Shuru
Apke Nagar Ki App…
ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
ସୁଧାଂଶୁ ଶେଖର ନାୟକ
ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
More news from ଓଡ଼ିଶା and nearby areas
- ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।1
- The truth is out there! The ABC (Andha Bhakt Congressi) will not acknowledge it or be blind to it!1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। #ଯାଜପୁର #ବୈତରଣୀ #SchoolNews #MidDayMeal #OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- ଲୋକଙ୍କ ବିରୋଧ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର "ଜଶ୍ନ-ଏ-ଉର୍ଦ୍ଦୁ" କାର୍ଯ୍ୟକ୍ରମରୁ ନସିରୁଦ୍ଦିନ ଶାହଙ୍କୁ ବାଦ ଦିଆଯାଇଛି। ଏହି ପ୍ରସଙ୍ଗରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ନସିର୍ ରାଗିଯାଇଥିଲେ। `ମୋ ଦେଶ ବଦଳୁଛି`1
- ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ #FloodVictims #FloodRelief #HelpFloodVictims #OdishaFlood #Jajpur #CollectorJajpur #BDOKorei #RIKorei #CMOdisha #OdishaGovernment #DisasterRelief #SaveFloodVictims #News19ଓଡ଼ିଶା #OdishaNews #ReliefNeeded #BreakingNews #HumanityFirst #EmergencyRelief #ViralNews1