logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ। ସମ୍ବଲପୁରୀ ଲୋକାନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ।। ।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ।। ସମଡ଼ା ଜଗନ୍ନାଥ ମନ୍ଦିର ପଡ଼ିଆ ସ୍ଥିତ ରତ୍ନମଣ୍ଡପ ଠାରେ ୨୨ ତମ ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ଉଦଘାଟିତ ହୋଇଯାଇଛି । ବେଲପାହାଡ଼ ସମଲେଇ ମନ୍ଦିରରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରତ୍ନମଣ୍ଡପରେ ପହଞ୍ଚିଥିଲା । ଏହା ପରେ ରତ୍ନମଣ୍ଡପ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ୪୦ ରୁ ଅଧ‌ିକ କବି ଓ କବୟିତ୍ରୀ ସ୍ଵରଚିତ କବିତା ପଠନ କରିଥିଲେ। ସନ୍ଧ୍ୟା ସମୟରେ ମଞ୍ଚାସୀନ ଅତିଥ୍ ଉତ୍ସବ ‘ମଚାନ’ ଏବଂ ଗ୍ରାମଶ୍ରୀ ମେଳା ଉଦଘାଟନ କରିଥିଲେ। ଉତ୍ସବ ପାଇଁ ବେଲପାହାଡ଼ ସହର ଉତ୍ସବମୁଖର ହୋଇଉଠିଛି। ବିଜେପି ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ଲଖନପୁର ସରପଞ୍ଚ ଆରତୀ ପଧାନ, ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତ, ଡା. ସୁଶାନ୍ତ ଜଗଦଲା, କୈଳାଶ ନାଏକ, ବିକାଶ ଅଗ୍ରୱାଲ, ଆୟୋଜକ କମିଟି ସଭାପତି ରାଜେଶ ଭୋଇ, ଉପଦେଷ୍ଟା ପ୍ରମୋଦ ସେନାପତି ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରାଜେଶ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାସ୍କର ପଟେଲ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୃଷ୍ଟପୋଷାକ ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି । ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟାମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । #ବେଲପାହାଡ଼ଉଚ୍ଛବ2026 #belpaharuchhab2026 #ମଚାନ #PalishreeMela #belpahar #Machaan #followerseveryone #highlightseveryonefollowers #explorepage

11 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
11 hrs ago

।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ। ସମ୍ବଲପୁରୀ ଲୋକାନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ।। ।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ।। ସମଡ଼ା ଜଗନ୍ନାଥ ମନ୍ଦିର ପଡ଼ିଆ ସ୍ଥିତ ରତ୍ନମଣ୍ଡପ ଠାରେ ୨୨ ତମ ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ଉଦଘାଟିତ ହୋଇଯାଇଛି । ବେଲପାହାଡ଼ ସମଲେଇ ମନ୍ଦିରରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରତ୍ନମଣ୍ଡପରେ ପହଞ୍ଚିଥିଲା । ଏହା ପରେ ରତ୍ନମଣ୍ଡପ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ୪୦ ରୁ ଅଧ‌ିକ କବି ଓ କବୟିତ୍ରୀ ସ୍ଵରଚିତ କବିତା ପଠନ କରିଥିଲେ। ସନ୍ଧ୍ୟା ସମୟରେ ମଞ୍ଚାସୀନ ଅତିଥ୍ ଉତ୍ସବ ‘ମଚାନ’ ଏବଂ ଗ୍ରାମଶ୍ରୀ ମେଳା ଉଦଘାଟନ କରିଥିଲେ। ଉତ୍ସବ ପାଇଁ ବେଲପାହାଡ଼ ସହର ଉତ୍ସବମୁଖର ହୋଇଉଠିଛି। ବିଜେପି ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ଲଖନପୁର ସରପଞ୍ଚ ଆରତୀ ପଧାନ, ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତ, ଡା. ସୁଶାନ୍ତ ଜଗଦଲା, କୈଳାଶ ନାଏକ, ବିକାଶ ଅଗ୍ରୱାଲ, ଆୟୋଜକ କମିଟି ସଭାପତି ରାଜେଶ ଭୋଇ, ଉପଦେଷ୍ଟା ପ୍ରମୋଦ ସେନାପତି ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରାଜେଶ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାସ୍କର ପଟେଲ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୃଷ୍ଟପୋଷାକ ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି । ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟାମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । #ବେଲପାହାଡ଼ଉଚ୍ଛବ2026 #belpaharuchhab2026 #ମଚାନ #PalishreeMela #belpahar #Machaan #followerseveryone #highlightseveryonefollowers #explorepage

More news from Sambalpur and nearby areas
  • #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd
    1
    #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।
    1
    ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ଜବତ କଫ ସିରପକୁ ନେଇ ଏସପିଙ୍କ ପ୍ରତିକ୍ରିୟା ସୁବର୍ଣ୍ଣପୁର: ଏକ ଘରୋଇ ବସରୁ ୧୫ ଶହ ବୋତଲ କଫସିରପ ଜବତ କରିଛି ରାମପୁର ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ମହିଳା ମହାବିଦ୍ୟାଳୟ ଠାରେ ତିନିଜଣ ଯୁବକ ଏକ ଘରୋଇ ବସରେ ୧୫ ସହ ବୋତଲ କଫସିରପ ନେଇ ଆସୁଥିବା ସମୟରେ ମାଡି ବସିଲା ରାମପୁର ପୋଲିସ। କଟକରୁ ଡୁଙ୍ଗୁରିପାଲି ଘରୋଇ ବସରେ ତିନିଜଣ ଯୁବକ ୧୫୦୦ ବୋତଲ କଫସିରପ ନେଇ ଯାଉଥିବା ପୋଲିସ ଖବର ପାଇଥିଲା। ରାମପୁର ପୋଲିସ ବସକୁ ଅଟକାଇ ଯାଞ୍ଚ ପରେ ୧୦ଟି ପେଟିରେ ୧୫ ଶହ ବୋତଲ କଫ ସିରପ ଥିବା ଜଣାପଡ଼ିଥିଲା।
    1
    ଜବତ କଫ ସିରପକୁ ନେଇ ଏସପିଙ୍କ ପ୍ରତିକ୍ରିୟା
ସୁବର୍ଣ୍ଣପୁର: ଏକ ଘରୋଇ ବସରୁ ୧୫ ଶହ ବୋତଲ କଫସିରପ ଜବତ କରିଛି ରାମପୁର ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ମହିଳା ମହାବିଦ୍ୟାଳୟ ଠାରେ ତିନିଜଣ ଯୁବକ ଏକ ଘରୋଇ ବସରେ ୧୫ ସହ ବୋତଲ କଫସିରପ ନେଇ ଆସୁଥିବା ସମୟରେ ମାଡି ବସିଲା ରାମପୁର ପୋଲିସ।  କଟକରୁ ଡୁଙ୍ଗୁରିପାଲି ଘରୋଇ ବସରେ ତିନିଜଣ ଯୁବକ ୧୫୦୦ ବୋତଲ କଫସିରପ ନେଇ ଯାଉଥିବା ପୋଲିସ ଖବର ପାଇଥିଲା। ରାମପୁର ପୋଲିସ ବସକୁ ଅଟକାଇ ଯାଞ୍ଚ ପରେ ୧୦ଟି ପେଟିରେ ୧୫ ଶହ ବୋତଲ କଫ ସିରପ ଥିବା ଜଣାପଡ଼ିଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ସାହାଯ୍ୟ କରନ୍ତୁ । ଦେବଗଡ଼ ତା ୨୪.୦୩.୨୦୨୬ ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ଦ୍ୱାରା ଭୋଟର ସଂଶୋଧନ କରାଯିବ ବିଶେଷ କରି ଭାରତ ସମ୍ବିଧାନ ଅନୁଚ୍ଛେଦ ୩୨୪ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ର ଧାରା ୨୧ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପ୍ରକ୍ରିୟା ସମୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରି (ERO) ସୁନିଶ୍ଚିତ କରିବେ।ଯେପରି କୌଣସି ଯୋଗ୍ୟ ନାଗରିକ ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ବୋଲି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରି ତଥା ଉପଜିଲ୍ଲାପାଳ ପରିକ୍ଷିତ ସାହୁ ସାମ୍ୱାଦିକ ସମ୍ମିଳନୀରେ ପରିପ୍ରକାଶ କରିଛନ୍ତି।
