Shuru
Apke Nagar Ki App…
ରାଜ ରାସ୍ତାରେ ନିଆ ଜଳିବ ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ଥାନାରେ ୧୯ ତାରିଖରେ କେସ ନଂ ୮୧ ରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନାମରେ ଉମେଶ କୁମାର ପୂଜାରୀଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଛି। ଯେଉଁଥିରେ ସେ ଦର୍ଶାଇଛନ୍ତି ପ୍ରଦ୍ୟୁମ୍ନ ପାଢ଼ୀ ତାଙ୍କୁ ରାମପୁରରେ ଥିବା ଖେଳ ପଡ଼ିଆରେ ୫୦ ହଜାର ଟଙ୍କା ମାଗିଥିଲେ। ସେ ନଦେବାରୁ ତାଙ୍କ ଠାରୁ ୬୩୦୦ ଟଙ୍କା ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ଯାହାକି ସମ୍ପୂର୍ଣ୍ଣ ମିଥ୍ୟା। ଯେଉଁ ସମୟ ଏଫଆଇଆର୍ ରେ ଦର୍ଶାଯାଇଛି ସେହି ସମୟରେ ସୋନପୁର ସହରରେ ଥିବା ତାଙ୍କ ଦାଦା ଦୋକାନରେ ଥିଲେ। ତାହା ସିସିଟିଭି ଫୁଟେଜରେ ପ୍ରମାଣ ଭାବେ ରହିଛି। ପ୍ରମାଣକୁ ପୋଲିସ ଅଣଦେଖା କରି ତଦନ୍ତକୁ ଏକ ପାଖିଆ କରାଯାଇ ଜାଣିଶୁଣି ପ୍ରଦ୍ୟୁମ୍ନ ପାଢ଼ୀକୁ ଜେଲ୍ ପଠା ଯାଇଛି।
Ram Shankar Bhoi

More news from ଓଡ଼ିଶା and nearby areas
- Post by Sonepur news khulasa1
- ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।1
- ଜବତ କଫ ସିରପକୁ ନେଇ ଏସପିଙ୍କ ପ୍ରତିକ୍ରିୟା ସୁବର୍ଣ୍ଣପୁର: ଏକ ଘରୋଇ ବସରୁ ୧୫ ଶହ ବୋତଲ କଫସିରପ ଜବତ କରିଛି ରାମପୁର ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଞ୍ଚାୟତ ମହିଳା ମହାବିଦ୍ୟାଳୟ ଠାରେ ତିନିଜଣ ଯୁବକ ଏକ ଘରୋଇ ବସରେ ୧୫ ସହ ବୋତଲ କଫସିରପ ନେଇ ଆସୁଥିବା ସମୟରେ ମାଡି ବସିଲା ରାମପୁର ପୋଲିସ। କଟକରୁ ଡୁଙ୍ଗୁରିପାଲି ଘରୋଇ ବସରେ ତିନିଜଣ ଯୁବକ ୧୫୦୦ ବୋତଲ କଫସିରପ ନେଇ ଯାଉଥିବା ପୋଲିସ ଖବର ପାଇଥିଲା। ରାମପୁର ପୋଲିସ ବସକୁ ଅଟକାଇ ଯାଞ୍ଚ ପରେ ୧୦ଟି ପେଟିରେ ୧୫ ଶହ ବୋତଲ କଫ ସିରପ ଥିବା ଜଣାପଡ଼ିଥିଲା।1
- Post by SONEPUR NEWS1
- ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।2
- ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଉସମିଲିକା ଜଙ୍ଗଲ ରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ବାଉଁଶୁଣି ପୋଲିସ । ମିଳିଥିବା ଖବର ଅନୁସାରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉସୁମିଲିକା ଜଙ୍ଗଲରେ ବିପୁଳ ପରି ମାଣର ଗଞ୍ଜେଇ ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଯାହା ଫଳରେ ଗଚ୍ଛିତ ଥିବା ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଚଢ଼ାଉ ସମୟରେ ଉକ୍ତ ସ୍ଥାନରେ କୌଣସି ମାଫିଆ ନଥୁବା ବାଉଁଶୁଣି ଥାନା ଅଧିକାରୀ ମହେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ୪୮/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ I1
- #Cuttack SCB मेडिकल कॉलेज में हुए हादसे को 9 दिन हो गए हैं, लेकिन किसी भी केंद्रीय मंत्री ने SCB में कदम नहीं रखा है। BJD सरकार के समय जब एक प्राइवेट अस्पताल में ऐसा हादसा हुआ था, तो केंद्रीय मंत्री एक के बाद एक अस्पताल गए थे। लेकिन कटक बड़ा अस्पताल में हुए दुखद हादसे के समय कोई नहीं दिखा। BJP सरकार लोगों की ज़िम्मेदारी लेने से पीछे हट रही है। ओडिशा के लोग यह सब देख रहे हैं, BJP सरकार को इसका करारा जवाब दिया जाएगा। #SCBMedical #Odisha #Nabinpatnaikbjd1
- Post by Sonepur news khulasa1