logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜିଠାରୁ ଆରମ୍ଭ ମାଟ୍ରିକ ପରୀକ୍ଷା. ହିନ୍ଦୋଳର 12କେନ୍ଦ୍ରରେ 2304ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା. ଆଜି ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେ 12ଟି ପରୀକ୍ଷା କେନ୍ଦ୍ରରେ ମୋଟ 2304ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି.

2 hrs ago
user_ଶ୍ରୀ ବିକ୍ରମ ସାହୁ
ଶ୍ରୀ ବିକ୍ରମ ସାହୁ
ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
2 hrs ago

ଆଜିଠାରୁ ଆରମ୍ଭ ମାଟ୍ରିକ ପରୀକ୍ଷା. ହିନ୍ଦୋଳର 12କେନ୍ଦ୍ରରେ 2304ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା. ଆଜି ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେ 12ଟି ପରୀକ୍ଷା କେନ୍ଦ୍ରରେ ମୋଟ 2304ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି.

More news from ଓଡ଼ିଶା and nearby areas
  • ଆଜି ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେ 12ଟି ପରୀକ୍ଷା କେନ୍ଦ୍ରରେ ମୋଟ 2304ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି.
    1
    ଆଜି ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେ 12ଟି ପରୀକ୍ଷା କେନ୍ଦ୍ରରେ ମୋଟ 2304ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି.
    user_ଶ୍ରୀ ବିକ୍ରମ ସାହୁ
    ଶ୍ରୀ ବିକ୍ରମ ସାହୁ
    ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଅନୁଗୋଳ: ମାଲାବାରର ପକ୍ଷରୁ ଅନୁଗୋଳ ସ୍ଥିତ ଶୋରୁମ୍‌ରେ ‘ଜେମଷ୍ଟୋନ ଗହଣା’ର ଉନ୍ମୋଚନ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅମରବାଣୀ ସ୍କୁଲର ଅଧ୍ୟକ୍ଷା ଲେସନା ମେମ୍ ଓ ଉପାଧ୍ୟକ୍ଷା ସର୍ମିଲା ମେମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଜେମଷ୍ଟୋନ ସଂଗ୍ରହର ଉନ୍ମୋଚନ କରିଥିଲେ। କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଫେବୃଆରୀ ୧୪ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁନା ଗହଣା ଓ ଅନକଟ ଜେମଷ୍ଟୋନ ଗହଣାରେ ଗଢ଼ା ମଜୁରୀ ଉପରେ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ଏହା ସହ ଅନକଟ ଜେମଷ୍ଟୋନ ଓ ହୀରା ଅଳଙ୍କାର ଉପରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ମେକିଂ ଚାର୍ଜରେ ରିହାତି ବ୍ୟବସ୍ଥା ରହିଛି। କମ୍ପାନୀର ଅଧ୍ୟକ୍ଷ ଏମ୍‌.