ଶେଷ ଯାତ୍ରାରେ ବି ସମସ୍ୟା: ସବଡେଗା ବ୍ଲକରେ ଥିବା ସ୍ଵର୍ଗଦ୍ଵାରର ଜରାଜୀର୍ଣ୍ଣ ଅବସ୍ଥା, ମରାମତି ସହିତ ସ୍ବଚ୍ଛତା ଅଭାବରୁ ବିପଦପୂର୍ଣ୍ଣ ସ୍ଥିତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ଚିନ୍ତାଜନକ ଖବର। ମଣିଷର ଶେଷ ଯାତ୍ରା ପାଇଁ ଉଦ୍ଦିଷ୍ଟ 'ସ୍ଵର୍ଗଦ୍ଵାର' ଏବେ ନିଜେ ମରଣାସନ୍ନ। ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଏତେ ବିପଦପୂର୍ଣ୍ଣ ହୋଇପଡ଼ିଛି ଯେ, ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ସ୍ଵର୍ଗଦ୍ଵାରକୁ ଯିବାପାଇଁ ରାସ୍ତା ନ ହେବା କାରଣରୁ ଲୋକେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ହେଉଛି ସବଡେଗା ବ୍ଲକର ସ୍ଵର୍ଗଦ୍ଵାରର। ଦିନେ ଯେଉଁଠି ଶେଷ ସଂସ୍କାର ପାଇଁ ସୁବିଧା ଥିଲା, ଆଜି ତାହା ଭୟଙ୍କର ସ୍ଥିତିରେ। ଚାରିଆଡ଼େ ଅନାବନା ଗଛଲତା ମାଡ଼ିଯିବା ଫଳରେ ବିଷାକ୍ତ ସରୀସୃପଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଶ୍ମଶାନରେ ନା ଅଛି ପାଣିର ସୁବିଧା, ନା ଅଛି ରାତିରେ ସଂସ୍କାର ପାଇଁ ଆଲୋକର ବ୍ୟବସ୍ଥା।"ବର୍ଷା ଦିନେ ଏଠାକୁ ଶବ ଆଣିବା କଷ୍ଟକର ହୋଇପଡୁଛି। ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି। ଲୋକଙ୍କ ଆବେଗ ସହ ଜଡ଼ିତ ଏହି ସମ୍ବେଦନଶୀଳ ସ୍ଥାନର ପୁନରୁଦ୍ଧାର କେବେ ହେବ? କେବେ ସଜାଡ଼ିବ ସବଡେଗା ବ୍ଲକ ସ୍ଵର୍ଗଦ୍ଵାରର ଚେହେରା? ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ହସ୍ତକ୍ଷେପକୁ ଅପେକ୍ଷା କରିଛନ୍ତି।

- ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ଚିନ୍ତାଜନକ ଖବର। ମଣିଷର ଶେଷ ଯାତ୍ରା ପାଇଁ ଉଦ୍ଦିଷ୍ଟ 'ସ୍ଵର୍ଗଦ୍ଵାର' ଏବେ ନିଜେ ମରଣାସନ୍ନ। ଦୀର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଏତେ ବିପଦପୂର୍ଣ୍ଣ ହୋଇପଡ଼ିଛି ଯେ, ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ସ୍ଵର୍ଗଦ୍ଵାରକୁ ଯିବାପାଇଁ ରାସ୍ତା ନ ହେବା କାରଣରୁ ଲୋକେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ହେଉଛି ସବଡେଗା ବ୍ଲକର ସ୍ଵର୍ଗଦ୍ଵାରର। ଦିନେ ଯେଉଁଠି ଶେଷ ସଂସ୍କାର ପାଇଁ ସୁବିଧା ଥିଲା, ଆଜି ତାହା ଭୟଙ୍କର ସ୍ଥିତିରେ। ଚାରିଆଡ଼େ ଅନାବନା ଗଛଲତା ମାଡ଼ିଯିବା ଫଳରେ ବିଷାକ୍ତ ସରୀସୃପଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଶ୍ମଶାନରେ ନା ଅଛି ପାଣିର ସୁବିଧା, ନା ଅଛି ରାତିରେ ସଂସ୍କାର ପାଇଁ ଆଲୋକର ବ୍ୟବସ୍ଥା।"ବର୍ଷା ଦିନେ ଏଠାକୁ ଶବ ଆଣିବା କଷ୍ଟକର ହୋଇପଡୁଛି। ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି। ଲୋକଙ୍କ ଆବେଗ ସହ ଜଡ଼ିତ ଏହି ସମ୍ବେଦନଶୀଳ ସ୍ଥାନର ପୁନରୁଦ୍ଧାର କେବେ ହେବ? କେବେ ସଜାଡ଼ିବ ସବଡେଗା ବ୍ଲକ ସ୍ଵର୍ଗଦ୍ଵାରର ଚେହେରା? ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ହସ୍ତକ୍ଷେପକୁ ଅପେକ୍ଷା କରିଛନ୍ତି।1
- ବାସନ୍ତୀ ଦୁର୍ଗାପୂଜା ପାଇଁ ବେଲପାହାଡ଼ ସମଲେଶ୍ୱରୀ ପୀଠରେ ଆଧ୍ୟତ୍ମିକା ପରିବେଶ, ରୀତିନୀତିରେ ଚାଲିଛି ମାଆଙ୍କ ନବରାତ୍ରୀ ପୂଜା।ଆଜି ନବରାତ୍ରିର ଷଷ୍ଠ ଦିନ: କାତ୍ୟାୟିନୀ ମାତା ରୂପରେ ପୂଜା ପାଉଛନ୍ତି ମା' ଦୁର୍ଗା | Basanti Durga Puja 2026 | Belpahar | Navratri Day 6 Katyayinimata Worship #BasantiDurgaPuja #Navratri2026 #Katyayinimata #DurgaPujaOdisha #Belpahar #OdiaCulture #OdishaTradition #NavratriCelebration #DurgaPujaFestival #SpiritualOdisha #OdiaFestivals #OdishaHeritage #ReligiousCelebration #OdishaUpdates #BelpaharParivar #BelpaharNews1
