Shuru
Apke Nagar Ki App…
ଆସନ୍ନ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ କରୁଛି ଆମନ୍ତ୍ରଣ। ଆସନ୍ନ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ କରୁଛି ଆମନ୍ତ୍ରଣ।
Santosh Nayak PRESS
ଆସନ୍ନ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ କରୁଛି ଆମନ୍ତ୍ରଣ। ଆସନ୍ନ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ କରୁଛି ଆମନ୍ତ୍ରଣ।
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ1
- ଲକ୍ଷପତି ଦିଦି ଅଧିକରୁ ଅଧିକ ତିଆରି ହେବେ... - ମିଶନ ଶକ୍ତି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନାଚକ୍ର ଓ ସମୀକ୍ଷା ବୈଠକରେ ଯୋଗଦେଇ ସେମାନଙ୍କର ମାର୍ଗଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା1
- ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈସ୍ନୋଦେବୀ ଙ୍କ ଦର୍ଶନକଲେ ଛତିଶଗଡ଼ ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈସ୍ନୋଦେବୀ ଙ୍କ ଦର୍ଶନ କଲେ ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ...1
- ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଢେଙ୍କାନାଳ ଛଦେଶ ଵାସୀ। ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଢେଙ୍କାନାଳ ଛଦେଶ ଵାସୀ। ତା୦୬/୦୮/୨୦୨୬,ଗୁରୁବାର। ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଢେଙ୍କାନାଳ ଜିଲ୍ଲାର ଛଦେଶ ଅଞ୍ଚଳଟି ଢେଙ୍କାନାଳ ସଦର ବ୍ଲକର ୮ଗୋଟି ପଞ୍ଚାୟତ ଯଥାକ୍ରମେ ଭାପୁର,କାକୁଡିଭାଗ, ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ, ବାଲ୍ୟାମ୍ବା,ଧୀରପାଟଣା, ଶଙ୍କରପୁର,ଭାଲିଆବୋଲକାଟେଣୀ ଏବଂ ଓଡାପଡା ବ୍ଲକର ୪ଗୋଟି ପଞ୍ଚାୟତ ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦକୁ ନେଇ ଗଠିତ। ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟ ଜଳ,ବିଦ୍ୟୁତ ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି ଏହି ଅଞ୍ଚଳ।ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବୀଗୁଡିକ ପ୍ରଶାସନିକ,ନେତା, ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି କିନ୍ତୁ କେହି ଭୃକ୍ଷେପ କରିନାହାନ୍ତି,ଗତ ଫେବୃଆରୀ ୧୮ତାରିଖରେ ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଛଦେଶ ବନ୍ଦ ଡାକରା ଦିଆଯାଇ ଥିଲା। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାବୀ ପୂରଣ ହୋଇ ନାହିଁ ବୋଲି ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଜୁଲାଇ ମାସରେ ସାପୁଆ ନଦୀରେ ଭୟଙ୍କର ବନ୍ୟା ଆସି ପୁରା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଛଦେଶ ଅଞ୍ଚଳର ବହୁ କ୍ଷୟକ୍ଷତି ହୋଇଥିଲା ବେଳେ ରିଲିଫ ମିଳିପାରିଲା ନାହିଁ।ଏଣୁ ଛଦେଶ ବ୍ଲକ ଗଠନ,ବିଜୁଳି ସମସ୍ୟା ସ୍ଥାୟୀ ସମାଧାନ,ଭାପୁର ତଥା ଅନ୍ୟାନ୍ୟ ଡାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ଏବଂ ଷ୍ଟାପ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା,ଭାପୁର ଫାଣ୍ଡି କୁ ଥାନାର ମାନ୍ୟତା ଦେବା,ଭାପୁର ସାପୁଆ ନଦୀର ପୁନଃଉଦ୍ଧାର କରିବା,ଶଙ୍କରପୁର ଠାରୁ କୋତ୍ତମ ରାସ୍ତାର ମରାମତି,ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେବା,ଛଦେଶ ଅଞ୍ଚଳରେ ଦମକଳ କେନ୍ଦ୍ର ପାଇଁ ଅଞ୍ଚଳବାସୀ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ଏହାର ଆଶୁ ସମାଧାନ କରା ନଯାଏ ତେବେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଦାବୀ ପୂରଣ ହେବାଯାଏଁ ଭାପୁର ଠାରେ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତି ହୋଇଛି ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସୀ। ଅଞ୍ଚଳବାସୀଙ୍କର ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରତି ଉପଯୁକ୍ତ ଗୁରୁତ୍ୱ ପ୍ରଦାନ ପୂର୍ବକ ଛଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଅଞ୍ଚଳବାସୀ ସରକାର ଙ୍କ ଉପରେ ଆଶା ଓ ବିଶ୍ୱାସ ରଖିଛନ୍ତି।1
- ଦିଗଶିରା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ |ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ |1
- ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା। ସାଧାରଣ ମୌଳିକ ସୁବିଧା ସୁଦ୍ଧା ରୋଗୀ ପାଇ ପାରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ରେଫର୍ ହସ୍ପିଟାଲରେ ପରିଣତ ହୋଇଛି। ତିନି ତାରିଖରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି। ଚିକିତ୍ସକ ଡାକ୍ତରଙ୍କୁ ମାଡ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ସିଡିଏମଓ ଙ୍କୁ ସାମ୍ବାଦିକମାନେ ଫେରାର ହୋଇଛନ୍ତି। ମୋଟାମୋଟି ରୋଗୀ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଗତ କାଲି ଡୁଙ୍ଗୁରିପାଲି ଡାକ୍ତରଖାନା ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- ବିଜେପି ନେତା ଫକୀର ରଣା ଙ୍କ ମର୍ଡର ପଛରେ ମାଷ୍ଟର ମାଇଣ୍ଡ କିଏ?ଅଭିଯୋଗ ହୋଇଥିବା ମୁଖ୍ୟ ହତ୍ୟାକାରୀ ଫେରାର ବେଳେ ବଲାଙ୍ଗୀର ଜିଲ୍ଲାରୁ ଧରିଲେ କଳାହାଣ୍ଡି ଏସପି।ତିନି ହତ୍ୟାକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଳାହାଣ୍ଡି ପୋଲିସ୍।୨୪ ଘଣ୍ଟା ଭିତରେ ଆସାମୀ ଧରିବାରେ ସଫଳ କଳାହାଣ୍ଡି ପୋଲିସ୍ ପ୍ରଶାସନ।1