logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ନିକଟରେ ତା’ ୧୭.୦୬.୨୦୨୬ ରେ ସାଇ ହେଲ୍-ଥ କେୟାର ନାମକ ଏକ ନୂତନ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ର ବର୍ଷିୟାନ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଉଦଘାଟନୀ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା, ଯାହାର ଲାଭ ଅନେକ ଲୋକ ଉଠାଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ଏଠାରେ ସ୍ୱଳ୍ପ ମୂଲ୍ୟରେ ରୋଗୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ, ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏହା ସହିତ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

2 hrs ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
2 hrs ago

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ନିକଟରେ ତା’ ୧୭.୦୬.୨୦୨୬ ରେ ସାଇ ହେଲ୍-ଥ କେୟାର ନାମକ ଏକ ନୂତନ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ର ବର୍ଷିୟାନ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ

ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଉଦଘାଟନୀ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା, ଯାହାର ଲାଭ ଅନେକ ଲୋକ ଉଠାଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ

ଯୋଗଦାନ କରିଛନ୍ତି। ଏଠାରେ ସ୍ୱଳ୍ପ ମୂଲ୍ୟରେ ରୋଗୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ, ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି

ଯେ, ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏହା ସହିତ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

More news from Jharsuguda and nearby areas
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହା ୧୯ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯିବ। ଏଥର କନ୍ୟାପକ୍ଷ ଭାବେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ବରପକ୍ଷ ଭାବେ ସପତ୍ନୀକ ବୀଜାନୁ ନାୟକ ଦାୟିତ୍ୱ ନିର୍ବାହ କରିବେ। ଉତ୍ସବ କାର୍ଯ୍ୟକ୍ରମ ଅନୁଯାୟୀ, ଜୁନ ୧୭ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଭବ୍ୟ ନଗର ପରିକ୍ରମା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍‌ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ, ବାଦ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ଆୟୋଜକ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଗୌରିଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର, ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏବର୍ଷର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରାଯିବ ବୋଲି ଆୟୋଜକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    1
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଆୟୋଜିତ ହେବାକୁ ଥିବା ୧୯ତମ ଶୀତଳ ଷଷ୍ଠୀ ଉତ୍ସବକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ ଉତ୍ସବର ପ୍ରସ୍ତୁତି ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହା ୧୯ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯିବ।

