logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିଜେ ରଚିଥିବା ନାଟକରେ ବନ୍ଧାହେଲେ ପରିଚାଳକ,ନିଜ ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ ଯୋଜନା ଘଟଣା : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ର କନ୍ତପଡା ଠାରେ କଦଳୀ ବ୍ୟବସାୟୀ ଙ୍କୁ ଲଙ୍କାଗୁଣ୍ଡ ଆଖିରେ ପକାଇ ଲୁଟ ଘଟଣାର ଗୁମର ଖୋଲିଛି ଜେନାପୁର ପୋଲିସ । ଏବଂ କଦଳୀ ଗୋଦାମ ର ମ୍ୟାନେଜର ହାଡିବନ୍ଧୁ ବେହେରା ଓରଫ କାଳିଆ କୁ ଗିରଫ କରିଛି ଜେନାପୁର ପୋଲିସ, ଘଟଣାରୁ ଜଣାପଡିଛି କି ୨ଲକ୍ଷ ୬୫ହଜାର ଟଙ୍କାକୁ ଆତ୍ମସାତ ଉଦେଶ୍ୟରେ ଲୁଟ ନାଟକ ନିଜେ ରଚିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି ।ପୋଲିସ ମଧ୍ୟ ତଦନ୍ତ କରି ଅଭିଯୁକ୍ତ ଘରୁ ଉକ୍ତ ଟଙ୍କାକୁ ଜବତ କରିଥିବା ପ୍ରେସ୍ର କଂପ୍ରେନ୍ସ ରେ ପ୍ରକାଶ କରିଛି ।

2 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
2 hrs ago
708a3baa-4fbd-476e-a021-d1de89844042

ନିଜେ ରଚିଥିବା ନାଟକରେ ବନ୍ଧାହେଲେ ପରିଚାଳକ,ନିଜ ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ ଯୋଜନା ଘଟଣା : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ର କନ୍ତପଡା ଠାରେ କଦଳୀ ବ୍ୟବସାୟୀ ଙ୍କୁ ଲଙ୍କାଗୁଣ୍ଡ ଆଖିରେ ପକାଇ ଲୁଟ ଘଟଣାର ଗୁମର ଖୋଲିଛି ଜେନାପୁର ପୋଲିସ । ଏବଂ କଦଳୀ ଗୋଦାମ ର ମ୍ୟାନେଜର ହାଡିବନ୍ଧୁ ବେହେରା ଓରଫ କାଳିଆ କୁ ଗିରଫ କରିଛି ଜେନାପୁର ପୋଲିସ, ଘଟଣାରୁ ଜଣାପଡିଛି କି ୨ଲକ୍ଷ ୬୫ହଜାର ଟଙ୍କାକୁ ଆତ୍ମସାତ ଉଦେଶ୍ୟରେ ଲୁଟ ନାଟକ ନିଜେ ରଚିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି ।ପୋଲିସ ମଧ୍ୟ ତଦନ୍ତ କରି ଅଭିଯୁକ୍ତ ଘରୁ ଉକ୍ତ ଟଙ୍କାକୁ ଜବତ କରିଥିବା ପ୍ରେସ୍ର କଂପ୍ରେନ୍ସ ରେ ପ୍ରକାଶ କରିଛି ।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଅଧୀନରେ ଥିବା ୯ଗୋଟି ପଞ୍ଚାୟତକୁ ନେଇ ବିଜେଡିର ଏକ ସାଙ୍ଗଠନିକ ବୈଠକ କୋଳଥଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଏହି ୯ଗୋଟି ପଞ୍ଚାୟତର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଯୁବ ଛାତ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ବାଚନ ପରେ ଶାନ୍ତ ଧର୍ମଶାଳା ଅଶାନ୍ତରେ ପରିଣତ ହୋଇଛି ବୋଲି କହିଥିଲେ ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଅଧୀନରେ ଥିବା ୯ଗୋଟି ପଞ୍ଚାୟତକୁ ନେଇ ବିଜେଡିର ଏକ ସାଙ୍ଗଠନିକ ବୈଠକ କୋଳଥଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଏହି ୯ଗୋଟି ପଞ୍ଚାୟତର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଯୁବ ଛାତ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ବାଚନ ପରେ ଶାନ୍ତ ଧର୍ମଶାଳା ଅଶାନ୍ତରେ ପରିଣତ ହୋଇଛି ବୋଲି କହିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ବଡପୋଖରୀ ଗ୍ରାମ ରେ ଚାଲିଥିବା ମାଗେ ପର୍ବ ର ପୂଜା କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ରେ ଭଜନି
    1
    ବଡପୋଖରୀ ଗ୍ରାମ ରେ ଚାଲିଥିବା ମାଗେ ପର୍ବ ର ପୂଜା କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ରେ ଭଜନି
