Shuru
Apke Nagar Ki App…
ଅଦିନ ବର୍ଷାରେ ଅମଳ ଧାନ ଗଜା । ଚିନ୍ତାରେ ଗଂଜାମ ଆସିକାର ଭାଗଚାଷୀ । ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ।
Sulekhadiabag
ଅଦିନ ବର୍ଷାରେ ଅମଳ ଧାନ ଗଜା । ଚିନ୍ତାରେ ଗଂଜାମ ଆସିକାର ଭାଗଚାଷୀ । ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ।
More news from Chhatrapur and nearby areas
- #ଫସଲ_ନଷ୍ଟ_ହୋଇଯିବାରୁ_ଆତ୍ମହତ୍ୟା_କଲେ_ଚାଷୀ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଚାଷୀ ଜଣକ ହେଲେ ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ବୋଲି ଜଣାପଡ଼ିଛି । ଅଦିନିଆ ବର୍ଷାରେ ତାଙ୍କର ସବୁ ନଷ୍ଟ ହୋଇଯାଇଥିବାରୁ ପରିବାର ପାଇଁ ବର୍ଷକର ଦାନା ଯୋଗାଡ଼ ଓ ଋଣ ଶୁଝିବା ନେଇ ଚିନ୍ତାରେ ଥିଲେ ବନମାଳୀ ।1
- ଗଞ୍ଜାମ- ଛତ୍ରପୁର ବ୍ଲକର ବରଙ୍ଗରେ ଚାଷୀ ଆତ୍ମହତ୍ୟା ଘଟଣା ମୃତ ଚାଷୀ ପରିବାରକୁ ଭେଟିଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଟିମ ...1
- #ଚାଷୀ_ଆତ୍ମହତ୍ୟା #ଛତ୍ରପୁର_ଯାଉଛି_ବିଜେଡି_ଟିମ୍ ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଭାଗଚାଷୀ ବନମାଳୀ ପେଣ୍ଠେଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ଆଜି ତାଙ୍କ ଗାଁ ବରଙ୍ଗକୁ ଯାଉଛି ବିଜେଡି ଟିମ୍ । କେଉଁ ପରିସ୍ଥିତିରେ ଚାଷୀଜଣକ ଆତ୍ମହତ୍ୟା କରିଛନ୍ତି ତଦନ୍ତ କରିବେ ।1
- ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ ।1
- ଗଞ୍ଜାମ -ଛତ୍ରପୁର ବ୍ଳକର ବରଙ୍ଗ ଗ୍ରାମରେ ଲଗାଣ ବର୍ଷାରେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ଚିନ୍ତାରେ ଚାଷୀର ଆତ୍ମହତ୍ୟା ଘଟଣା ପରେ ପରିବାର ବର୍ଗଙ୍କୁ ସାକ୍ଷାତ କଲେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ..1
- ଅଦିନିଆ ବର୍ଷାର ଦାଉ ସହିନପାରି ଶେଷରେ ଜୀବନ ହାରୁଛନ୍ତି ଚାଷୀ। ଗତ ଦୁଇଦିନ ହେଲା ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀ ମୃତ୍ୟୁର ଖବର ସାମ୍ନାକୁ ଆସିଛି। ଏହାରି ଭିତରେ ଗୁରୁବାର ଛତ୍ରପୁର ବ୍ଲକ ବରଙ୍ଗର ଜଣେ ଭାଗଚାଷୀ ବନମାଳୀ ପେଣ୍ଠେଇଙ୍କ ଆତ୍ମହତ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବରଙ୍ଗ ଗାଁରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଁଚି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି ।1
- ମା କକଂଣ ଦେବୀ ପିଠ। ଭେଟନଈ, ବାଲିପଦର ଗଂଜାମ।1
- Your Festive Look💫1