    1
    ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ସାହାଯ୍ୟ କରନ୍ତୁ ।
ଦେବଗଡ଼ ତା ୨୪.୦୩.୨୦୨୬
ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ଦ୍ୱାରା  ଭୋଟର ସଂଶୋଧନ କରାଯିବ ବିଶେଷ କରି ଭାରତ ସମ୍ବିଧାନ ଅନୁଚ୍ଛେଦ ୩୨୪ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ର ଧାରା ୨୧ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପ୍ରକ୍ରିୟା ସମୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରି (ERO) ସୁନିଶ୍ଚିତ କରିବେ।ଯେପରି କୌଣସି ଯୋଗ୍ୟ ନାଗରିକ ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ବୋଲି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରି ତଥା ଉପଜିଲ୍ଲାପାଳ ପରିକ୍ଷିତ ସାହୁ ସାମ୍ୱାଦିକ ସମ୍ମିଳନୀରେ ପରିପ୍ରକାଶ କରିଛନ୍ତି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    1 hr ago
  • ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଅଧିନସ୍ଥ ମାଇ ଭାରତ ବୌଦ୍ଧ ତରଫରୁ ବୌଦ୍ଧ ଗୌଡ଼ଦେଇ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶହିଦ ଦିବସ ପାଲିତ ହୋଇଯାଇଛି।
    1
    ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଅଧିନସ୍ଥ ମାଇ ଭାରତ ବୌଦ୍ଧ ତରଫରୁ ବୌଦ୍ଧ ଗୌଡ଼ଦେଇ ସ୍ଥିତ  ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶହିଦ ଦିବସ ପାଲିତ ହୋଇଯାଇଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ।। ସମଡ଼ା ଜଗନ୍ନାଥ ମନ୍ଦିର ପଡ଼ିଆ ସ୍ଥିତ ରତ୍ନମଣ୍ଡପ ଠାରେ ୨୨ ତମ ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ଉଦଘାଟିତ ହୋଇଯାଇଛି । ବେଲପାହାଡ଼ ସମଲେଇ ମନ୍ଦିରରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରତ୍ନମଣ୍ଡପରେ ପହଞ୍ଚିଥିଲା । ଏହା ପରେ ରତ୍ନମଣ୍ଡପ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ୪୦ ରୁ ଅଧ‌ିକ କବି ଓ କବୟିତ୍ରୀ ସ୍ଵରଚିତ କବିତା ପଠନ କରିଥିଲେ। ସନ୍ଧ୍ୟା ସମୟରେ ମଞ୍ଚାସୀନ ଅତିଥ୍ ଉତ୍ସବ ‘ମଚାନ’ ଏବଂ ଗ୍ରାମଶ୍ରୀ ମେଳା ଉଦଘାଟନ କରିଥିଲେ। ଉତ୍ସବ ପାଇଁ ବେଲପାହାଡ଼ ସହର ଉତ୍ସବମୁଖର ହୋଇଉଠିଛି। ବିଜେପି ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ଲଖନପୁର ସରପଞ୍ଚ ଆରତୀ ପଧାନ, ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତ, ଡା. ସୁଶାନ୍ତ ଜଗଦଲା, କୈଳାଶ ନାଏକ, ବିକାଶ ଅଗ୍ରୱାଲ, ଆୟୋଜକ କମିଟି ସଭାପତି ରାଜେଶ ଭୋଇ, ଉପଦେଷ୍ଟା ପ୍ରମୋଦ ସେନାପତି ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରାଜେଶ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାସ୍କର ପଟେଲ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୃଷ୍ଟପୋଷାକ ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି । ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟାମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । #ବେଲପାହାଡ଼ଉଚ୍ଛବ2026 #belpaharuchhab2026 #ମଚାନ #PalishreeMela #belpahar #Machaan #followerseveryone #highlightseveryonefollowers #explorepage
