଳେନା,ଯିଏ ମିଳେ ବିଶ୍ୱାସ ରେ ସେ ପରା ରହେନା ⭕❗⭕🙏
    1
    ତୋ ପରି ବନ୍ଧୁଟିଏ ଖୋଜିଲେ ବି ମିଳେନା,ଯିଏ ମିଳେ ବିଶ୍ୱାସ ରେ ସେ ପରା ରହେନା ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    4 hrs ago
  • #Join #Free #Smast #Skill & #Cybersecure #tranning #program #nuagaon #korda #sampada #college #
    1
    #Join #Free #Smast #Skill &  #Cybersecure #tranning #program #nuagaon #korda #sampada #college #
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    13 hrs ago
  • କଳାପଥର ଅଗ୍ନିଶମ ବାହିନୀର ମହନୀୟତା: ପରିତ୍ୟକ୍ତ କୂଅରୁ ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଯୋଦ୍ଧା ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଧଳାପଥର ଅଞ୍ଚଳରେ ଆଜି ଏକ ମାନବିକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ କୂଅ ଭିତରେ ଗୋଟିଏ ଅସହାୟ ଷଣ୍ଢ ଗଳିପଡ଼ିଥିବା ବେଳେ, ସ୍ଥାନୀୟ କଳାପଥର ଅଗ୍ନିଶମ ଓ ଜରୁରୀକାଳୀନ ସେବା କେନ୍ଦ୍ରର କର୍ମଚାରୀମାନେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।ସୂଚନା ଅନୁଯାୟୀ, ଷଣ୍ଢଟି କୂଅ ଭିତରେ ପଡ଼ି ରହି ଦୀର୍ଘ ସମୟ ଧରି ଛଟପଟ ହେଉଥିଲା । ଖବର ପାଇ କଳାପଥର ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । କୂଅଟି ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଉପୁଜିଥିଲା । ମାତ୍ର ଅଗ୍ନିଯୋଦ୍ଧାମାନେ ନିଜର ପ୍ରାଣପଣେ ଚେଷ୍ଟା ଓ କଠିନ ପରିଶ୍ରମ କରି ଦୀର୍ଘ ସମୟ ପରେ ସେହି ବେଜବାନ ଜୀବଟିକୁ କୂଅ ଭିତରୁ ସୁରକ୍ଷୀତ ଭାବେ ବାହାରକୁ ଆଣିବାରେ ସଫଳ ହୋଇଥିଲେ ।ଷଣ୍ଢଟିର ଜୀବନ ବଞ୍ଚିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀର ଏହି ସାହସିକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସମୟରେ ଜଣେ ଅଗ୍ନିଯୋଦ୍ଧାଙ୍କୁ ଏଭଳି ମହତ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ସେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ଉତ୍ତର ଦେଇ କହିଥିଲେ, "ପ୍ରତ୍ୟେକ ଜୀବନ ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ମଣିଷ ହେଉ କି ପଶୁ, ସଭିଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ ।" ଅଗ୍ନିଯୋଦ୍ଧାଙ୍କ ଏହି ଉକ୍ତି ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସେମାନଙ୍କର ଏହି ନିଷ୍ଠାପର ସେବା ମନୋଭାବ ସମାଜ ପାଇଁ ଏକ ବଡ଼ ପ୍ରେରଣା ସାଜିଛି ।
    1
    କଳାପଥର ଅଗ୍ନିଶମ ବାହିନୀର ମହନୀୟତା: ପରିତ୍ୟକ୍ତ କୂଅରୁ ଷଣ୍ଢକୁ ଉଦ୍ଧାର କଲେ ଅଗ୍ନିଯୋଦ୍ଧା
ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଧଳାପଥର ଅଞ୍ଚଳରେ ଆଜି ଏକ ମାନବିକତାର ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ କୂଅ ଭିତରେ ଗୋଟିଏ ଅସହାୟ ଷଣ୍ଢ ଗଳିପଡ଼ିଥିବା ବେଳେ, ସ୍ଥାନୀୟ କଳାପଥର ଅଗ୍ନିଶମ ଓ ଜରୁରୀକାଳୀନ ସେବା କେନ୍ଦ୍ରର କର୍ମଚାରୀମାନେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।ସୂଚନା ଅନୁଯାୟୀ, ଷଣ୍ଢଟି କୂଅ ଭିତରେ ପଡ଼ି ରହି ଦୀର୍ଘ ସମୟ ଧରି ଛଟପଟ ହେଉଥିଲା । ଖବର ପାଇ କଳାପଥର ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । କୂଅଟି  ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଉପୁଜିଥିଲା । ମାତ୍ର ଅଗ୍ନିଯୋଦ୍ଧାମାନେ ନିଜର ପ୍ରାଣପଣେ ଚେଷ୍ଟା ଓ କଠିନ ପରିଶ୍ରମ କରି ଦୀର୍ଘ ସମୟ ପରେ ସେହି ବେଜବାନ ଜୀବଟିକୁ କୂଅ ଭିତରୁ ସୁରକ୍ଷୀତ ଭାବେ ବାହାରକୁ ଆଣିବାରେ ସଫଳ ହୋଇଥିଲେ ।ଷଣ୍ଢଟିର ଜୀବନ ବଞ୍ଚିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀର ଏହି ସାହସିକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସମୟରେ ଜଣେ ଅଗ୍ନିଯୋଦ୍ଧାଙ୍କୁ ଏଭଳି ମହତ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ସେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ଉତ୍ତର ଦେଇ କହିଥିଲେ, "ପ୍ରତ୍ୟେକ ଜୀବନ ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ମଣିଷ ହେଉ କି ପଶୁ, ସଭିଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ ।" ଅଗ୍ନିଯୋଦ୍ଧାଙ୍କ ଏହି ଉକ୍ତି ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସେମାନଙ୍କର ଏହି ନିଷ୍ଠାପର ସେବା ମନୋଭାବ ସମାଜ ପାଇଁ ଏକ ବଡ଼ ପ୍ରେରଣା ସାଜିଛି ।
    user_Basiruddin
    Basiruddin
    Firefighter ଖୋର୍ଦ୍ଧା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.