logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡକାୟତି ହେବାର ଦୁଇ ଦିନ ପରେ ଘଟଣାର ଫର୍ଦାଫାଶ କଲା ଖଡ଼ିଆଳ ପୋଲିସ ନୂଆପଡା ଜିଲ୍ଲା ଖଡ଼ିଆଳ ସହର ପୁତୁପଡା ରେ ଚଳିତ ମାସ ୧୫ ତାରିଖ ଦିନ ପ୍ରତିଷ୍ଠିତ ବ୍ୟବସାୟୀ ପ୍ରବୀଣ ଅଗ୍ରୱାଲ ଙ୍କ ଘରୁ ଚୋରୀ ଘଟଣାର ଫର୍ଦାଫାଶ କରି ଏକ ବଡ଼ ସଫଳତା ପାଇଛି ଖଡ଼ିଆଳ ପୋଲିସ । ଉକ୍ତ ଘଟଣା ରେ ସମ୍ପୃକ୍ତ ଚାରିଜଣ ଡକାୟତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେ ହେଲେ ଖଡ଼ିଆଳ ଥାନା ଅଞ୍ଚଳପୁର ଗାଁଁ ର ଭୋଲେଶ୍ୱର ଠେଲା, ଚୂଡ଼ାମଣୀ କାଣ୍ଡ, ଗଣେଶ ଠେଲା ଓ ହେମନ୍ତ କଟା ବୋଲି ଜଣାପଡିଛି ଏଥିସହ ସେମାନଙ୍କ ଠାରୁ ନଗଦ 37 ଲକ୍ଷ 40 ହଜାର 120 ଟଙ୍କା, ଦଶ ଲକ୍ଷ ଟଙ୍କା ମୂଲ୍ୟର ରୁପା, ସାତ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ଚାରି ଗୋଟି ମୋବାଇଲ ଫୋନ ଏବଂ ଦୁଇଟି ବାଇକ ଜବତ କରିଛି । ସୂଚନା ଯୋଗ୍ୟ ଯେ ଶିବରାତ୍ରୀ ଦିନ ବ୍ୟବସାୟୀ ପ୍ରବୀଣ ଅଗ୍ରୱାଲ ଙ୍କ ସପରିବାର ଶିବରାତ୍ରୀ ପାଳନ କରିବା ପାଇଁ ଡୁଆଝର ଗାଁଁ ନିକଟସ୍ଥ ସୁନ୍ଦର ନଦୀ କୁଳ ରେ ଥିବା ଶିବ ମନ୍ଦିର କୁ ଯାଇଥିବା ବେଳେ ଉକ୍ତ ଦିନ ରାତି ରେ ଉକ୍ତ ଡକାୟତମାନେ ତାଲା ଭାଙ୍ଗି ଟଙ୍କା, ସୁନା ଏବଂ ରୁପା ରେ ଭର୍ତ୍ତି ଥିବା ଟ୍ରେଜେରୀ କୁ ଲୁଟ କରି ନେଇଥିଲେ ଏବଂ ହାତୀବନ୍ଧା ନିକଟସ୍ଥ ସୁନ୍ଉଦନ୍ତି ନଦୀ ରେ ଟ୍ରେଜେରୀ କୁ ଭାଙ୍ଗି ନିଜ ନିଜ ମଧ୍ୟ ରେ ସୁନା, ରୁପା ଏବଂ ଟଙ୍କା କୁ ଭାଗବଣ୍ଟା କରି ନେଇଥିଲେ ।

13 hrs ago
user_BIMAL SINGH DALPATI
BIMAL SINGH DALPATI
ଖରିଆର, ନୂଆପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଘଣ୍ଟେଶ୍ୱରୀ ଜଙ୍ଗଲ ଭିତରେ ମାଁ ବନଦୂର୍ଗା ମନ୍ଦିର: ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ମୁଖ୍ୟ ସମସ୍ୟା  !
    1
    ଘଣ୍ଟେଶ୍ୱରୀ ଜଙ୍ଗଲ ଭିତରେ ମାଁ ବନଦୂର୍ଗା ମନ୍ଦିର: ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ମୁଖ୍ୟ ସମସ୍ୟା  !
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l
    1
    ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l 
ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ବାବା ବିଶେଶ୍ୱର ଙ୍କ ମହାଶିବରାତ୍ରି ର ତୃତୀୟ ସନ୍ଧ୍ୟାରେ ମିକ୍ଚର ରାମଲିଲା।
    1
    କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତାଲକୁନା ବାବା ବିଶେଶ୍ୱର ଙ୍କ ମହାଶିବରାତ୍ରି ର ତୃତୀୟ ସନ୍ଧ୍ୟାରେ ମିକ୍ଚର ରାମଲିଲା।
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • ବ ବ ଗା ନୁ ପ ଦୁ ଫୁ ଲେ ଖେ ଯା ଉଁ ଛୁ କ ହଁ ରୀ 🌹🌹🌹🌹🌹🌹🌹🌹🌹
    1
    ବ ବ ଗା ନୁ ପ ଦୁ ଫୁ ଲେ ଖେ ଯା ଉଁ ଛୁ କ ହଁ ରୀ 🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Balangir, Odisha•
    6 hrs ago
  • ରାଇଘର ବ୍ଲକ କୁନ୍ଦାଇ ପଂଚାୟତ ଅଧିକାରୀ ନିଜ ଅଫିସ ରେ ତାଲା ପକା ଇଲେ ଗ୍ରାମବାସୀ
    1
    ରାଇଘର ବ୍ଲକ କୁନ୍ଦାଇ ପଂଚାୟତ ଅଧିକାରୀ ନିଜ ଅଫିସ ରେ ତାଲା ପକା ଇଲେ ଗ୍ରାମବାସୀ
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    10 hrs ago
  • Post by Surendra Tiwari
    1
    Post by Surendra Tiwari
    user_Surendra Tiwari
    Surendra Tiwari
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    11 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ବେଲଖଣ୍ଡି ରେ ଶିବରାତ୍ରୀ
    1
    ବେଲଖଣ୍ଡି ରେ ଶିବରାତ୍ରୀ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.