Shuru
Apke Nagar Ki App…
ସୁବର୍ଣ୍ଣପୁର ନବନିର୍ମାଣ କୃଷକଶଂଗଠନ ତରଫରୁ SP ଅଫିସ ଘେରାଉ କଲେ l
Sonepur news khulasa
ସୁବର୍ଣ୍ଣପୁର ନବନିର୍ମାଣ କୃଷକଶଂଗଠନ ତରଫରୁ SP ଅଫିସ ଘେରାଉ କଲେ l
More news from ଓଡ଼ିଶା and nearby areas
- ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।1
- ନିର୍ଦ୍ଦୋଷରେ ଖଲାସ ଦାବି କଲେ ପ୍ରଦ୍ୟୁମ୍ନଙ୍କ ମା ଆରତୀ ପାଢ଼ୀ। ସୁବର୍ଣ୍ଣପୁର: ମିଥ୍ୟା ଅଭିଯୋଗ କ୍ରମେ ନବ ନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ପୁଅକୁ ନିର୍ଦ୍ଦୋଷରେ ଖୁଲାସ ଦାବିକଲେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ମାତା ଆରତୀ ପାଢ଼ୀ।1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଜନଶୁଣାଣୀ ପରେ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ସମସ୍ତ ଜନ ଶୁଣାଣୀ ଉପରେ ସମୀକ୍ଷl କରିଥିଲେ l1
- माँ भारती के अमर वीर शहीद भगत सिंह, राजगुरु और सुखदेव को ‘शहीद दिवस’ पर आयोजित श्रद्धांजलि सभा #ShaheedDiwas #dharmendrapradhan1
- ଅଏଲରେ ଫଗୁ ଜନ1
- ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା | Basanti Durga Puja 2026 | Belpahar | Navratri Day 6 Katyayinimata Worship #BasantiDurgaPuja #Navratri2026 #Katyayinimata #DurgaPujaOdisha #Belpahar #OdiaCulture #OdishaTradition #NavratriCelebration #DurgaPujaFestival #SpiritualOdisha #OdiaFestivals #OdishaHeritage #ReligiousCelebration #OdishaUpdates #BelpaharParivar #BelpaharNews1
- ସୁବର୍ଣପୁର ଜିଲ୍ଲା ବିରମହାରାଜପୁର ମାଲେଶ୍ରୀ ପୋଗ୍ରାମ ରେ ଯୋଗଦେଲେ କଣ୍ଠଶିଲ୍ପି ନାଇକା ଡ. ଅର୍ଚ୍ଚନା ପାଢୀ । ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।1
- Post by Sonepur news khulasa1
- ରାଜ ରାସ୍ତାରେ ନିଆ ଜଳିବ ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ଥାନାରେ ୧୯ ତାରିଖରେ କେସ ନଂ ୮୧ ରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନାମରେ ଉମେଶ କୁମାର ପୂଜାରୀଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ଯେଉଁଥିରେ ସେ ଦର୍ଶାଇଛନ୍ତି ପ୍ରଦ୍ୟୁମ୍ନ ପାଢ଼ୀ ତାଙ୍କୁ ରାମପୁରରେ ଥିବା ଖେଳ ପଡ଼ିଆରେ ୫୦ ହଜାର ଟଙ୍କା ମାଗିଥିଲେ। ସେ ନଦେବାରୁ ତାଙ୍କ ଠାରୁ ୬୩୦୦ ଟଙ୍କା ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ଯାହାକି ସମ୍ପୂର୍ଣ୍ଣ ମିଥ୍ୟା। ଯେଉଁ ସମୟ ଏଫଆଇଆର୍ ରେ ଦର୍ଶାଯାଇଛି ସେହି ସମୟରେ ସୋନପୁର ସହରରେ ଥିବା ତାଙ୍କ ଦାଦା ଦୋକାନରେ ଥିଲେ। ତାହା ସିସିଟିଭି ଫୁଟେଜରେ ପ୍ରମାଣ ଭାବେ ରହିଛି। ପ୍ରମାଣକୁ ପୋଲିସ ଅଣଦେଖା କରି ତଦନ୍ତକୁ ଏକ ପାଖିଆ କରାଯାଇ ଜାଣିଶୁଣି ପ୍ରଦ୍ୟୁମ୍ନ ପାଢ଼ୀକୁ ଜେଲ୍ ପଠା ଯାଇଛି।1