Shuru
Apke Nagar Ki App…
ଓଡ଼ିଶାରେ ବିଜେଡିକୁ ଏକ ବଡ଼ ଝଟକା ଲାଗିଛି। ଗଞ୍ଜାମ ଜିଲ୍ଲାରେ ଶତାଧିକ ବିଜେଡି କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହି ପରିବର୍ତ୍ତନ ସ୍ଥାନୀୟ ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
Binod bihari subudhi
ଓଡ଼ିଶାରେ ବିଜେଡିକୁ ଏକ ବଡ଼ ଝଟକା ଲାଗିଛି। ଗଞ୍ଜାମ ଜିଲ୍ଲାରେ ଶତାଧିକ ବିଜେଡି କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହି ପରିବର୍ତ୍ତନ ସ୍ଥାନୀୟ ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
More news from ଓଡ଼ିଶା and nearby areas
- ଆଜି ଓଡ଼ିଶାରେ ମହାବାତ୍ୟା ଆସି ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ଏବେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି।1
- ଓଡ଼ିଶାରେ ଲୋକଙ୍କ ସରକାରରେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଶିଳ୍ପ ବିକାଶ ଆଜି ବାସ୍ତବ ରୂପ ନେଉଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ ହୋଇଛି। ଏହି ଦ୍ରୁତ ଅଗ୍ରଗତି ଯୋଗୁଁ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଦିଗ ପ୍ରଶସ୍ତ ହୋଇଛି ଏବଂ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ ହୋଇଛି। ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ରାଜ୍ୟ ପ୍ରତି ନିବେଶକଙ୍କ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଓଡ଼ିଆ ଯୁବକମାନେ ମଧ୍ୟ ନିଜ ମାଟିକୁ ଫେରୁଛନ୍ତି। ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଲୋକଙ୍କ ସରକାରର ଏକ ଦୃଢ଼ ସଂକଳ୍ପ।1
- ଓଡ଼ିଶାରେ ସ୍ୱାସ୍ଥ୍ୟ ମିତ୍ରଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବା ପାଇଁ କଂଗ୍ରେସ ଦାବି କରିଛି। ଯଦି ସ୍ୱାସ୍ଥ୍ୟ ମିତ୍ରମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।1
- ଓଡ଼ିଶାରେ ବିଜେଡିକୁ ଏକ ବଡ଼ ଝଟକା ଲାଗିଛି। ଗଞ୍ଜାମ ଜିଲ୍ଲାରେ ଶତାଧିକ ବିଜେଡି କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହି ପରିବର୍ତ୍ତନ ସ୍ଥାନୀୟ ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।1
- ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ରାତିଅଧରେ ପଶି ପ୍ରେମଲୀଳା କରୁଥିବା ବେଳେ ରଣପୁର କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ (ASI) ପ୍ରଶାନ୍ତ ପରିଡ଼ାଙ୍କୁ ସ୍ଥାନୀୟ ବାସିନ୍ଦା କାବୁ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ ଉକ୍ତ ପୋଲିସ ବାବୁଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବରୁ ଏଏସଆଇ ପ୍ରଶାନ୍ତ ପରିଡ଼ା (ପ୍ରଶାନୁ) ସମ୍ପୃକ୍ତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ ଏବଂ ସେହି ସମୟରୁ ହିଁ ଉଭୟଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ରହିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ପୋଲିସ ବାବୁ ଜଣକ ପଛପଟ ଘରବାଡ଼ି ଦେଇ ମହିଳାଙ୍କ ଘରେ ପଶିବାରୁ ସାହି ବାସିନ୍ଦାଙ୍କ ସନ୍ଦେହ ବଢ଼ିଥିଲା। ଏହାପରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ସାହି ବାସିନ୍ଦା ଧରି ଅଟକ ରଖିଥିଲେ ଏବଂ ମହିଳାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଖବର ପାଇବା ପରେ ସେଠାରେ ପହଞ୍ଚି ପୋଲିସ ବାବୁଙ୍କୁ ନିସ୍ତୁକ ଛେଚିଥିଲେ।1