Shuru
Apke Nagar Ki App…
ଓମ୍ ସାଇ ରାମ୍
- ଓମ୍ ସାଇ ରାମ୍Nabarangpur, Odishaom Sai Ram1 hr ago
More news from Odisha and nearby areas
- Post by ଓମ୍ ସାଇ ରାମ୍1
- ବନ ବିଭାଗ ତରଫରୁ ଜୟପୁରରେ ପ୍ରେସମିଟ୍ #Deshduniyakhabar24 #jeypore #saveforest1
- ଜୟପୁର ପରିମଳ ପରିଚାଳନା ଟେଣ୍ଡରକୁ ନେଇ ବଡ଼ ନିଷ୍ପତ୍ତି ନିଆ ଯିବା ସୂଚନା ଦେଲେ କାଉନସିଲର ଦେବେନ୍ଦ୍ର ଚୌଧୁରୀ1
- Post by HABIL DONGRI1
- କାହିଁକି ଆଇରନ ଓ ଫୋଲିକ୍ ଏସିଡ ବଟିକା। ବାଣ୍ଟିଲେ ନାହିଁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ । ଅବ୍ୟବସ୍ଥା ଘେରରେ ବୁଡ଼ି ରହିଛି ଜୟପାଟଣା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସରକାର କିଶୋରୀ ବାଳିକା ଙ୍କୁ ଆଇରନ ଓ ଫୋଲିକ୍ ଏସିଡ ବଟିକା ଦିଆଯାଉଥିବା ବେଳେ ଜୟପାଟଣା ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟଳୟରେ ପଡ଼ି ରହିଛି ଆଇରନ ଓ ଫୋଲିକ୍ ଏସିଡ ବଟିକା। ଅବଧି ତାରିଖ ସରିଯାଇଛି ହେଲେ ପେଟି ପେଟି ଫୋଲିକ ଏସିଡ ବଟିକା ବାଣ୍ଟିଲେ ନାହିଁ କାହିଁକି । କଣ ରହିଛି ଭିତିରିଆ ରହସ୍ୟ ? ଏହି ବିଷୟରେ ଗଣ ପ୍ରତିନିଧି ବିଭାଗୀୟ ଅଧିକାରୀ ସିଡିପିଓଙ୍କୁ ପଚାରିବାରୁ ସିଧା ସଳଖ ମନାକରି ଦେଇଥିଲେ। ଏବଂ ମୁଁ ନୂଆ ଆସିଛି ଏହି ସବୁ ଆଗରୁ ଥିଲା ବୋଲି ସୂଚନା ଦେଇଥିଲେ । ଶିଶୁ ଏବଂ ମାଁ ମାନଙ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି ସତ ,କିନ୍ତୁ ତାହା ବାଟ ବଣା ହେଉଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଭିତରେ ଦେଖିବାକୁ ମିଳିଛି କାଗଜ କାଟନ୍ ବାକ୍ସରେ ପଡ଼ିରହିଛି ଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଜି ବଟିକା , ଯାହାର ଉତ୍ପାଦନ ତାରିଖ ୦୮/୨୦୨୩ ଥିବା ବେଳେ ଅବଧି ତାରିଖ ୦୭/୨୦୨୫ ରେ ଶେଷ ହୋଇଯାଇଛି। କଣ ତ୍ରୁଟି ରହିଥିଲା ଯାହା ଫଳରେ କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଗଲା ନାହିଁ । କେତେ ଜଣଙ୍କ ପାଇଁ କେତେ ପରିମାଣରେ ଏହିଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଯୋଗାଇ ଦିଆଯାଉଛି ? କାହିଁକି ଏତେ ପରିମାଣର ଔଷଧ ଦିଆଗଲା ନାହିଁ । ତାହା ପ୍ରଶ୍ନବାଚୀ ଉଠିଛି । କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ4
- ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।1
- ହାତୀ ର ଉତ୍ପାତ1
- କୋଟପାଡ଼ ନୀଳକଣ୍ଠେଶ୍ୱର ମନ୍ଦିର ନିର୍ମାଣାର୍ଥେ ଆଜ୍ଞାମାଳ #kotpadbreakingnews #kotpad #sivasambhu #nilakantheswar #temple #koraput #Odisha #traditional #divosnal #OdishaNews1