logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।

10 hrs ago
user_Rudra Narayan Parida
Rudra Narayan Parida
TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
10 hrs ago

ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।

More news from ଓଡ଼ିଶା and nearby areas
  • ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।
    1
    ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ।  ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    10 hrs ago
  • ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। #ଯାଜପୁର #ବୈତରଣୀ #SchoolNews #MidDayMeal #OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo
    1
    ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି।
#ଯାଜପୁର #ବୈତରଣୀ #SchoolNews #MidDayMeal
#OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    22 hrs ago
  • ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    4
    ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ 
ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    1 hr ago
  • 🙏🙏🙏କର୍ତ୍ତ୍ୟବ୍ୟ ପରାୟଣ 🙏🙏🙏 ନିଷ୍ଠା ଓ ଭକ୍ତି ସତମାର୍ଗ ର ବ୍ୟକ୍ତି କେବେ ହାରି ନ ଥାଏ 🙏🙏🙏
    1
    🙏🙏🙏କର୍ତ୍ତ୍ୟବ୍ୟ ପରାୟଣ 🙏🙏🙏
ନିଷ୍ଠା ଓ ଭକ୍ତି  ସତମାର୍ଗ ର ବ୍ୟକ୍ତି କେବେ ହାରି ନ ଥାଏ 🙏🙏🙏
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    16 hrs ago
  • ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    1
    ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    8 hrs ago
  • ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    1
    ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ପ୍ରାଣୀ ସହାୟକ କେନ୍ଦ୍ର ଦୀର୍ଘଦିନ ଧରି ବନ୍ଦ କାହିଁକି ସାଙ୍ଗାତ୍ତିକ ଅଭିଯୋଗ ଆଣିଲେ ଅଞ୍ଚଳ ବାସୀ ପଶୁ ଡାକ୍ତର ଙ୍କ ନାହିଁ ଦେଖା #ପ୍ରାଣୀ_ସହାୟକ_କେନ୍ଦ୍ର #ପଶୁ_ଡାକ୍ତର #ଅଞ୍ଚଳବାସୀଙ୍କ_ଅଭିଯୋଗ #AnimalHospital #VeterinaryHospital #OdishaNews #Jajpur #Korei #CollectorJajpur #CMOdisha #AnimalHusbandry #GovtHospital #PublicIssue #News19ଓଡ଼ିଶା #OdishaGovernment #AnimalCare #JusticeForVillagers #BreakingNews #Odisha #ViralNews
    1
    ପ୍ରାଣୀ ସହାୟକ କେନ୍ଦ୍ର ଦୀର୍ଘଦିନ ଧରି ବନ୍ଦ କାହିଁକି
ସାଙ୍ଗାତ୍ତିକ ଅଭିଯୋଗ ଆଣିଲେ ଅଞ୍ଚଳ ବାସୀ
ପଶୁ ଡାକ୍ତର ଙ୍କ ନାହିଁ ଦେଖା
#ପ୍ରାଣୀ_ସହାୟକ_କେନ୍ଦ୍ର #ପଶୁ_ଡାକ୍ତର #ଅଞ୍ଚଳବାସୀଙ୍କ_ଅଭିଯୋଗ
#AnimalHospital #VeterinaryHospital #OdishaNews
#Jajpur #Korei #CollectorJajpur
#CMOdisha #AnimalHusbandry #GovtHospital
#PublicIssue #News19ଓଡ଼ିଶା #OdishaGovernment
#AnimalCare #JusticeForVillagers #BreakingNews
#Odisha #ViralNews
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    18 hrs ago
  • ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ #FloodVictims #FloodRelief #HelpFloodVictims #OdishaFlood #Jajpur #CollectorJajpur #BDOKorei #RIKorei #CMOdisha #OdishaGovernment #DisasterRelief #SaveFloodVictims #News19ଓଡ଼ିଶା #OdishaNews #ReliefNeeded #BreakingNews #HumanityFirst #EmergencyRelief #ViralNews
    1
    ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା
ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ
#FloodVictims #FloodRelief #HelpFloodVictims
#OdishaFlood #Jajpur #CollectorJajpur #BDOKorei
#RIKorei #CMOdisha #OdishaGovernment #DisasterRelief
#SaveFloodVictims #News19ଓଡ଼ିଶା #OdishaNews #ReliefNeeded
#BreakingNews #HumanityFirst #EmergencyRelief #ViralNews
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.