ପି. ଅହମଦ କହିଛନ୍ତି ଯେ, ମାଲାବାରର ସୁନା, ରୂପା ଓ ହୀରା ଅଳଙ୍କାର ଉପରେ ଗ୍ରାହକମାନେ ଶତପ୍ରତିଶତ ଭରସା କରନ୍ତି। ଏହି ସମସ୍ତ ଗହଣାରେ ଭାରତୀୟ ସୂକ୍ଷ୍ମ କଳା, ପାରମ୍ପରିକ ଡିଜାଇନ୍‌ ଓ ଗୌରବମୟ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଉତ୍ସବ ଅବସରରେ ଶୋରୁମ୍‌ରେ ମଡେଲମାନେ ବିଭିନ୍ନ ଆକର୍ଷଣୀୟ ଜେମଷ୍ଟୋନ ଓ ସୁନା ଗହଣା ପିନ୍ଧି ଗ୍ରାହକମାନଙ୍କୁ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକ ଓ ଗ୍ରାହକଙ୍କ ମନକୁ ଆକର୍ଷିତ କରିଥିଲା।
    1
    ଅନୁଗୋଳ:  ମାଲାବାରର ପକ୍ଷରୁ ଅନୁଗୋଳ ସ୍ଥିତ ଶୋରୁମ୍‌ରେ ‘ଜେମଷ୍ଟୋନ ଗହଣା’ର ଉନ୍ମୋଚନ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅମରବାଣୀ ସ୍କୁଲର ଅଧ୍ୟକ୍ଷା ଲେସନା ମେମ୍ ଓ ଉପାଧ୍ୟକ୍ଷା ସର୍ମିଲା ମେମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଜେମଷ୍ଟୋନ ସଂଗ୍ରହର ଉନ୍ମୋଚନ କରିଥିଲେ।
କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଫେବୃଆରୀ ୧୪ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁନା ଗହଣା ଓ ଅନକଟ ଜେମଷ୍ଟୋନ ଗହଣାରେ ଗଢ଼ା ମଜୁରୀ ଉପରେ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ଏହା ସହ ଅନକଟ ଜେମଷ୍ଟୋନ ଓ ହୀରା ଅଳଙ୍କାର ଉପରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ମେକିଂ ଚାର୍ଜରେ ରିହାତି ବ୍ୟବସ୍ଥା ରହିଛି।
କମ୍ପାନୀର ଅଧ୍ୟକ୍ଷ ଏମ୍‌.ପି. ଅହମଦ କହିଛନ୍ତି ଯେ, ମାଲାବାରର ସୁନା, ରୂପା ଓ ହୀରା ଅଳଙ୍କାର ଉପରେ ଗ୍ରାହକମାନେ ଶତପ୍ରତିଶତ ଭରସା କରନ୍ତି। ଏହି ସମସ୍ତ ଗହଣାରେ ଭାରତୀୟ ସୂକ୍ଷ୍ମ କଳା, ପାରମ୍ପରିକ ଡିଜାଇନ୍‌ ଓ ଗୌରବମୟ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ।
ଉତ୍ସବ ଅବସରରେ ଶୋରୁମ୍‌ରେ ମଡେଲମାନେ ବିଭିନ୍ନ ଆକର୍ଷଣୀୟ ଜେମଷ୍ଟୋନ ଓ ସୁନା ଗହଣା ପିନ୍ଧି ଗ୍ରାହକମାନଙ୍କୁ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକ ଓ ଗ୍ରାହକଙ୍କ ମନକୁ ଆକର୍ଷିତ କରିଥିଲା।
    user_ଅନୁଗୋଳ ଟୁଡେ (Angul Today)
    ଅନୁଗୋଳ ଟୁଡେ (Angul Today)
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    1 hr ago
  • bachcha logo ke nakhare
    1
    bachcha logo ke nakhare
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    8 hrs ago
  • ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆ ଯାଇଛି । ସୂଚନା ଯୋଗ୍ୟ, ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତ୍ୱ ଦେଇ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍‌ପିଟାଲ୍ କୁ ଜିଲ୍ଲା ହସ୍‌ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଆଜିର ଏହି ଗଣଧାରଣାରେ ତାଳଚେରର ବହୁ ଜନସାଧାରଣ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେରରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଦାବୀ କରିବା ସହିତ ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l
