Shuru
Apke Nagar Ki App…
ତୁନପାର ପଞ୍ଚାୟତ ର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।
KADAMBINI

More news from ଓଡ଼ିଶା and nearby areas
- ଲକ୍ଷ୍ମୀପୁର ବ୍ଲକର ତୁନପାର ପଞ୍ଚାୟତର ମାଳିଗାଁ ଠାରେ ଦେଖା ଦେଇଛି ପାନୀୟ ଜଳର ସମସ୍ୟା। ଗ୍ରାମରେ ୧୫ ଘର ପରିବାର ବସ ବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ଧାନ ଜମିରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ମହିଳା ମାନେ କହିଛନ୍ତି। ଏନେଇ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ ହୋଛି। ଆଗକୁ ଆସୁଛି ଖରାଦିନ।ଗ୍ରାମବାସୀ ଜଳ କଷ୍ଟ ଭୋଗିବା ପୂର୍ବରୁ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବ ଜରୁରୀ ହୋଇ ପଡିଛି।1
- Post by HABIL DONGRI1
- ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଧୁମଧାମରେ ମାଲକାନଗିରି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମାଛଚାଷୀ, ପଶୁପାଳକ ଓ ସ୍ୱୟଂସାହାୟ୍ୟ ଗୋଷ୍ଠୀଙ୍କ ସକ୍ରିୟ ଭାଗୀଦାରି ଦେଖିବାକୁ ମିଳିଥିଲା।1
- Post by ଓମ୍ ସାଇ ରାମ୍1
- କୋଟପାଡ଼ : ନୀଳକଣ୍ଠେଶ୍ଵର ଶୈବପୀଠ ରୂପାନ୍ତିକରଣ ପାଇଁ ମିଳିଲା ଆଂଜ୍ଞାମାଳ1
- ତିନି ଥର ଅଭିଯୋଗ ଦେଲା ପରେ ବି ସମାଧାନ ହୋଇ ପାରିନି ଧାନ କିଣା ସମସ୍ୟା1
- କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।1
- ଜୟପୁର ପରିମଳ ପରିଚାଳନା ଟେଣ୍ଡରକୁ ନେଇ ବଡ଼ ନିଷ୍ପତ୍ତି ନିଆ ଯିବା ସୂଚନା ଦେଲେ କାଉନସିଲର ଦେବେନ୍ଦ୍ର ଚୌଧୁରୀ1