ଏଥର କନ୍ୟାପକ୍ଷ ଭାବେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ବରପକ୍ଷ ଭାବେ ସପତ୍ନୀକ ବୀଜାନୁ ନାୟକ ଦାୟିତ୍ୱ ନିର୍ବାହ କରିବେ। ଉତ୍ସବ କାର୍ଯ୍ୟକ୍ରମ ଅନୁଯାୟୀ, ଜୁନ ୧୭ରେ ପିନ୍ଧାଣୀ ନୀତି, ଜୁନ ୧୮ ସକାଳ ୯ଟାରେ ହଳଦୀ ନୀତି ଏବଂ ସେହି ଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଅନୁଷ୍ଠିତ ହେବ। ଜୁନ ୧୯ ସନ୍ଧ୍ୟା ୬ଟାରେ ଭବ୍ୟ ନଗର ପରିକ୍ରମା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ନଗର ପରିକ୍ରମାରେ ସୁସଜ୍ଜିତ ପାଲକି, ଅଘୋରୀ ବେଶ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଦ୍ୟ, ଢୋଲ-ନିଶାନ, ଦୁଲ୍‌ଦୁଲି ବାଜା ଆଦି ପାରମ୍ପରିକ ନାଚ, ଗୀତ, ବାଦ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ଆୟୋଜକ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଗୌରିଶଙ୍କର ମନ୍ଦିର ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବାଗର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରଣା, ଆଲୋକ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, ଦୀନେଶ କରାଲୀ, ସୁମିତ ଲାଲ, ରାକେଶ ସ୍ୱାଇଁ, ପ୍ରଦୀପ କର୍ମାକାର, ଦୀପକ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏବର୍ଷର ଉତ୍ସବକୁ ଆହୁରି ଭବ୍ୟ ଓ ସଫଳ କରାଯିବ ବୋଲି ଆୟୋଜକ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    5 hrs ago
  • 🚨ब्रेकिंग न्यूज़!🚨टेक्सास हाईवे लूप 20 पर एक बिज़नेस जेट क्रैश हो गया। एक प्राइवेट नेटजेट्स सेसना साइटेशन 680 सॉवरेन बिज़नेस जेट (reg. N523QS) टेक्सास के लारेडो इंटरनेशनल एयरपोर्ट पर डायवर्ट होने के बाद फ़ाइनल अप्रोच पर क्रैश हो गया। एयरक्राफ्ट ने सैन होज़े डेल काबो, मेक्सिको से उड़ान भरी थी और असल में ऑस्टिन, टेक्सास जा रहा था। यह रनवे से सिर्फ़ दो मील दूर था जब यह टेक्सास हाईवे लूप 20 पर क्रैश हो गया। लारेडो पुलिस डिपार्टमेंट ने बताया कि प्लेन में छह लोग सवार थे, जिनमें से एक की मौत की पुष्टि हुई है। पुलिस ने यह भी बताया कि लूप 20 कम से कम सुबह तक बंद रहेगा। #airfighters #airfightersnews #laredotexas #laredo 🚨ब्रेकिंग न्यूज़!🚨टेक्सास हाईवे लूप 20 पर एक बिज़नेस जेट क्रैश हो गया। एक प्राइवेट नेटजेट्स सेसना साइटेशन 680 सॉवरेन बिज़नेस जेट (reg. N523QS) टेक्सास के लारेडो इंटरनेशनल एयरपोर्ट पर डायवर्ट होने के बाद फ़ाइनल अप्रोच पर क्रैश हो गया। एयरक्राफ्ट ने सैन होज़े डेल काबो, मेक्सिको से उड़ान भरी थी और असल में ऑस्टिन, टेक्सास जा रहा था। यह रनवे से सिर्फ़ दो मील दूर था जब यह टेक्सास हाईवे लूप 20 पर क्रैश हो गया। लारेडो पुलिस डिपार्टमेंट ने बताया कि प्लेन में छह लोग सवार थे, जिनमें से एक की मौत की पुष्टि हुई है। पुलिस ने यह भी बताया कि लूप 20 कम से कम सुबह तक बंद रहेगा। #airfighters #airfightersnews #laredotexas #laredo
    1
    🚨ब्रेकिंग न्यूज़!🚨टेक्सास हाईवे लूप 20 पर एक बिज़नेस जेट क्रैश हो गया। एक प्राइवेट नेटजेट्स सेसना साइटेशन 680 सॉवरेन बिज़नेस जेट (reg. N523QS) टेक्सास के लारेडो इंटरनेशनल एयरपोर्ट पर डायवर्ट होने के बाद फ़ाइनल अप्रोच पर क्रैश हो गया। एयरक्राफ्ट ने सैन होज़े डेल काबो, मेक्सिको से उड़ान भरी थी और असल में ऑस्टिन, टेक्सास जा रहा था। यह रनवे से सिर्फ़ दो मील दूर था जब यह टेक्सास हाईवे लूप 20 पर क्रैश हो गया। लारेडो पुलिस डिपार्टमेंट ने बताया कि प्लेन में छह लोग सवार थे, जिनमें से एक की मौत की पुष्टि हुई है। पुलिस ने यह भी बताया कि लूप 20 कम से कम सुबह तक बंद रहेगा। #airfighters #airfightersnews #laredotexas #laredo