    1
    ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆ ଯାଇଛି । ସୂଚନା ଯୋଗ୍ୟ, ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା  ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର  ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତ୍ୱ ଦେଇ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍‌ପିଟାଲ୍ କୁ ଜିଲ୍ଲା ହସ୍‌ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଆଜିର ଏହି ଗଣଧାରଣାରେ ତାଳଚେରର ବହୁ ଜନସାଧାରଣ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେରରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଦାବୀ କରିବା ସହିତ ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    22 hrs ago
  • [18/02, 12:47 pm] Banaja Sahoo: 80ବର୍ଷ ର ବୃଦ୍ଧ ହାତରେ 2ଟି ଛୁଆ ର ଦାୟିତ୍ଵ,ମାଗି ମାଗି ପ୍ରତିପୋଷଣ କରୁଛନ୍ତି 2 ଛୁଆ କୁ.. [18/02, 12:47 pm] Banaja Sahoo: Dhenkanal ଜିଲ୍ଲାର ମୋଟଙ୍ଗ ଥାନା ଅଧୀନ ରେ ଥିବା ଏହି 80ବର୍ଷ ବୁଦ୍ଧ ମାଉସୀ ର ବାସ ସ୍ଥାନ ନାହି। ତଥାପି ହାର ମାନି ନାହି ଦାଇତ୍ୱ ରେ। ତାଙ୍କର ନାମ ବାସନ୍ତୀ ନାଏକ। ତାଙ୍କ ର ଝିଅ ମୃତୁ ବରଣ କଲା ପରେ 2ଟି ନାତି ନାତୁଣୀ ର ଦାୟିତ୍ଵ ନେଇଛି ଏହି ବୃଦ୍ଧ 80 ବର୍ଷୀୟା ମାଉସୀ। ନଗାରି ଗ୍ରାମର ଅଙ୍ଗନାୱାଡି ରେ ଅସ୍ଥାୟୀ ଭାବରେ ବାସ କରୁଛି। ଏତେ ସରକାର୍ ର ବ୍ୟବସ୍ଥା ଥାଇ ବି କେହି ନାହାନ୍ତି ତାକୁ ଆହା କରିବାକୁ।ଭିକ ମାଗି ମାଗି ଛୁଆ ଦୁଇ ଟିକୁ ପ୍ରତି ପୋଶୋଣ କରୁଛି। ଅଙ୍ଗନୱାଡି ଦିଦି ଭାତ୍ ଟିକିଏ ଦେଲେ ଖାଉଛି। ଧନ୍ୟ ରେ ସମାଜ ଧନ୍ୟ।ଗରିବ ଙ୍କ ପାଇ କୋଟି କୋଟି ଖର୍ଚ୍ଚ ହେଉଛି ସରକାର ଙ୍କ ପାଣ୍ଠିରୁ।କିନ୍ତୁ ପ୍ରକୃତ ଗରିବ ଙ୍କୁ ଖାଇବାକୁ ମିଳୁ ନାହି।ଧିକ ସରକାରୀ ଯୋଜନା କୁ ଧିକ୍।ସେ ତାର ଓ ତାଙ୍କ ଦୁଇ ନାତି, , ନାତୁଣୀ ର ଭରଣ ପୋଶୋନ ପାଇ ଅନାଥ ଆଶ୍ରମ ଟିଏ ଖୋଜୁଛି।ସରକାର ଙ୍କୁ ନିବେଦନ କରୁଛି,ଦୁଇ ଛୁଆ ର ଦାୟିତ୍ଵ ପାଇ ସରକାର ଙ୍କ ର ଅନାଥ ଆଶ୍ରମ ରେ ରଖନ୍ତୁ।
    1
    [18/02, 12:47 pm] Banaja Sahoo: 80ବର୍ଷ ର  ବୃଦ୍ଧ ହାତରେ 2ଟି ଛୁଆ ର ଦାୟିତ୍ଵ,ମାଗି ମାଗି ପ୍ରତିପୋଷଣ କରୁଛନ୍ତି 2 ଛୁଆ କୁ..