    1
    ।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ।।
ସମଡ଼ା ଜଗନ୍ନାଥ ମନ୍ଦିର ପଡ଼ିଆ ସ୍ଥିତ ରତ୍ନମଣ୍ଡପ ଠାରେ ୨୨ ତମ ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ଉଦଘାଟିତ ହୋଇଯାଇଛି । ବେଲପାହାଡ଼ ସମଲେଇ ମନ୍ଦିରରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରତ୍ନମଣ୍ଡପରେ ପହଞ୍ଚିଥିଲା । ଏହା ପରେ ରତ୍ନମଣ୍ଡପ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ୪୦ ରୁ ଅଧ‌ିକ କବି ଓ କବୟିତ୍ରୀ ସ୍ଵରଚିତ କବିତା ପଠନ କରିଥିଲେ। ସନ୍ଧ୍ୟା ସମୟରେ ମଞ୍ଚାସୀନ ଅତିଥ୍ ଉତ୍ସବ ‘ମଚାନ’ ଏବଂ ଗ୍ରାମଶ୍ରୀ ମେଳା ଉଦଘାଟନ କରିଥିଲେ। ଉତ୍ସବ ପାଇଁ ବେଲପାହାଡ଼ ସହର ଉତ୍ସବମୁଖର ହୋଇଉଠିଛି। ବିଜେପି ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ଲଖନପୁର ସରପଞ୍ଚ ଆରତୀ ପଧାନ, ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତ, ଡା. ସୁଶାନ୍ତ ଜଗଦଲା, କୈଳାଶ ନାଏକ, ବିକାଶ ଅଗ୍ରୱାଲ, ଆୟୋଜକ କମିଟି ସଭାପତି ରାଜେଶ ଭୋଇ, ଉପଦେଷ୍ଟା ପ୍ରମୋଦ ସେନାପତି ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରାଜେଶ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାସ୍କର ପଟେଲ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୃଷ୍ଟପୋଷାକ ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି । ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟାମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
#ବେଲପାହାଡ଼ଉଚ୍ଛବ2026 #belpaharuchhab2026 #ମଚାନ #PalishreeMela #belpahar #Machaan #followerseveryone #highlightseveryonefollowers #explorepage
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    11 hrs ago
  • माँ भारती के अमर वीर शहीद भगत सिंह, राजगुरु और सुखदेव को ‘शहीद दिवस’ पर आयोजित श्रद्धांजलि सभा #ShaheedDiwas #dharmendrapradhan
    1
    माँ भारती के अमर वीर शहीद भगत सिंह, राजगुरु और सुखदेव को ‘शहीद दिवस’ पर आयोजित श्रद्धांजलि सभा 
#ShaheedDiwas #dharmendrapradhan
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    8 hrs ago
  • ସୁବର୍ଣପୁର ଜିଲ୍ଲା ବିରମହାରାଜପୁର ମାଲେଶ୍ରୀ ପୋଗ୍ରାମ ରେ ଯୋଗଦେଲେ କଣ୍ଠଶିଲ୍ପି ନାଇକା ଡ. ଅର୍ଚ୍ଚନା ପାଢୀ । ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
    1
    ସୁବର୍ଣପୁର ଜିଲ୍ଲା ବିରମହାରାଜପୁର  ମାଲେଶ୍ରୀ ପୋଗ୍ରାମ ରେ ଯୋଗଦେଲେ କଣ୍ଠଶିଲ୍ପି ନାଇକା ଡ. ଅର୍ଚ୍ଚନା ପାଢୀ । ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.