Shuru
Apke Nagar Ki App…
ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ସମ୍ପତ୍ତିକୁ ନେଇ ଦୁଇ ଭାଈ ଓ ତାଙ୍କ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ସମ୍ପତ୍ତିକୁ ନେଇ ଦୁଇ ଭାଈ ଓ ତାଙ୍କ ପରିବାର ମଧ୍ୟରେ ରକ୍ତାକ୍ତ। ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭୟାବହ ପରିସ୍ଥିତି। ରକ୍ତ ସମ୍ପର୍କକୁ ଭୁଲିଗଲେ ଦୁଇ ଭାଇ, ଜମିବାଡ଼ି ଭଗବଣ୍ଟାକୁ ନେଇ ଦୁଇ ଭାଇ ଓ ତାଙ୍କ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଯିଏ ଯାହାକୁ ଯେମିତି ପାରିଲେ, ସେମିତି ପିଟିଚାଲିଲେ। ଦେଖନ୍ତୁ କିପରି ଘର ଦ୍ୱାର ପାଲଟିଲା ରଣ କ୍ଷେତ୍ର...
Amrit Prasad Das

More news from ଓଡ଼ିଶା and nearby areas
- ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି ଦାବି କରି ଦୀର୍ଘ ୯୦୦ ଦିନ ଆନ୍ଦୋଳନ ଅବ୍ୟାହତ କରିଚାଲିଛନ୍ତି । ଏପରିକି ସରକାରଙ୍କର ଶ୍ରମବିଭାଗ ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ବେଖାତିର କରୁଛନ୍ତି ବୋଲି ଆନ୍ଦୋଳନକାରୀ ମତ ଦେଇଛନ୍ତି । Byt - ବସନ୍ତ ( ଆନ୍ଦୋଳନ କାରୀ)2
- କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।1
- ଏହି ଭିଡ଼ିଓ ଦେଖକୁ ଏବଂ ବହୁତ ସୁନ୍ଦର ଲାଗୁଚି.. like share please subscribe youtube Channl. Mr Pravat Gudiya short video.1
- Post by Gagan Bhoi1
- Post by NEWS MANORANJAN1
- Post by Darbar Tv1
- Post by BL News1
- କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳ ସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ପୁଲିସ ପହଞ୍ଚି ଥିବା ସୂଚନା ମିଳିଛି।2