[18/02, 12:47 pm] Banaja Sahoo: Dhenkanal ଜିଲ୍ଲାର ମୋଟଙ୍ଗ ଥାନା ଅଧୀନ ରେ ଥିବା ଏହି 80ବର୍ଷ ବୁଦ୍ଧ ମାଉସୀ ର ବାସ ସ୍ଥାନ ନାହି। ତଥାପି ହାର ମାନି ନାହି ଦାଇତ୍ୱ ରେ। ତାଙ୍କର ନାମ ବାସନ୍ତୀ ନାଏକ। ତାଙ୍କ ର ଝିଅ ମୃତୁ ବରଣ କଲା ପରେ 2ଟି ନାତି ନାତୁଣୀ ର ଦାୟିତ୍ଵ ନେଇଛି ଏହି ବୃଦ୍ଧ 80 ବର୍ଷୀୟା ମାଉସୀ। ନଗାରି ଗ୍ରାମର ଅଙ୍ଗନାୱାଡି ରେ  ଅସ୍ଥାୟୀ ଭାବରେ ବାସ କରୁଛି।
ଏତେ ସରକାର୍ ର ବ୍ୟବସ୍ଥା ଥାଇ ବି କେହି ନାହାନ୍ତି ତାକୁ ଆହା କରିବାକୁ।ଭିକ ମାଗି ମାଗି ଛୁଆ ଦୁଇ ଟିକୁ ପ୍ରତି ପୋଶୋଣ କରୁଛି। ଅଙ୍ଗନୱାଡି ଦିଦି ଭାତ୍ ଟିକିଏ ଦେଲେ ଖାଉଛି। ଧନ୍ୟ ରେ ସମାଜ  ଧନ୍ୟ।ଗରିବ ଙ୍କ ପାଇ କୋଟି କୋଟି ଖର୍ଚ୍ଚ ହେଉଛି ସରକାର ଙ୍କ ପାଣ୍ଠିରୁ।କିନ୍ତୁ ପ୍ରକୃତ ଗରିବ ଙ୍କୁ ଖାଇବାକୁ ମିଳୁ ନାହି।ଧିକ ସରକାରୀ ଯୋଜନା କୁ ଧିକ୍।ସେ ତାର ଓ ତାଙ୍କ ଦୁଇ ନାତି, , ନାତୁଣୀ ର ଭରଣ ପୋଶୋନ ପାଇ ଅନାଥ ଆଶ୍ରମ ଟିଏ ଖୋଜୁଛି।ସରକାର ଙ୍କୁ ନିବେଦନ କରୁଛି,ଦୁଇ ଛୁଆ ର ଦାୟିତ୍ଵ ପାଇ ସରକାର ଙ୍କ ର ଅନାଥ ଆଶ୍ରମ ରେ ରଖନ୍ତୁ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    22 hrs ago
  • ଢେଙ୍କାନାଳ ସହରର ଜୁବୁଲି ଟାଉନ ମା ବୁଢୀଠାକୁରାଣୀ ମନ୍ଦିର ସମ୍ମୁଖ ରେ ପୁର୍ତ୍ତ ବିଭାଗ ତରଫରୁ କରା ଯାଇଥିବା କଲ୍ଲଭଟ- ରେ କୈଣସି ସୂଚନା ନାହି ଏବଂ ରାସ୍ତା ଟି ସପୂଅଣ ଓସାରିଆ ତେଣୁକରି ଏଠାରେ ଦୁଘଟଣା ବାରମ୍ବାର ହେଉଛି ଏଥିପାଇଁ ଦାୟୀ କିଏ ବିଭାଗୀୟ ଅଧିକାର ନା ଠିକାଦାର ଆପଣଙ୍କ ଉତ୍ତର ଅପେକ୍ଷା ରେ
    2
    ଢେଙ୍କାନାଳ ସହରର ଜୁବୁଲି ଟାଉନ ମା ବୁଢୀଠାକୁରାଣୀ ମନ୍ଦିର ସମ୍ମୁଖ ରେ ପୁର୍ତ୍ତ ବିଭାଗ ତରଫରୁ କରା ଯାଇଥିବା କଲ୍ଲଭଟ- ରେ କୈଣସି  ସୂଚନା ନାହି ଏବଂ ରାସ୍ତା ଟି ସପୂଅଣ ଓସାରିଆ ତେଣୁକରି ଏଠାରେ ଦୁଘଟଣା ବାରମ୍ବାର ହେଉଛି ଏଥିପାଇଁ ଦାୟୀ କିଏ ବିଭାଗୀୟ ଅଧିକାର ନା ଠିକାଦାର 
ଆପଣଙ୍କ ଉତ୍ତର ଅପେକ୍ଷା ରେ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    56 min ago
  • ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାରେ ମୋଟ ୯୫ଟି ପରୀକ୍ଷା କେନ୍ଦ୍ରରେ ୧୬, ୭୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ସକାଳ ସାଢେ ୭ଟାରେ ସମସ୍ତ ପରୀକ୍ଷା କେନ୍ଦ୍ର ପରୀକ୍ଷାର୍ଥୀମାନେ ପ୍ରବେଶ କରିଛନ୍ତି। ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । କପି ରୋକିବା ପାଇଁ ମଧ୍ଯ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପକ୍ଷରୁ କପି ରୋକିବା ପାଇଁ ୩ଟି ସ୍ପାଡ ଗଠନ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ଜିଲ୍ଲାର ଭୁବନ ବ୍ଲକରେ ୧୧ଟି, ଢେଙ୍କାନାଳରେ ୧୬ଟି, ଗଁଦିଆ, ହିନ୍ଦୋଳ ଓ କାମାକ୍ଷାନଗରରେ ୧୨ଟି ଲେଖାଏଁ, କଙ୍କଡ଼ାହାଡ଼ରେ ୯ଟି, ଓଡ଼ାପଡ଼ା ବ୍ଲକରେ ୧୩ଟି ଓ ପରଜଙ୍ଗବ୍ଲକରେ ୧୦ଟିକୁ ମିଶାଇ ମୋଟ ୯୫ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ଜିଲାରେ ୨୬୯ଟି ହାଇସ୍କୁଲର ମୋଟ ରେଗୁଲାର ୧୬୬୦୮ ପରୀକ୍ଷାର୍ଥୀ, ପତ୍ର ବିନିମୟରେ ୧୦ଜଣ ଓ ଏସ୍ଓଏସ୍‌ଇରେ ୧୫୯ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଶ୍ନପତ୍ର ରଖୁବା ପାଇଁ ୧୦ଟି ନୋଡାଲ Iଲ ସେଣ୍ଟର କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି |
    1
    ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାରେ ମୋଟ ୯୫ଟି ପରୀକ୍ଷା କେନ୍ଦ୍ରରେ ୧୬, ୭୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ସକାଳ ସାଢେ ୭ଟାରେ ସମସ୍ତ ପରୀକ୍ଷା କେନ୍ଦ୍ର ପରୀକ୍ଷାର୍ଥୀମାନେ ପ୍ରବେଶ କରିଛନ୍ତି। ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । କପି ରୋକିବା ପାଇଁ ମଧ୍ଯ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପକ୍ଷରୁ କପି ରୋକିବା ପାଇଁ ୩ଟି ସ୍ପାଡ ଗଠନ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ଜିଲ୍ଲାର ଭୁବନ ବ୍ଲକରେ ୧୧ଟି, ଢେଙ୍କାନାଳରେ ୧୬ଟି, ଗଁଦିଆ, ହିନ୍ଦୋଳ ଓ କାମାକ୍ଷାନଗରରେ ୧୨ଟି ଲେଖାଏଁ, କଙ୍କଡ଼ାହାଡ଼ରେ  ୯ଟି, ଓଡ଼ାପଡ଼ା ବ୍ଲକରେ ୧୩ଟି ଓ ପରଜଙ୍ଗବ୍ଲକରେ ୧୦ଟିକୁ ମିଶାଇ ମୋଟ ୯୫ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ଜିଲାରେ ୨୬୯ଟି ହାଇସ୍କୁଲର ମୋଟ ରେଗୁଲାର ୧୬୬୦୮ ପରୀକ୍ଷାର୍ଥୀ, ପତ୍ର ବିନିମୟରେ ୧୦ଜଣ ଓ ଏସ୍ଓଏସ୍‌ଇରେ ୧୫୯ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଶ୍ନପତ୍ର ରଖୁବା ପାଇଁ ୧୦ଟି ନୋଡାଲ Iଲ ସେଣ୍ଟର କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି |
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ହାଇସ୍କୁଲ NCC ଏବଂ ସ୍କାଉଟ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଶିକ୍ଷୟତ୍ରୀ ଙ୍କୁ ଜୁଲମ. ଡ୍ରେସ ପଇସା ନ ଫେରେଇଲେ ମାଟ୍ରିକ ପରୀକ୍ଷା ଆଡମିଟ କାର୍ଡ ମନା. ଅଭିଯୋଗ କଲେ ଛତ୍ରୀ ଏବଂ ତାଙ୍କ ମାଆ. ଘଟଣାର ତଦନ୍ତ ଦାବୀ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ହାଇସ୍କୁଲ NCC ଏବଂ ସ୍କାଉଟ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଶିକ୍ଷୟତ୍ରୀ ଙ୍କୁ ଜୁଲମ. ଡ୍ରେସ ପଇସା ନ ଫେରେଇଲେ ମାଟ୍ରିକ ପରୀକ୍ଷା ଆଡମିଟ କାର୍ଡ ମନା. ଅଭିଯୋଗ କଲେ ଛତ୍ରୀ ଏବଂ ତାଙ୍କ ମାଆ. ଘଟଣାର ତଦନ୍ତ ଦାବୀ.
    user_ଶ୍ରୀ ବିକ୍ରମ ସାହୁ
    ଶ୍ରୀ ବିକ୍ରମ ସାହୁ
    ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.