Shuru
Apke Nagar Ki App…
ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା | Basanti Durga Puja 2026 | Belpahar | Navratri Day 6 Katyayinimata Worship #BasantiDurgaPuja #Navratri2026 #Katyayinimata #DurgaPujaOdisha #Belpahar #OdiaCulture #OdishaTradition #NavratriCelebration #DurgaPujaFestival #SpiritualOdisha #OdiaFestivals #OdishaHeritage #ReligiousCelebration #OdishaUpdates #BelpaharParivar #BelpaharNews
Soubhagya Ranjan Sahu
ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା | Basanti Durga Puja 2026 | Belpahar | Navratri Day 6 Katyayinimata Worship #BasantiDurgaPuja #Navratri2026 #Katyayinimata #DurgaPujaOdisha #Belpahar #OdiaCulture #OdishaTradition #NavratriCelebration #DurgaPujaFestival #SpiritualOdisha #OdiaFestivals #OdishaHeritage #ReligiousCelebration #OdishaUpdates #BelpaharParivar #BelpaharNews
More news from Jharsuguda and nearby areas
- ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା | Basanti Durga Puja 2026 | Belpahar | Navratri Day 6 Katyayinimata Worship #BasantiDurgaPuja #Navratri2026 #Katyayinimata #DurgaPujaOdisha #Belpahar #OdiaCulture #OdishaTradition #NavratriCelebration #DurgaPujaFestival #SpiritualOdisha #OdiaFestivals #OdishaHeritage #ReligiousCelebration #OdishaUpdates #BelpaharParivar #BelpaharNews1
- #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd1
- ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ଚିନ୍ତାଜନକ ଖବର। ମଣିଷର ଶେଷ ଯାତ୍ରା ପାଇଁ ଉଦ୍ଦିଷ୍ଟ 'ସ୍ଵର୍ଗଦ୍ଵାର' ଏବେ ନିଜେ ମରଣାସନ୍ନ। ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଏତେ ବିପଦପୂର୍ଣ୍ଣ ହୋଇପଡ଼ିଛି ଯେ, ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ସ୍ଵର୍ଗଦ୍ଵାରକୁ ଯିବାପାଇଁ ରାସ୍ତା ନ ହେବା କାରଣରୁ ଲୋକେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ହେଉଛି ସବଡେଗା ବ୍ଲକର ସ୍ଵର୍ଗଦ୍ଵାରର। ଦିନେ ଯେଉଁଠି ଶେଷ ସଂସ୍କାର ପାଇଁ ସୁବିଧା ଥିଲା, ଆଜି ତାହା ଭୟଙ୍କର ସ୍ଥିତିରେ। ଚାରିଆଡ଼େ ଅନାବନା ଗଛଲତା ମାଡ଼ିଯିବା ଫଳରେ ବିଷାକ୍ତ ସରୀସୃପଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଶ୍ମଶାନରେ ନା ଅଛି ପାଣିର ସୁବିଧା, ନା ଅଛି ରାତିରେ ସଂସ୍କାର ପାଇଁ ଆଲୋକର ବ୍ୟବସ୍ଥା।"ବର୍ଷା ଦିନେ ଏଠାକୁ ଶବ ଆଣିବା କଷ୍ଟକର ହୋଇପଡୁଛି। ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି। ଲୋକଙ୍କ ଆବେଗ ସହ ଜଡ଼ିତ ଏହି ସମ୍ବେଦନଶୀଳ ସ୍ଥାନର ପୁନରୁଦ୍ଧାର କେବେ ହେବ? କେବେ ସଜାଡ଼ିବ ସବଡେଗା ବ୍ଲକ ସ୍ଵର୍ଗଦ୍ଵାରର ଚେହେରା? ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ହସ୍ତକ୍ଷେପକୁ ଅପେକ୍ଷା କରିଛନ୍ତି।1
- Post by Sonepur news khulasa1
- ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।2
- ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।1
- ଜବତ କଫ ସିରପକୁ ନେଇ ଏସପିଙ୍କ ପ୍ରତିକ୍ରିୟା ସୁବର୍ଣ୍ଣପୁର: ଏକ ଘରୋଇ ବସରୁ ୧୫ ଶହ ବୋତଲ କଫସିରପ ଜବତ କରିଛି ରାମପୁର ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ମହିଳା ମହାବିଦ୍ୟାଳୟ ଠାରେ ତିନିଜଣ ଯୁବକ ଏକ ଘରୋଇ ବସରେ ୧୫ ସହ ବୋତଲ କଫସିରପ ନେଇ ଆସୁଥିବା ସମୟରେ ମାଡି ବସିଲା ରାମପୁର ପୋଲିସ। କଟକରୁ ଡୁଙ୍ଗୁରିପାଲି ଘରୋଇ ବସରେ ତିନିଜଣ ଯୁବକ ୧୫୦୦ ବୋତଲ କଫସିରପ ନେଇ ଯାଉଥିବା ପୋଲିସ ଖବର ପାଇଥିଲା। ରାମପୁର ପୋଲିସ ବସକୁ ଅଟକାଇ ଯାଞ୍ଚ ପରେ ୧୦ଟି ପେଟିରେ ୧୫ ଶହ ବୋତଲ କଫ ସିରପ ଥିବା ଜଣାପଡ଼ିଥିଲା।1
- ।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ।। ସମଡ଼ା ଜଗନ୍ନାଥ ମନ୍ଦିର ପଡ଼ିଆ ସ୍ଥିତ ରତ୍ନମଣ୍ଡପ ଠାରେ ୨୨ ତମ ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ଉଦଘାଟିତ ହୋଇଯାଇଛି । ବେଲପାହାଡ଼ ସମଲେଇ ମନ୍ଦିରରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରତ୍ନମଣ୍ଡପରେ ପହଞ୍ଚିଥିଲା । ଏହା ପରେ ରତ୍ନମଣ୍ଡପ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ୪୦ ରୁ ଅଧିକ କବି ଓ କବୟିତ୍ରୀ ସ୍ଵରଚିତ କବିତା ପଠନ କରିଥିଲେ। ସନ୍ଧ୍ୟା ସମୟରେ ମଞ୍ଚାସୀନ ଅତିଥ୍ ଉତ୍ସବ ‘ମଚାନ’ ଏବଂ ଗ୍ରାମଶ୍ରୀ ମେଳା ଉଦଘାଟନ କରିଥିଲେ। ଉତ୍ସବ ପାଇଁ ବେଲପାହାଡ଼ ସହର ଉତ୍ସବମୁଖର ହୋଇଉଠିଛି। ବିଜେପି ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ଲଖନପୁର ସରପଞ୍ଚ ଆରତୀ ପଧାନ, ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତ, ଡା. ସୁଶାନ୍ତ ଜଗଦଲା, କୈଳାଶ ନାଏକ, ବିକାଶ ଅଗ୍ରୱାଲ, ଆୟୋଜକ କମିଟି ସଭାପତି ରାଜେଶ ଭୋଇ, ଉପଦେଷ୍ଟା ପ୍ରମୋଦ ସେନାପତି ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରାଜେଶ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାସ୍କର ପଟେଲ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୃଷ୍ଟପୋଷାକ ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି । ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟାମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । #ବେଲପାହାଡ଼ଉଚ୍ଛବ2026 #belpaharuchhab2026 #ମଚାନ #PalishreeMela #belpahar #Machaan #followerseveryone #highlightseveryonefollowers #explorepage1