    user_BL News
    BL News
    Agistment service ଟାଙ୍ଗୀ, କଟକ, ଓଡ଼ିଶା•
    1 hr ago
  • ମନ ମୋହିଲା କୋଣାର୍କ ଗଣନାଟ୍ୟ ର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ନାଟକ ଦେଖିବାକୁ ପ୍ରବଳ ଜନ ସମାଗମ
    1
    ମନ ମୋହିଲା କୋଣାର୍କ ଗଣନାଟ୍ୟ ର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ନାଟକ ଦେଖିବାକୁ ପ୍ରବଳ ଜନ ସମାଗମ
    user_Bibhudutta Prusty
    Bibhudutta Prusty
    Jajapur, Odisha•
    6 hrs ago
  • କଟକ ନିଶ୍ଚିନ୍ତକୋଇଲି ଚାନ୍ଦବାଲି ରୋଡ ପାର୍ଶ୍ୱରେ ଥିବା ବନମାଳୀପୁର 9ନମ୍ବର ଡଗରା କେନାଲ ର ୱାଲ କାମ ଆତି ନିମ୍ନମାନର କାର୍ଯ୍ୟ ଚାଲିଛି ଏଥିପାଇଁ ଦାଇ ବିଭାଗୀୟ ଅଧିକାରୀ ଏହି କାମଟି ପୂବଂଶ ଇରିଗେସନ କେନ୍ଦ୍ରାପଡା ଡିଭିଜନ ତତ୍ତ୍ୱଅବଧାନ ରେ ହେଉଛି
    1
    କଟକ ନିଶ୍ଚିନ୍ତକୋଇଲି ଚାନ୍ଦବାଲି ରୋଡ ପାର୍ଶ୍ୱରେ ଥିବା ବନମାଳୀପୁର 9ନମ୍ବର ଡଗରା କେନାଲ ର ୱାଲ କାମ ଆତି ନିମ୍ନମାନର କାର୍ଯ୍ୟ ଚାଲିଛି ଏଥିପାଇଁ ଦାଇ ବିଭାଗୀୟ ଅଧିକାରୀ ଏହି କାମଟି ପୂବଂଶ ଇରିଗେସନ କେନ୍ଦ୍ରାପଡା ଡିଭିଜନ ତତ୍ତ୍ୱଅବଧାନ ରେ ହେଉଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    21 min ago
  • ଭୁବନେଶ୍ୱରରେ ଖୋଲିଲା ସ୍ଲିପ ୱେଲ୍ ସୋରୁମ୍ | ଶାନ୍ତି ଓ ଆରାମଦାୟକ ଅନୁଭୂତି ପାଇଁ ଥରୁଟିଏ ଆସନ୍ତୁ | ସୁଲଭ ମୂଲ୍ୟ ଓ ଆକର୍ଷଣୀୟ ଡିଜାଇନ୍ ନିଶ୍ଚୟ ମନ ମୋହିନେବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଭୁବନେଶ୍ୱରରେ ଖୋଲିଲା ସ୍ଲିପ ୱେଲ୍ ସୋରୁମ୍ | ଶାନ୍ତି ଓ ଆରାମଦାୟକ ଅନୁଭୂତି ପାଇଁ ଥରୁଟିଏ ଆସନ୍ତୁ | ସୁଲଭ ମୂଲ୍ୟ ଓ ଆକର୍ଷଣୀୟ ଡିଜାଇନ୍ ନିଶ୍ଚୟ ମନ ମୋହିନେବ |
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।
    4
    ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026  ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା  କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।   ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି।  ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ  ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି।  ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା।  ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ
    1
    କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    5 hrs ago
  • ଇତିହାସରୁ ଆରମ୍ଭ ବାସ୍ତବରେ ଶେଷ | ଭୁବନ ଠାରୁ ତାଳଚେର ପ୍ରାକୃତିକ ଦୃଶ୍ୟ ଓ କିମ୍ବଦନ୍ତୀ | ବାଇକ୍ ମଜା ସତରେ କେଉଁ ବଡ଼ ଗାଡ଼ିରେ ନଥାଏ | ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha
    1
    ଇତିହାସରୁ ଆରମ୍ଭ ବାସ୍ତବରେ ଶେଷ | ଭୁବନ ଠାରୁ ତାଳଚେର ପ୍ରାକୃତିକ ଦୃଶ୍ୟ ଓ କିମ୍ବଦନ୍ତୀ | ବାଇକ୍ ମଜା ସତରେ କେଉଁ ବଡ଼ ଗାଡ଼ିରେ ନଥାଏ |
ଭୁବନ, ଢେଙ୍କାନାଳ, ଓଡ଼ିଶା
#bhuban #dhenkanal #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.