Shuru
Apke Nagar Ki App…
ନୂତନ ଥାନା ଅଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସାମ୍ବାଦିକ ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।
Manas Ranjan Kar

More news from ଓଡ଼ିଶା and nearby areas
- ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।1
- ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ହେବାର ଆବଶ୍ୟକ ରହିଛି ଜୟପୁର ବନଖଣ୍ଡ ଅଧିକାରୀ, ଶୁଭେନ୍ଧୁ କୁମାର ବେହେରା l1
- Post by HABIL DONGRI1
- ହାତୀ ର ଉତ୍ପାତ1
- Post by ଓମ୍ ସାଇ ରାମ୍1
- bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ1
- #ଏମିତି_ଉଦ୍ଧାର_ହେଲା_ଯବାନଙ୍କ_ମୃତ_ଦେହ 40 ଘଣ୍ଟା ଧରି କୋଟପାଡ଼ ଅଗ୍ନୀସମ ବିଭାଗ,ଓଡ୍ରାଫ ଟିମ୍,ଛତିଶଗଡ଼ର NDRF, SDRF ଟିମ୍ ର ସନ୍ଧାନ ପରେ ଜଳପ୍ରପାତରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ #KotpadBreakingnews #Gulmi #kotpad #missing #CISF #CISFSI #bodyrecovery #Koraput #Odisha #OdishaNews1
- ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ମାମଲାରେ ଜୟପୁରରେ ଚର୍ଚ୍ଚା ଜୋରଦାର ହୋଉଛି। ଜୟପୁର ଘରୋଇ ବସ ମାଲିକ ସଂଘର ସମ୍ପାଦକ ନରେନ୍ଦ୍ର ମହାନ୍ତି ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ସାମ୍ନାକୁ ଆସିଛି! ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ଘଟଣା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚଞ୍ଚଳତା ସୃଷ୍ଟି କରିଛି।1