- कोलंबिया में एक मिलिट्री ट्रांसपोर्ट प्लेन क्रैश हो गया, जिसमें 33 लोगों की मौत हो गई। ✈️125 लोगों को ले जा रहा यह प्लेन टेकऑफ़ के तुरंत बाद क्रैश हो गया। #PlaneCrash1
- ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ସାହାଯ୍ୟ କରନ୍ତୁ । ଦେବଗଡ଼ ତା ୨୪.୦୩.୨୦୨୬ ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ଦ୍ୱାରା ଭୋଟର ସଂଶୋଧନ କରାଯିବ ବିଶେଷ କରି ଭାରତ ସମ୍ବିଧାନ ଅନୁଚ୍ଛେଦ ୩୨୪ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ର ଧାରା ୨୧ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପ୍ରକ୍ରିୟା ସମୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରି (ERO) ସୁନିଶ୍ଚିତ କରିବେ।ଯେପରି କୌଣସି ଯୋଗ୍ୟ ନାଗରିକ ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ବୋଲି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରି ତଥା ଉପଜିଲ୍ଲାପାଳ ପରିକ୍ଷିତ ସାହୁ ସାମ୍ୱାଦିକ ସମ୍ମିଳନୀରେ ପରିପ୍ରକାଶ କରିଛନ୍ତି।1
- ଧର୍ମ ହିଁ ରାଜସତ୍ତା ଆଉ ରାଜସତ୍ତା ହିଁ ଧର୍ମ - ଡ଼ ପ୍ରବୀଣ ତୋଗାଡିଆ ସୁବର୍ଣ୍ଣପୁର: ଆଜି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।1
- Post by Uttam Kumar Mahakud 97773344221
- Post by Sonepur news khulasa1
- ।। ‘ମଚାନ୍’ ବେଲପାହାଡ଼ ଉତ୍ସବ 2026 ଉଦ୍ଘାଟିତ।। ସମଡ଼ା ଜଗନ୍ନାଥ ମନ୍ଦିର ପଡ଼ିଆ ସ୍ଥିତ ରତ୍ନମଣ୍ଡପ ଠାରେ ୨୨ ତମ ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ଉଦଘାଟିତ ହୋଇଯାଇଛି । ବେଲପାହାଡ଼ ସମଲେଇ ମନ୍ଦିରରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରତ୍ନମଣ୍ଡପରେ ପହଞ୍ଚିଥିଲା । ଏହା ପରେ ରତ୍ନମଣ୍ଡପ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ୪୦ ରୁ ଅଧିକ କବି ଓ କବୟିତ୍ରୀ ସ୍ଵରଚିତ କବିତା ପଠନ କରିଥିଲେ। ସନ୍ଧ୍ୟା ସମୟରେ ମଞ୍ଚାସୀନ ଅତିଥ୍ ଉତ୍ସବ ‘ମଚାନ’ ଏବଂ ଗ୍ରାମଶ୍ରୀ ମେଳା ଉଦଘାଟନ କରିଥିଲେ। ଉତ୍ସବ ପାଇଁ ବେଲପାହାଡ଼ ସହର ଉତ୍ସବମୁଖର ହୋଇଉଠିଛି। ବିଜେପି ଜିଲା ସଭାପତି ରଘୁନନ୍ଦନ ପଣ୍ଡା, ଲଖନପୁର ସରପଞ୍ଚ ଆରତୀ ପଧାନ, ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତ, ଡା. ସୁଶାନ୍ତ ଜଗଦଲା, କୈଳାଶ ନାଏକ, ବିକାଶ ଅଗ୍ରୱାଲ, ଆୟୋଜକ କମିଟି ସଭାପତି ରାଜେଶ ଭୋଇ, ଉପଦେଷ୍ଟା ପ୍ରମୋଦ ସେନାପତି ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଉଦଘାଟନୀ ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ସଙ୍ଗୀତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରାଜେଶ ଭୋଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଭାସ୍କର ପଟେଲ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୃଷ୍ଟପୋଷାକ ଭାବେ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି । ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର, ଉପସଭାପତି ଜ୍ଞାନରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହକୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟାମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୋମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ, ପ୍ରେମ ଅଗ୍ରୱାଲ, ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । #ବେଲପାହାଡ଼ଉଚ୍ଛବ2026 #belpaharuchhab2026 #ମଚାନ #PalishreeMela #belpahar #Machaan #followerseveryone #highlightseveryonefollowers #explorepage1