Shuru
Apke Nagar Ki App…
କୋଟପାଡ଼ ନୀଳକଣ୍ଠେଶ୍ୱର ମନ୍ଦିର ନିର୍ମାଣାର୍ଥେ ଆଜ୍ଞାମାଳ #kotpadbreakingnews #kotpad #sivasambhu #nilakantheswar #temple #koraput #Odisha #traditional #divosnal #OdishaNews
Kopad Breaking News
କୋଟପାଡ଼ ନୀଳକଣ୍ଠେଶ୍ୱର ମନ୍ଦିର ନିର୍ମାଣାର୍ଥେ ଆଜ୍ଞାମାଳ #kotpadbreakingnews #kotpad #sivasambhu #nilakantheswar #temple #koraput #Odisha #traditional #divosnal #OdishaNews
More news from ଓଡ଼ିଶା and nearby areas
- ବନ ବିଭାଗ ତରଫରୁ ଜୟପୁରରେ ପ୍ରେସମିଟ୍ #Deshduniyakhabar24 #jeypore #saveforest1
- Post by ଓମ୍ ସାଇ ରାମ୍1
- କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ସୂଚନା ଦେଲେ ଜୟପୁର ପୌର ପରିଷଦର ସତନ୍ତ୍ର ବୈଠକରେ ବଡ଼ ନିଷ୍ପତି ନିଆଗଲା1
- Post by HABIL DONGRI1
- ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।1
- କାହିଁକି ଆଇରନ ଓ ଫୋଲିକ୍ ଏସିଡ ବଟିକା। ବାଣ୍ଟିଲେ ନାହିଁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ । ଅବ୍ୟବସ୍ଥା ଘେରରେ ବୁଡ଼ି ରହିଛି ଜୟପାଟଣା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସରକାର କିଶୋରୀ ବାଳିକା ଙ୍କୁ ଆଇରନ ଓ ଫୋଲିକ୍ ଏସିଡ ବଟିକା ଦିଆଯାଉଥିବା ବେଳେ ଜୟପାଟଣା ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟଳୟରେ ପଡ଼ି ରହିଛି ଆଇରନ ଓ ଫୋଲିକ୍ ଏସିଡ ବଟିକା। ଅବଧି ତାରିଖ ସରିଯାଇଛି ହେଲେ ପେଟି ପେଟି ଫୋଲିକ ଏସିଡ ବଟିକା ବାଣ୍ଟିଲେ ନାହିଁ କାହିଁକି । କଣ ରହିଛି ଭିତିରିଆ ରହସ୍ୟ ? ଏହି ବିଷୟରେ ଗଣ ପ୍ରତିନିଧି ବିଭାଗୀୟ ଅଧିକାରୀ ସିଡିପିଓଙ୍କୁ ପଚାରିବାରୁ ସିଧା ସଳଖ ମନାକରି ଦେଇଥିଲେ। ଏବଂ ମୁଁ ନୂଆ ଆସିଛି ଏହି ସବୁ ଆଗରୁ ଥିଲା ବୋଲି ସୂଚନା ଦେଇଥିଲେ । ଶିଶୁ ଏବଂ ମାଁ ମାନଙ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି ସତ ,କିନ୍ତୁ ତାହା ବାଟ ବଣା ହେଉଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଭିତରେ ଦେଖିବାକୁ ମିଳିଛି କାଗଜ କାଟନ୍ ବାକ୍ସରେ ପଡ଼ିରହିଛି ଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଜି ବଟିକା , ଯାହାର ଉତ୍ପାଦନ ତାରିଖ ୦୮/୨୦୨୩ ଥିବା ବେଳେ ଅବଧି ତାରିଖ ୦୭/୨୦୨୫ ରେ ଶେଷ ହୋଇଯାଇଛି। କଣ ତ୍ରୁଟି ରହିଥିଲା ଯାହା ଫଳରେ କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଗଲା ନାହିଁ । କେତେ ଜଣଙ୍କ ପାଇଁ କେତେ ପରିମାଣରେ ଏହିଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଯୋଗାଇ ଦିଆଯାଉଛି ? କାହିଁକି ଏତେ ପରିମାଣର ଔଷଧ ଦିଆଗଲା ନାହିଁ । ତାହା ପ୍ରଶ୍ନବାଚୀ ଉଠିଛି । କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ4
- ହାତୀ ର ଉତ୍ପାତ1
- କୋଟପାଡ଼ ନୀଳକଣ୍ଠେଶ୍ୱର ମନ୍ଦିର ନିର୍ମାଣାର୍ଥେ ଆଜ୍ଞାମାଳ #kotpadbreakingnews #kotpad #sivasambhu #nilakantheswar #temple #koraput #Odisha #traditional #divosnal #OdishaNews1