ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଢେଙ୍କାନାଳ ଛଦେଶ ଵାସୀ। ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଢେଙ୍କାନାଳ ଛଦେଶ ଵାସୀ। ତା୦୬/୦୮/୨୦୨୬,ଗୁରୁବାର। ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଢେଙ୍କାନାଳ ଜିଲ୍ଲାର ଛଦେଶ ଅଞ୍ଚଳଟି ଢେଙ୍କାନାଳ ସଦର ବ୍ଲକର ୮ଗୋଟି ପଞ୍ଚାୟତ ଯଥାକ୍ରମେ ଭାପୁର,କାକୁଡିଭାଗ, ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ, ବାଲ୍ୟାମ୍ବା,ଧୀରପାଟଣା, ଶଙ୍କରପୁର,ଭାଲିଆବୋଲକାଟେଣୀ ଏବଂ ଓଡାପଡା ବ୍ଲକର ୪ଗୋଟି ପଞ୍ଚାୟତ ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦକୁ ନେଇ ଗଠିତ। ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟ ଜଳ,ବିଦ୍ୟୁତ ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି ଏହି ଅଞ୍ଚଳ।ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବୀଗୁଡିକ ପ୍ରଶାସନିକ,ନେତା, ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି କିନ୍ତୁ କେହି ଭୃକ୍ଷେପ କରିନାହାନ୍ତି,ଗତ ଫେବୃଆରୀ ୧୮ତାରିଖରେ ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଛଦେଶ ବନ୍ଦ ଡାକରା ଦିଆଯାଇ ଥିଲା। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାବୀ ପୂରଣ ହୋଇ ନାହିଁ ବୋଲି ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଜୁଲାଇ ମାସରେ ସାପୁଆ ନଦୀରେ ଭୟଙ୍କର ବନ୍ୟା ଆସି ପୁରା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଛଦେଶ ଅଞ୍ଚଳର ବହୁ କ୍ଷୟକ୍ଷତି ହୋଇଥିଲା ବେଳେ ରିଲିଫ ମିଳିପାରିଲା ନାହିଁ।ଏଣୁ ଛଦେଶ ବ୍ଲକ ଗଠନ,ବିଜୁଳି ସମସ୍ୟା ସ୍ଥାୟୀ ସମାଧାନ,ଭାପୁର ତଥା ଅନ୍ୟାନ୍ୟ ଡାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ଏବଂ ଷ୍ଟାପ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା,ଭାପୁର ଫାଣ୍ଡି କୁ ଥାନାର ମାନ୍ୟତା ଦେବା,ଭାପୁର ସାପୁଆ ନଦୀର ପୁନଃଉଦ୍ଧାର କରିବା,ଶଙ୍କରପୁର ଠାରୁ କୋତ୍ତମ ରାସ୍ତାର ମରାମତି,ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେବା,ଛଦେଶ ଅଞ୍ଚଳରେ ଦମକଳ କେନ୍ଦ୍ର ପାଇଁ ଅଞ୍ଚଳବାସୀ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ଏହାର ଆଶୁ ସମାଧାନ କରା ନଯାଏ ତେବେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଦାବୀ ପୂରଣ ହେବାଯାଏଁ ଭାପୁର ଠାରେ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତି ହୋଇଛି ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସୀ। ଅଞ୍ଚଳବାସୀଙ୍କର ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରତି ଉପଯୁକ୍ତ ଗୁରୁତ୍ୱ ପ୍ରଦାନ ପୂର୍ବକ ଛଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଅଞ୍ଚଳବାସୀ ସରକାର ଙ୍କ ଉପରେ ଆଶା ଓ ବିଶ୍ୱାସ ରଖିଛନ୍ତି।

- ଆସନ୍ନ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ କରୁଛି ଆମନ୍ତ୍ରଣ। ଆସନ୍ନ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ସ୍ଥାନୀୟ ବାସିନ୍ଦା। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୨ଟି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ କରୁଛି ଆମନ୍ତ୍ରଣ।1
- କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ1
- ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?1
- ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର1
- ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏବେ ବାଲି ପାଇଁ ଧାର୍ଯ୍ୟ ହେଲା MSP। ଏଣିକି ଏକ କ୍ୟୁବିକ ମିଟର ବାଲି ୩୪୦ ଟଙ୍କାରେ ମିଳିବ, ଅର୍ଥାତ ଗୋଟିଏ ଟ୍ରାକ୍ଟର ବାଲି ପାଇଁ ଲୋକଙ୍କୁ ମାତ୍ର ୬୮୦ ଟଙ୍କା ଦେବାକୁ ପଡ଼ିବ। ଚୋରା କାରବାର ରୋକିବାକୁ ଖୁବଶୀଘ୍ର ୧୦୦ରୁ ଅଧିକ ବାଲି ଖାଦାନର ଇ-ଲଟେରୀ କରାଯିବ ବୋଲି ଘୋଷଣା କରିଛନ୍ତି ଖଣି ମନ୍ତ୍ରୀ।1
- #ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork1
- ବନ୍ଧୁ ହେବ ତ ଏମିତି l ଅଜଣା ଅଚିହ୍ନା ଏହି ଦୁଇ କୁଷ୍ଠରୋଗୀ ଏବେ ପାଲଟି ଯାଇଛନ୍ତି ଉତ୍ତମ ବନ୍ଧୁ1
- ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଢେଙ୍କାନାଳ ଛଦେଶ ଵାସୀ। ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଢେଙ୍କାନାଳ ଛଦେଶ ଵାସୀ। ତା୦୬/୦୮/୨୦୨୬,ଗୁରୁବାର। ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଢେଙ୍କାନାଳ ଜିଲ୍ଲାର ଛଦେଶ ଅଞ୍ଚଳଟି ଢେଙ୍କାନାଳ ସଦର ବ୍ଲକର ୮ଗୋଟି ପଞ୍ଚାୟତ ଯଥାକ୍ରମେ ଭାପୁର,କାକୁଡିଭାଗ, ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ, ବାଲ୍ୟାମ୍ବା,ଧୀରପାଟଣା, ଶଙ୍କରପୁର,ଭାଲିଆବୋଲକାଟେଣୀ ଏବଂ ଓଡାପଡା ବ୍ଲକର ୪ଗୋଟି ପଞ୍ଚାୟତ ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦକୁ ନେଇ ଗଠିତ। ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟ ଜଳ,ବିଦ୍ୟୁତ ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି ଏହି ଅଞ୍ଚଳ।ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବୀଗୁଡିକ ପ୍ରଶାସନିକ,ନେତା, ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି କିନ୍ତୁ କେହି ଭୃକ୍ଷେପ କରିନାହାନ୍ତି,ଗତ ଫେବୃଆରୀ ୧୮ତାରିଖରେ ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଛଦେଶ ବନ୍ଦ ଡାକରା ଦିଆଯାଇ ଥିଲା। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାବୀ ପୂରଣ ହୋଇ ନାହିଁ ବୋଲି ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଜୁଲାଇ ମାସରେ ସାପୁଆ ନଦୀରେ ଭୟଙ୍କର ବନ୍ୟା ଆସି ପୁରା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଛଦେଶ ଅଞ୍ଚଳର ବହୁ କ୍ଷୟକ୍ଷତି ହୋଇଥିଲା ବେଳେ ରିଲିଫ ମିଳିପାରିଲା ନାହିଁ।ଏଣୁ ଛଦେଶ ବ୍ଲକ ଗଠନ,ବିଜୁଳି ସମସ୍ୟା ସ୍ଥାୟୀ ସମାଧାନ,ଭାପୁର ତଥା ଅନ୍ୟାନ୍ୟ ଡାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ଏବଂ ଷ୍ଟାପ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା,ଭାପୁର ଫାଣ୍ଡି କୁ ଥାନାର ମାନ୍ୟତା ଦେବା,ଭାପୁର ସାପୁଆ ନଦୀର ପୁନଃଉଦ୍ଧାର କରିବା,ଶଙ୍କରପୁର ଠାରୁ କୋତ୍ତମ ରାସ୍ତାର ମରାମତି,ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେବା,ଛଦେଶ ଅଞ୍ଚଳରେ ଦମକଳ କେନ୍ଦ୍ର ପାଇଁ ଅଞ୍ଚଳବାସୀ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ଏହାର ଆଶୁ ସମାଧାନ କରା ନଯାଏ ତେବେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଦାବୀ ପୂରଣ ହେବାଯାଏଁ ଭାପୁର ଠାରେ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତି ହୋଇଛି ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସୀ। ଅଞ୍ଚଳବାସୀଙ୍କର ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରତି ଉପଯୁକ୍ତ ଗୁରୁତ୍ୱ ପ୍ରଦାନ ପୂର୍ବକ ଛଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଅଞ୍ଚଳବାସୀ ସରକାର ଙ୍କ ଉପରେ ଆଶା ଓ ବିଶ୍ୱାସ ରଖିଛନ୍ତି।1