ବନ୍ୟା ବିପନ୍ନ ଙ୍କ ନିକଟରେ ସାହସପୁର ସରପଞ୍ଚ ଓ ଟିମ। ଯାଜପୁର :- ବ୍ରାହ୍ମଣୀ ନଦୀର ବାଙ୍କସାହି ଠାରେ ଘାଇ ସୃଷ୍ଟି ପରେ ବରୀ ନିର୍ବାଚନ ମଣ୍ଡଳୀ ସାହସପୁର ପଞ୍ଚାୟତରେ ବହୁ ଲୋକ ଜଳ ବନ୍ଦୀ ଅବସ୍ଥାରେ ରହିଥିବା ଖବର ପାଇ ତାଙ୍କ ନିକଟରେ ସରପଞ୍ଚ ଶ୍ରୀମତୀ କଳ୍ପନା ଭୂୟାଁ ଓ ତାଙ୍କ ପ୍ରତିନିଧି ପ୍ରଶାନ୍ତ ରାଉତ ଗୁରୁବାର ଓ ଶୁକ୍ରବାର ପହଁଚି ଆଲୋଚନା କରିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ସମସ୍ତେ ବାତ୍ୟା ଆଶ୍ରୟ ସ୍ଥଳରେ ରହିପାରିବେ ବୋଲି ସରପଞ୍ଚ ସେମାନଙ୍କୁ କହିଛନ୍ତି, ବନ୍ୟା ଜଳ ଛାଡିବା ପରେ ଯାହାର ଘର ନଷ୍ଟ ହୋଇଥିବ, ତାକୁ ସରକାର ଙ୍କ ପକ୍ଷରୁ ଉଚିତ ସହାୟତା ପ୍ରଦାନ କରାଯିବ। ପଞ୍ଚାୟତ ପରିସରରେ ଥିବା ଆରୋଗ୍ୟ ମନ୍ଦିର ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା କୁ ସେ ପରାମର୍ଶ ଦେଇଛନ୍ତି। ଗାଈ ଗୋରୁ ମାନଙ୍କ ପାଇଁ ସହାୟତା ନିମନ୍ତେ ବ୍ଲକ ପ୍ରଶାସନ କୁ ସୂଚନା ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ବନ୍ୟା ବିପନ୍ନ ଙ୍କ ନିକଟରେ ସାହସପୁର ସରପଞ୍ଚ ଓ ଟିମ। ଯାଜପୁର :- ବ୍ରାହ୍ମଣୀ ନଦୀର ବାଙ୍କସାହି ଠାରେ ଘାଇ ସୃଷ୍ଟି ପରେ ବରୀ ନିର୍ବାଚନ ମଣ୍ଡଳୀ ସାହସପୁର ପଞ୍ଚାୟତରେ ବହୁ ଲୋକ ଜଳ ବନ୍ଦୀ ଅବସ୍ଥାରେ ରହିଥିବା ଖବର ପାଇ ତାଙ୍କ ନିକଟରେ ସରପଞ୍ଚ ଶ୍ରୀମତୀ କଳ୍ପନା ଭୂୟାଁ ଓ ତାଙ୍କ ପ୍ରତିନିଧି ପ୍ରଶାନ୍ତ ରାଉତ ଗୁରୁବାର ଓ ଶୁକ୍ରବାର ପହଁଚି ଆଲୋଚନା କରିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ସମସ୍ତେ ବାତ୍ୟା ଆଶ୍ରୟ ସ୍ଥଳରେ ରହିପାରିବେ ବୋଲି ସରପଞ୍ଚ ସେମାନଙ୍କୁ କହିଛନ୍ତି, ବନ୍ୟା ଜଳ ଛାଡିବା ପରେ ଯାହାର ଘର ନଷ୍ଟ ହୋଇଥିବ, ତାକୁ ସରକାର ଙ୍କ ପକ୍ଷରୁ ଉଚିତ ସହାୟତା ପ୍ରଦାନ କରାଯିବ। ପଞ୍ଚାୟତ ପରିସରରେ ଥିବା ଆରୋଗ୍ୟ ମନ୍ଦିର ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା କୁ ସେ ପରାମର୍ଶ ଦେଇଛନ୍ତି। ଗାଈ ଗୋରୁ ମାନଙ୍କ ପାଇଁ ସହାୟତା ନିମନ୍ତେ ବ୍ଲକ ପ୍ରଶାସନ କୁ ସୂଚନା ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି।

- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ଆଜିର ମୁଖ୍ୟ ଖାବର ହିନ୍ଦୀରେ (ତା.01.08.2026ରିଖ, ଶନିବାର )...1
- ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।1
- ଇବ୍ରିସିଂ ପଞ୍ଚାୟତରେ ଚାଷଜମି ଜଳମଗ୍ନ, କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳୁନି ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡମଠ,ବଡିଲୋ, ବନ୍ଧମୁଣ୍ଡି, ଇବ୍ରିସିଂ,ଗୈ।ଡ଼ସାହି ମୈ।ଜାର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନୀୟ ଚାଷୀମାନଙ୍କଠାରୁ ପ୍ରକାଶ । ଜଗନ୍ନାଥପୁର ରାଜସ୍ବ ନୀରିକ୍ଷକ ଓ ତିର୍ତ୍ତୋଲ ତହସିଲଦାରଙ୍କୁ ଏସମ୍ପର୍କରେ ଚାଷୀ ବାରଂବାର ଜଣାଇଲେ ମଧ୍ୟ ସରକାରୀ ବାବୁମାନେ କ୍ଷୟକ୍ଷତିର ଆକଳନ ପାଇଁ କ୍ଷେତ୍ର ପରିଦର୍ଶନ କରିନଥିବା କେତେକ ଚାଷୀ ଗଣମାଧ୍ୟମକୁ କହିଛନ୍ତି।1
- ପ୍ରାଣୀ ସହାୟକ କେନ୍ଦ୍ର ଦୀର୍ଘଦିନ ଧରି ବନ୍ଦ କାହିଁକି ସାଙ୍ଗାତ୍ତିକ ଅଭିଯୋଗ ଆଣିଲେ ଅଞ୍ଚଳ ବାସୀ ପଶୁ ଡାକ୍ତର ଙ୍କ ନାହିଁ ଦେଖା ଯାଜପୁର ନିର୍ବାଚନ ମଣ୍ଡଳୀର ମାଳନ୍ଦପୁର ରୁଡ଼ିଆ ସ୍ଥିତ ପଶୁ ସହାୟକ କେନ୍ଦ୍ର ବନ୍ଦ କାରଣ କଣ #ପ୍ରାଣୀ_ସହାୟକ_କେନ୍ଦ୍ର #ପଶୁ_ଡାକ୍ତର #ଅଞ୍ଚଳବାସୀଙ୍କ_ଅଭିଯୋଗ #AnimalHospital #VeterinaryHospital #OdishaNews #Jajpur #Korei #CollectorJajpur #CMOdisha #AnimalHusbandry #GovtHospital #PublicIssue #News19ଓଡ଼ିଶା #OdishaGovernment #AnimalCare #JusticeForVillagers #BreakingNews #Odisha #ViralNews1