logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାସ୍ତା ଉପରେ ଶାଶୁକୁ ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ

2 hrs ago
user_SMRUTISWARUP MUDULI
SMRUTISWARUP MUDULI
Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
2 hrs ago

ରାସ୍ତା ଉପରେ ଶାଶୁକୁ ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ

More news from ଓଡ଼ିଶା and nearby areas
  • ରାସ୍ତା ଉପରେ ଶାଶୁକୁ ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ
    1
    ରାସ୍ତା ଉପରେ ଶାଶୁକୁ  ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ
    user_SMRUTISWARUP MUDULI
    SMRUTISWARUP MUDULI
    Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • Post by Chittaranjan Nayak
    1
    Post by Chittaranjan Nayak
    user_Chittaranjan Nayak
    Chittaranjan Nayak
    Local News Reporter ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଖଇରା ତା 17/04/2026 ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ ଫୋଟରେ ପୁଷ୍ପମାଳ, ଅପ୍ରଣ କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .
    4
    ଖଇରା  ତା 17/04/2026  ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ  ଫୋଟରେ ପୁଷ୍ପମାଳ,     ଅପ୍ରଣ  କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    7 hrs ago
  • #ବେଆଇନ_ନିର୍ମାଣ_ଅସ୍ଥାୟୀ_ପୋଲକୁ_ଉଛେଦ_କଲା_ଜଳେଶ୍ୱର_ମାଇନିଂ_ବିଭାଗ । ବାଲି ଚାଲାଣ ପାଇଁ ବାଲିଘାଟ ଲିଜ ଧାରି ପକ୍ଷରୁ ସୁବର୍ଣ୍ଣରେଖା ନଦୀ ଉପରେ ହୋମ ପାଇପ ପକାଇ ଜଳେଶ୍ୱର ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ବେଆଇନ ନିର୍ମାଣ ଅସ୍ଥାୟୀ ପୋଲକୁ ଉଛେଦ କଲା ଜଳେଶ୍ୱର ମାଇନିଂ ବିଭାଗ । #mahimatv #balasore #jalasore
    3
    #ବେଆଇନ_ନିର୍ମାଣ_ଅସ୍ଥାୟୀ_ପୋଲକୁ_ଉଛେଦ_କଲା_ଜଳେଶ୍ୱର_ମାଇନିଂ_ବିଭାଗ । 
ବାଲି ଚାଲାଣ ପାଇଁ ବାଲିଘାଟ ଲିଜ ଧାରି ପକ୍ଷରୁ ସୁବର୍ଣ୍ଣରେଖା ନଦୀ ଉପରେ ହୋମ ପାଇପ ପକାଇ ଜଳେଶ୍ୱର ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ବେଆଇନ ନିର୍ମାଣ ଅସ୍ଥାୟୀ ପୋଲକୁ ଉଛେଦ କଲା ଜଳେଶ୍ୱର ମାଇନିଂ ବିଭାଗ । #mahimatv #balasore #jalasore
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ବସ୍ତାରେ ବିଶାଳ ସମାବେଶ,ଯୋଗ ଦେଲେ ହଜାର ହଜାର ସଂଖ୍ୟାରେ କର୍ମୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି,
    1
    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ବସ୍ତାରେ ବିଶାଳ ସମାବେଶ,ଯୋଗ ଦେଲେ ହଜାର ହଜାର ସଂଖ୍ୟାରେ କର୍ମୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି,
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କେନ୍ଦୁଭଦଳୀ, ଆମ୍ବଗଡ଼ିଆ ଓ ଅମାରଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ କେନ୍ଦୁଭଦଳୀ ଗ୍ରାମର ଗୋଲାପ ଦାସ , ଆମ୍ବଗଡ଼ିଆ ଗ୍ରାମର ପ୍ରେମଲତା ମାଝୀ ଓ ଅମାରଗଡ଼ିଆ ଗ୍ରାମର ସାବିତ୍ରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।
    1
    ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କେନ୍ଦୁଭଦଳୀ,  ଆମ୍ବଗଡ଼ିଆ ଓ ଅମାରଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ କେନ୍ଦୁଭଦଳୀ ଗ୍ରାମର ଗୋଲାପ ଦାସ , ଆମ୍ବଗଡ଼ିଆ ଗ୍ରାମର ପ୍ରେମଲତା ମାଝୀ ଓ ଅମାରଗଡ଼ିଆ ଗ୍ରାମର ସାବିତ୍ରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • #BrekingNews ଦ୍ରୁତଗାମୀ ଟ୍ରେନରେ କଟି ଅଜଣା ଯୁବକ ମୃତ୍ୟୁ। ଖନ୍ତାପଡ଼ା ରେଳ ଫାଟକ ନିକଟରେ ଘଟିଛି ଦୁର୍ଘଟଣା।
    1
    #BrekingNews 
ଦ୍ରୁତଗାମୀ ଟ୍ରେନରେ କଟି ଅଜଣା ଯୁବକ  ମୃତ୍ୟୁ। 
ଖନ୍ତାପଡ଼ା ରେଳ ଫାଟକ ନିକଟରେ ଘଟିଛି ଦୁର୍ଘଟଣା।
    user_SMRUTISWARUP MUDULI
    SMRUTISWARUP MUDULI
    Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.