Shuru
Apke Nagar Ki App…
ଆଜିକାଲି ର ଆଧୁନିକ ସଂକୀର୍ତ୍ତନ
Samir Meher
ଆଜିକାଲି ର ଆଧୁନିକ ସଂକୀର୍ତ୍ତନ
More news from Odisha and nearby areas
- Post by Samir Meher1
- ନୂଆପଡ଼ାରେ ସତନ୍ତ୍ର ସାଇବର ଜବଚ ଅପରେସନ ଆରମ୍ଭ ହୋଇଛି । ଏଥରେ ଜିଲ୍ଲା ପ୍ରାୟ ୩କୋଟି ଟଙ୍କାର ସାଇବର ଠକେଇ ହୋଇଛି । ଆଜି ୬ଜଣ ସାଇବର ଠଜକୁ ପୁଲିସ ଗିରଫ କରିଥିବା ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମଳନୀ ଏସପି ଙ୍କ ସୁତ୍ର ରୁ ମିଳିଥିବା ସୂଚନା ମୁତାବକ ବିଗତ ଦିନରେ ସାଇବର ଠକେଇ ହୋଇଥିବା କିଛି ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ପୁଲିସ କିଛି ତଥ୍ୟ ସଂଗ୍ରହ କରି ଛାନଭିନ ଆରମ୍ଭ କରିଥିଲା । ଏଥରେ କିଛି ସନ୍ଦେହ ଜନଜ ବ୍ୟାଙ୍ଗ ଏକାଉ କୁ ସାଇବର ସେଲ ଜରିଆରେ ଯା କରିଥିଲେ । ସେଠି କିଛି ବ୍ୟାଙ୍କ ଏକାଉ ଓ ଏଟିଏମକୁ ପରିଚାଳନା କରୁଥିଲେ I ସେମାନେ ଅନ୍ୟ ଲୋକଙ୍କ ଏକାଉ କୁ ଚଳାଇ ସାଇବର ଅପରାଧ କରୁଥିଲେ । ଏହି ଘଟଣାରେ ୩ଟି ଏକାଉ ରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଥିଲା । ନୂଆପଡ଼ା ଏସପି ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏକ ସତନ୍ତ୍ର ସାଇବର ଟିମ ତଦନ୍ତ ଆରମ୍ଭ କରିଥିଲା । ସେଥିରେ ପ୍ରାୟ ୨କୋଟି ୯୪ଲକ୍ଷ ୫୦ହଜାର ଟଙ୍କା ଠକେଇ ହୋଇଥିବା ସନ୍ଦେହ ହେଉଛି । ଏହି ଘଟଣାରେ ନୂଆପଡ଼ା ଥାନା ପୁଲିସ ୬ଟି ମୋବାଇଲକୁ ଜବତ କରିବା ସହ ୬ଜଣ ସାଇବର ଠକଙ୍କୁ ଗିରଫ କରିଥିଲା । ଗୀରଫ ଅଭିଯୁକ୍ତମାନେ ହେଲେ ଜୋଙ୍କ ଥାନା ଆମସେନା ଗାଁର ପରମେସନ ସାହୁ(୨୮), ମୁଣ୍ଡାଗାଁର ଚିନ୍ମୟ ସାହୁ(୨୩), ଧନୀରାମ ସେଠି(୨୬) ଓ ମନିଶ ସାହୁ(୨୪), ନୂଆପଡ଼ା ଥାନା ପରସଖୋଲ ଗାଁର ନନ୍ଦଲାଲ ସତନାମୀк୨୩) ଓ ସିଲଦା ଗାଁର ଦିନେଶ ଚୌଡ଼ାନ(୨୪) । ଏନେଇ ନୂଆପଡ଼ା ଥାନା କେଶ ନଂ ୩୭ରେ ମାମଲ। ରୁକୁ କରି କୋର୍ଟ ଚାଳାଣ କରାଯିବ । ଆଗକୁ ଆହୁରୀ ତଦନ୍ତ ହେବ ଓ ଅଧିକ ଲୋକଙ୍କୁ ଗିରଫ କରାଯିବ । ଏଣୁ ଲୋକେ ସଚେତନ ହୁଅନ୍ତୁ । ଆପଣଙ୍କ ଏକାଉ ତଥ୍ୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ କି ଅନ୍ୟ କାହାରିକୁ ଏକାଉ ପରିଚାଳନା ପାଇଁ ଦିଅନ୍ତୁ ନାହିଁ ବୋଲି ଏସପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।1
- ବେଳପଡା ବ୍ଲକ କେନ୍ଦୁ ପତ୍ର କର୍ମଚାରୀ ଙ୍କ ସତର ଗୋଟି ଦାବି ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ।1
- ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ1
- Post by Jay kala _ jay Kalinga1
- ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ବର୍ଷା ସମ୍ଭାବନା । ଏଥିପାଇଁ ୧୫ ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି ।1
- Post by Padmanabha Naik1
- ଜଗା ପାଖରେ ସୁନାର ଭଣ୍ଡାର। ଖୋଲା ହାତରେ ଦାନ କରୁଛନ୍ତି ଭକ୍ତ1