logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

bandlamera village bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ

5 hrs ago
user_Nambrata
Nambrata
Rayagada, Odisha•
5 hrs ago

bandlamera village bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ

More news from Odisha and nearby areas
  • bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ
    1
    bandlamera ଗ୍ରାମର କୁକୁଡ଼ା ଧରା 
ଭୋଜି  ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ
    user_Nambrata
    Nambrata
    Rayagada, Odisha•
    5 hrs ago
  • ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ଇନ୍ଦ୍ର ପାଞ୍ଜିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରେ ଥିବା କିଛି ହାତ ଗଣତି ଲୋକ ଯୋଗ ଦେଇଥିବା ବେଳେ ଅଧିକାଂଶ ପାନୀୟ ଜଳ, ରାସ୍ତା ନିର୍ମାଣ,ଅଙ୍ଗନବାଡି କେନ୍ଦ୍ର ମରାମତି,ପଞ୍ଚାୟତ ରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ରେ ପାନୀୟ ଜଳ ର ସମସ୍ୟା ଥିବା ଓ କିଛି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାକୁ ନେଇ ଅଭିଯୋଗ ହୋଇଥିଲା।ଲକ୍ଷ୍ମୀପୁର ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା ଉପସ୍ଥିତ ରହି ପଞ୍ଚାୟତ ରେ ଲାଗି ରହିଥିବା ପ୍ରତ୍ୟେକ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ
    1
    ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ଇନ୍ଦ୍ର ପାଞ୍ଜିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରେ ଥିବା କିଛି ହାତ ଗଣତି ଲୋକ ଯୋଗ ଦେଇଥିବା ବେଳେ ଅଧିକାଂଶ ପାନୀୟ ଜଳ, ରାସ୍ତା ନିର୍ମାଣ,ଅଙ୍ଗନବାଡି କେନ୍ଦ୍ର ମରାମତି,ପଞ୍ଚାୟତ ରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ରେ ପାନୀୟ ଜଳ ର ସମସ୍ୟା ଥିବା ଓ କିଛି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାକୁ ନେଇ ଅଭିଯୋଗ ହୋଇଥିଲା।ଲକ୍ଷ୍ମୀପୁର ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା ଉପସ୍ଥିତ ରହି ପଞ୍ଚାୟତ ରେ ଲାଗି ରହିଥିବା ପ୍ରତ୍ୟେକ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    19 hrs ago
  • ପଦ୍ମମପୁର
    1
    ପଦ୍ମମପୁର
    user_Semajagrnga
    Semajagrnga
    ପଦ୍ମପୁର, ରାୟଗଡା, ଓଡ଼ିଶା•
    5 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    22 hrs ago
  • ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି କାଶୀନଗର ପଞ୍ଚାୟତ ସମିତିର ସମୁଦାୟ ମୋଟ-୬୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୩୭ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା -୨୮ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୧୬ଜଣଙ୍କୁ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ୍ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକ,ତହସିଲଦାର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
    1
    ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଗଜପତି ଜିଲ୍ଲା କାଶୀନଗର ବ୍ଲକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ  ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି  । ଏହି ଅଭିଯୋଗ ଶୁଣାଣିରେ ଗଜପତି  ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି  କାଶୀନଗର ପଞ୍ଚାୟତ ସମିତିର  ସମୁଦାୟ ମୋଟ-୬୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୩୭ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା -୨୮ଗୋଟି ଅଭିଯୋଗ ଆସିଥିଲା ।  ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ  କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ  ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୧୬ଜଣଙ୍କୁ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ୍ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ  ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ  ଅଭିଯୋଗ ଆସିଥିଲା । 
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକ,ତହସିଲଦାର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
    user_GUMMA UPDATE NEWS
    GUMMA UPDATE NEWS
    ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•
    21 hrs ago
  • ଜିଲ୍ଲା କଳାହାଣ୍ଡି ବ୍ଳକ ଥୁଆମୂଳ ରାମପୁର ପଞ୍ଚାୟତ କେରପାଇ ର ଦେଖନ୍ତୁ
    1
    ଜିଲ୍ଲା କଳାହାଣ୍ଡି ବ୍ଳକ ଥୁଆମୂଳ ରାମପୁର ପଞ୍ଚାୟତ କେରପାଇ ର ଦେଖନ୍ତୁ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    23 hrs ago
  • ଲୋକକଥା -୧ ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା। ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ। (ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି) ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।
    1
    ଲୋକକଥା -୧ 
ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା।
ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ।
(ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି)
ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    8 hrs ago
  • କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଚୁଚୁକଣା ଗ୍ରାମରେ ଶିବରାତ୍ର ଉପଲକ୍ଷେ ଦେସୀଆ ନାଟକ ଚାଲୁଥିବା ସମୟରେ ବଡ଼ ଚେକା ଗ୍ରାମ ର ଅରଂଜି ମେଲେକା ଓ କେସ୍କାପାଡ଼ି ଗ୍ରାମର ହେକେନା କୁଲେସିକା ଙ୍କ ମଧ୍ୟରେ କୌଣସି ଏକ କାରଣରୁ ଏକ ବଚସା ହୋଇଥିଲା।ଏଥିରେ କେସ୍କାପାଡ଼ି ଗ୍ରାମର ହେକେନା କୁଲେସିକା ଉତ୍ୟକ୍ତ ହୋଇ ଅରଞ୍ଜି ମେଲେକାଙ୍କ ତଣ୍ଟି ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା।
    1
    କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଚୁଚୁକଣା ଗ୍ରାମରେ ଶିବରାତ୍ର ଉପଲକ୍ଷେ ଦେସୀଆ ନାଟକ ଚାଲୁଥିବା ସମୟରେ ବଡ଼ ଚେକା ଗ୍ରାମ ର ଅରଂଜି ମେଲେକା ଓ କେସ୍କାପାଡ଼ି ଗ୍ରାମର ହେକେନା କୁଲେସିକା ଙ୍କ ମଧ୍ୟରେ କୌଣସି ଏକ କାରଣରୁ ଏକ ବଚସା ହୋଇଥିଲା।ଏଥିରେ କେସ୍କାପାଡ଼ି ଗ୍ରାମର ହେକେନା କୁଲେସିକା ଉତ୍ୟକ୍ତ ହୋଇ ଅରଞ୍ଜି ମେଲେକାଙ୍କ ତଣ୍ଟି ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.