Shuru
Apke Nagar Ki App…
ପଦ୍ମମପୁର
Semajagrnga
ପଦ୍ମମପୁର
More news from ଓଡ଼ିଶା and nearby areas
- ପଦ୍ମମପୁର1
- ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା,ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି କାଶୀନଗର ପଞ୍ଚାୟତ ସମିତିର ସମୁଦାୟ ମୋଟ-୬୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୩୭ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା -୨୮ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୧୬ଜଣଙ୍କୁ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ୍ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକ,ତହସିଲଦାର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।1
- bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ1
- Mahendra giri maha Shivaratri 2026.1
- ମୋହନା ଥାନା ଲାଦ୍ରୁମା ନିକଟରେ ବାଇକ କୁ ପଛ ପଟୁ ଧକା ଦେଲା ବାଇକ ଯାହା ଦ୍ୱାରା ଜଣେ ଗୁରୁତର ଦୁଇ ଆହାତ ଅବସ୍ଥା ରେ ମୋହନା ମେଡିକାଲ ରେ ଭର୍ତ୍ତୀ ଗୁରୁତର ହେଲେ କିରାମା ଅଂଚଳ ରେ ଦୁଇ ଆହାତ ଓ ଗୁରୁତର ଅନ୍ୟ ଆହାତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବଡ଼ଗାଡ ଅଂଚଳ ର ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି1
- ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ଇନ୍ଦ୍ର ପାଞ୍ଜିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରେ ଥିବା କିଛି ହାତ ଗଣତି ଲୋକ ଯୋଗ ଦେଇଥିବା ବେଳେ ଅଧିକାଂଶ ପାନୀୟ ଜଳ, ରାସ୍ତା ନିର୍ମାଣ,ଅଙ୍ଗନବାଡି କେନ୍ଦ୍ର ମରାମତି,ପଞ୍ଚାୟତ ରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ରେ ପାନୀୟ ଜଳ ର ସମସ୍ୟା ଥିବା ଓ କିଛି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାକୁ ନେଇ ଅଭିଯୋଗ ହୋଇଥିଲା।ଲକ୍ଷ୍ମୀପୁର ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା ଉପସ୍ଥିତ ରହି ପଞ୍ଚାୟତ ରେ ଲାଗି ରହିଥିବା ପ୍ରତ୍ୟେକ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ1
- ଗାଁ ଗାଁ ରେ ବିକ୍ରି ହେଉଛି ମଦ କିଏ ଯୋଗାଉଛି ମଦକୁ ରାଜ୍ୟ ବାସିଙ୍କୁ ରକ୍ଷାକିଏକରିବ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Debarj Bhuyan1