logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଇଘର ବ୍ଲକ କୁନ୍ଦାଇ ପଂଚାୟତ ଅଧିକାରୀ ନିଜ ଅଫିସ ରେ ତାଲା ପକା ଇଲେ ଗ୍ରାମବାସୀ

2 hrs ago
user_Jitendra mohanty
Jitendra mohanty
Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
2 hrs ago

ରାଇଘର ବ୍ଲକ କୁନ୍ଦାଇ ପଂଚାୟତ ଅଧିକାରୀ ନିଜ ଅଫିସ ରେ ତାଲା ପକା ଇଲେ ଗ୍ରାମବାସୀ

More news from ଓଡ଼ିଶା and nearby areas
  • ଜୟପୁର ପରିମଳ ପରିଚାଳନା ଟେଣ୍ଡରକୁ ନେଇ ବଡ଼ ନିଷ୍ପତ୍ତି ନିଆ ଯିବା ସୂଚନା ଦେଲେ କାଉନସିଲର ଦେବେନ୍ଦ୍ର ଚୌଧୁରୀ
    1
    ଜୟପୁର ପରିମଳ ପରିଚାଳନା ଟେଣ୍ଡରକୁ ନେଇ ବଡ଼ ନିଷ୍ପତ୍ତି ନିଆ ଯିବା ସୂଚନା ଦେଲେ କାଉନସିଲର ଦେବେନ୍ଦ୍ର ଚୌଧୁରୀ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।
    1
    କଳାହାଣ୍ଡି:  ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ  ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ନୂଆପଡା -୧୮/୦୨ -ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ସଦର ବସ୍ ଷ୍ଟାଣ୍ଡର ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି l ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ l କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ l ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ l ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମ୍ମାନର ଅଧିକାରୀ l ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା l ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ l
    3
    ନୂଆପଡା -୧୮/୦୨ -ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା ସଦର ବସ୍ ଷ୍ଟାଣ୍ଡର ନୂତନ ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ କୁ  ଜଣେ ସାଧାରଣ ଯାତ୍ରୀ, ଗୋବର୍ଦ୍ଧନ ମହାନନ୍ଦ ଉଦ୍ଘାଟନ କରିଛନ୍ତି l ବ୍ୟାଙ୍କ୍ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ମୁଖ୍ୟ ଅତିଥି ଭାବରେ ଏଥିପାଇଁ ନିମନ୍ତ୍ରଣ କରା ଯାଇଥିଲାl ନିର୍ଦ୍ଦିଷ୍ଟ ସମୟରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ l କିନ୍ତୁ ସେ ନିମନ୍ତ୍ରଣ କଲେ ଜଣେ ସାଧାରଣ ଯାତ୍ରୀ ଗୋବର୍ଦ୍ଧନ ମହାନନ୍ଦ, ଧରମ ବନ୍ଧା ଙ୍କୁ ଏହା ଉଦ୍ଘାଟନ ପାଇଁ, ଯିଏକି ନିଜ ଗାଁକୁ ଯିବା ପାଇଁ ବସ୍ ଷ୍ଟାଣ୍ଡ ଆସିଥିଲେ l ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ୍ ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ଲିଙ୍କନ ଦାଶ, ଡି ଟି ଏମ୍ ଆକାଶ ମହାପାତ୍ର, ଆର୍ ଟି ଓ ଶର୍ମିଲା ମହାରଣା ଏବଂ ଆମ ବସ୍ ଷ୍ଟାଣ୍ଡ ପରିଚାଳନା କମିଟିର ସଦସ୍ୟ ଯାଜ୍ଞସେନୀ ମହାପାତ୍ର, ବିଜୟ କୁମାର ରାଉତ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି  ଉପସ୍ଥିତ ଥିଲେ l ଏ ବିଷୟରେ ଜିଲ୍ଲାପାଳ କହିଲେ ଯେ, ଏହା ହେଉଛି ଲୋକମାନଙ୍କ ସରକାର ଏବଂ ପ୍ରଶାସନ l ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ   ସମ୍ମାନର ଅଧିକାରୀ l ଏଣୁ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ମାନଜନକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜଣେ ସାଧାରଣ ଯାତ୍ରୀଙ୍କୁ ଅବସର ଦିଆଗଲା l ଜନ ସାଧାରଣଙ୍କ ସରକାରରେ ସମସ୍ତ ବ୍ୟକ୍ତି ଅସାଧାରଣ  ଏବଂ ଜିଲ୍ଲାର ପ୍ରଗତିରେ ସମସ୍ତଙ୍କ ଯୋଗଦାନ ରହିଛି ବୋଲି ଜିଲ୍ଲାପାଳ କହିଥିଲେ l
    user_Surendra Tiwari
    Surendra Tiwari
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    1 hr ago
  • 'ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନା’ – ଫେବୃଆରୀ ୨୦ରେ ନୂଆପଡାରେ ଅନୁଷ୍ଠିତ ହେବ ‘ରାହାଗିରି’, ଜନ ସାଧାରଣ ସଚେତନ ହେଲେ ଅଭିଯାନ ସଫଳ ହେବ - ଜିଲ୍ଲାପାଳ l
    1
    'ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନା’ – ଫେବୃଆରୀ ୨୦ରେ ନୂଆପଡାରେ ଅନୁଷ୍ଠିତ ହେବ  ‘ରାହାଗିରି’, ଜନ ସାଧାରଣ ସଚେତନ ହେଲେ  ଅଭିଯାନ ସଫଳ ହେବ - ଜିଲ୍ଲାପାଳ l
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    12 hrs ago
  • ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    1
    ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    44 min ago
  • ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁ ର ବିନ୍ଦିଆ ଙ୍କ ବାପା ଙ୍କ ପ୍ରତିକ୍ରିୟା।
    1
    ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁ ର ବିନ୍ଦିଆ ଙ୍କ ବାପା ଙ୍କ ପ୍ରତିକ୍ରିୟା।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • କୋଟପାଡ଼ ନୀଳକଣ୍ଠେଶ୍ୱର ମନ୍ଦିର ନିର୍ମାଣାର୍ଥେ ଆଜ୍ଞାମାଳ #kotpadbreakingnews #kotpad #sivasambhu #nilakantheswar #temple #koraput #Odisha #traditional #divosnal #OdishaNews
    1
    କୋଟପାଡ଼ ନୀଳକଣ୍ଠେଶ୍ୱର ମନ୍ଦିର ନିର୍ମାଣାର୍ଥେ ଆଜ୍ଞାମାଳ #kotpadbreakingnews #kotpad #sivasambhu #nilakantheswar #temple #koraput #Odisha #traditional #divosnal  #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    7 hrs ago
  • କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ସୂଚନା ଦେଲେ ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ବଡ଼ ନିଷ୍ପତି ନିଆଗଲା
    1
    କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ସୂଚନା ଦେଲେ ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ବଡ଼ ନିଷ୍ପତି ନିଆଗଲା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • ନୂଆପଡା -୧୮/୦୨- ନୂଆପଡା ଜିଲ୍ଲାର ସରକାରୀ ହୋମିଓପାଥିକ ଚିକିତ୍ସାଳୟ (ଜିଏଚ୍‌ଡି) ଏବଂ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ (ଜିଏଡି) ଗୁଡ଼ିକର ଉନ୍ନତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଗଣ୍ଡାବାହାଲି ସରକାରୀ ହୋମିଓପାଥିକ ଚିକିତ୍ସାଳୟର ହୋମିଓପାଥିକ ଡାକ୍ତର ବିଦ୍ୟା ଭୂଷଣ ବାରିକ ସମସ୍ତଙ୍କୁ ସ୍ୱାଗତ କରି ଗତ ସମୀକ୍ଷା ବୈଠକର କାର୍ଯ୍ୟାନୁଷ୍ଠାନ ଉପସ୍ଥାପନ କରିଥିଲେ।ସିନାପାଲି ବ୍ଲକ୍‌ ଅଧୀନ ଗଣ୍ଡାବାହାଲି ଜିଏଚ୍‌ଡି, କୋମନା ବ୍ଲକ୍‌ ଅଧୀନ ଡାବ୍ରି ଜିଏଚ୍‌ଡି, ନୂଆପଡା ବ୍ଲକ୍‌ ଅଧୀନ କୁଲିଆବନ୍ଧ ଜିଏଚ୍‌ଡି ଏବଂ ବୋଡେନ ବ୍ଲକ୍‌ ଅଧୀନ ଖଇରା ଜିଏଚ୍‌ଡି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ (ଡିଏଚଏମଓ) ଇନ୍‌ଚାର୍ଜ ଭବାନୀପଟଣା , ଶରତ ଚନ୍ଦ୍ର ସାହୁଙ୍କ ଦ୍ୱାରା ଜମି ବିନିମୟ ସମ୍ବନ୍ଧୀୟ ଫାଇଲଗୁଡ଼ିକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପର୍କିତ ତହସିଲଦାରମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ସେହିପରି, ନୂଆପଡାରେ ନୂତନ ଡିଏଚଏମଓ/ଡିଏଏମଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅଧ୍ୟକ୍ଷାଙ୍କ ନିକଟରେ ଆବେଦନ ଦାଖଲ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲାପାଳ ନୂଆପଡା ତହସିଲଦାରଙ୍କୁ ଡିଏଚଏମଓ ଏବଂ ଡିଏମଓଙ୍କ କାର୍ଯ୍ୟାଳୟ ଓ କର୍ମଚାରୀ ନିବାସ ପାଇଁ ୫୦ ଡେସିମଲ୍‌ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣ୍ଡାବାହାଲି ଜିଏଚ୍‌ଡିରେ ଟେଲିମେଡିସିନ୍‌ ସୁବିଧା ଆରମ୍ଭ ହୋଇଥିବା ସୂଚନା ମଧ୍ୟ ବୈଠକରେ ଦିଆଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜିଏଚ୍‌ଡି ଓ ଜିଏଡି ଗୁଡ଼ିକର ସାମଗ୍ରିକ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ଵର ସେଠୀ, ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ରାଖାଳ ମାଝି, ଡାବ୍ରି ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ସୁନୀତା ସୋରେନ, କୁଲିଆବନ୍ଧ ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ସ୍ୱପ୍ନା ମେହେର, ସିଆଲଟି ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. କଲ୍ୟାଣୀ ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    3
    ନୂଆପଡା -୧୮/୦୨-  ନୂଆପଡା ଜିଲ୍ଲାର ସରକାରୀ ହୋମିଓପାଥିକ ଚିକିତ୍ସାଳୟ (ଜିଏଚ୍‌ଡି) ଏବଂ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ (ଜିଏଡି) ଗୁଡ଼ିକର ଉନ୍ନତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଗଣ୍ଡାବାହାଲି ସରକାରୀ ହୋମିଓପାଥିକ ଚିକିତ୍ସାଳୟର ହୋମିଓପାଥିକ ଡାକ୍ତର ବିଦ୍ୟା ଭୂଷଣ ବାରିକ ସମସ୍ତଙ୍କୁ ସ୍ୱାଗତ କରି ଗତ ସମୀକ୍ଷା ବୈଠକର କାର୍ଯ୍ୟାନୁଷ୍ଠାନ ଉପସ୍ଥାପନ କରିଥିଲେ।ସିନାପାଲି ବ୍ଲକ୍‌ ଅଧୀନ ଗଣ୍ଡାବାହାଲି ଜିଏଚ୍‌ଡି, କୋମନା ବ୍ଲକ୍‌ ଅଧୀନ ଡାବ୍ରି ଜିଏଚ୍‌ଡି, ନୂଆପଡା ବ୍ଲକ୍‌ ଅଧୀନ କୁଲିଆବନ୍ଧ ଜିଏଚ୍‌ଡି ଏବଂ ବୋଡେନ ବ୍ଲକ୍‌ ଅଧୀନ ଖଇରା ଜିଏଚ୍‌ଡି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। 
ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ (ଡିଏଚଏମଓ) ଇନ୍‌ଚାର୍ଜ ଭବାନୀପଟଣା , ଶରତ ଚନ୍ଦ୍ର ସାହୁଙ୍କ ଦ୍ୱାରା ଜମି ବିନିମୟ ସମ୍ବନ୍ଧୀୟ ଫାଇଲଗୁଡ଼ିକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପର୍କିତ ତହସିଲଦାରମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। 
ସେହିପରି, ନୂଆପଡାରେ ନୂତନ ଡିଏଚଏମଓ/ଡିଏଏମଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅଧ୍ୟକ୍ଷାଙ୍କ ନିକଟରେ ଆବେଦନ ଦାଖଲ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲାପାଳ ନୂଆପଡା ତହସିଲଦାରଙ୍କୁ ଡିଏଚଏମଓ ଏବଂ ଡିଏମଓଙ୍କ କାର୍ଯ୍ୟାଳୟ ଓ କର୍ମଚାରୀ ନିବାସ ପାଇଁ ୫୦ ଡେସିମଲ୍‌ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣ୍ଡାବାହାଲି ଜିଏଚ୍‌ଡିରେ ଟେଲିମେଡିସିନ୍‌ ସୁବିଧା ଆରମ୍ଭ ହୋଇଥିବା ସୂଚନା ମଧ୍ୟ ବୈଠକରେ ଦିଆଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜିଏଚ୍‌ଡି ଓ ଜିଏଡି ଗୁଡ଼ିକର ସାମଗ୍ରିକ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। 
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ଵର ସେଠୀ, ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ରାଖାଳ ମାଝି, ଡାବ୍ରି ହୋମିଓପାଥିକ ଚିକିତ୍ସା ଅଧିକାରୀ  ଡା. ସୁନୀତା ସୋରେନ, କୁଲିଆବନ୍ଧ ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. ସ୍ୱପ୍ନା ମେହେର, ସିଆଲଟି ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା. କଲ୍ୟାଣୀ ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    user_Surendra Tiwari
    Surendra Tiwari
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.