🚨ब्रेकिंग न्यूज़!🚨टेक्सास हाईवे लूप 20 पर एक बिज़नेस जेट क्रैश हो गया। एक प्राइवेट नेटजेट्स सेसना साइटेशन 680 सॉवरेन बिज़नेस जेट (reg. N523QS) टेक्सास के लारेडो इंटरनेशनल एयरपोर्ट पर डायवर्ट होने के बाद फ़ाइनल अप्रोच पर क्रैश हो गया। एयरक्राफ्ट ने सैन होज़े डेल काबो, मेक्सिको से उड़ान भरी थी और असल में ऑस्टिन, टेक्सास जा रहा था। यह रनवे से सिर्फ़ दो मील दूर था जब यह टेक्सास हाईवे लूप 20 पर क्रैश हो गया। लारेडो पुलिस डिपार्टमेंट ने बताया कि प्लेन में छह लोग सवार थे, जिनमें से एक की मौत की पुष्टि हुई है। पुलिस ने यह भी बताया कि लूप 20 कम से कम सुबह तक बंद रहेगा। #airfighters #airfightersnews #laredotexas #laredo
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ହିମାଦ୍ରି ନଗରରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରମ୍ପରା ଅନୁଯାୟୀ, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପକ୍ଷରୁ ଦୁଇଜଣ ପଣ୍ଡିତ ମଣିଷଙ୍କ ରୀତିନୀତି ଅନୁସାରେ କଥା କଟାକୁଟି କରି ଶିବଙ୍କୁ ବର ରୂପେ ମନୋନୟନ କରିଥିଲେ।
    1
    ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ହିମାଦ୍ରି ନଗରରେ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରମ୍ପରା ଅନୁଯାୟୀ, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପକ୍ଷରୁ ଦୁଇଜଣ ପଣ୍ଡିତ ମଣିଷଙ୍କ ରୀତିନୀତି ଅନୁସାରେ କଥା କଟାକୁଟି କରି ଶିବଙ୍କୁ ବର ରୂପେ ମନୋନୟନ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    23 hrs ago
  • ଜୁଗୀ ଯୁଗେନ୍ ଡ୍ୟାମ ବିରୋଧରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ସଭାରେ 'ଜମି, ଜଙ୍ଗଲ ଓ ଜୀବନ ବଞ୍ଚାଅ ଅଭିଯାନ' ଅନ୍ତର୍ଗତ ବିରୋଧ ପ୍ରଦର୍ଶନ କରାଯାଇଛି।
    1
    ଜୁଗୀ ଯୁଗେନ୍ ଡ୍ୟାମ ବିରୋଧରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଏହି ସଭାରେ 'ଜମି, ଜଙ୍ଗଲ ଓ ଜୀବନ ବଞ୍ଚାଅ ଅଭିଯାନ' ଅନ୍ତର୍ଗତ ବିରୋଧ ପ୍ରଦର୍ଶନ କରାଯାଇଛି।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    9 hrs ago
  • ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଠାରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ନ କରାଯିବା ପ୍ରତିବାଦରେ ଏକ ଜନମତ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱର ଉତ୍ତୋଳନ କରାଯାଇଛି।
    1
    ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ଠାରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ନ କରାଯିବା ପ୍ରତିବାଦରେ ଏକ ଜନମତ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁଗୀ ଯୁଗୀନ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱର ଉତ୍ତୋଳନ କରାଯାଇଛି।
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ଲୋକନାଥ ବାବାଙ୍କ ବିବାହ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେବ ନିମନ୍ତ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ପର୍ବରେ ବାବା ଲୋକନାଥଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିଲା।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ଲୋକନାଥ ବାବାଙ୍କ ବିବାହ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେବ ନିମନ୍ତ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ପର୍ବରେ ବାବା ଲୋକନାଥଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିଲା।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    5 hrs ago
  • ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜଣାଇଛନ୍ତି ଯେ, ସ୍କୁଲ୍ ଏବଂ ପବ୍ଲିକ୍ ଏଜୁକେସନ୍ ଡିପାର୍ଟମେଣ୍ଟ ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟି ବିଷୟରେ ଅବଗତ ଅଛନ୍ତି। ଏହି ଭୁଲ୍ଗୁଡ଼ିକୁ ସୁଧାରି ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବା ପାଇଁ ସମସ୍ତ ସ୍କୁଲ୍କୁ ନିର୍ଦ୍ଦେଶ ଦିଆଯାଇଛି।
    1
    ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଜଣାଇଛନ୍ତି ଯେ, ସ୍କୁଲ୍ ଏବଂ ପବ୍ଲିକ୍ ଏଜୁକେସନ୍ ଡିପାର୍ଟମେଣ୍ଟ ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟି ବିଷୟରେ ଅବଗତ ଅଛନ୍ତି। ଏହି ଭୁଲ୍ଗୁଡ଼ିକୁ ସୁଧାରି ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବା ପାଇଁ ସମସ୍ତ ସ୍କୁଲ୍କୁ ନିର୍ଦ୍ଦେଶ ଦିଆଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    14 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପାସିରା ଗ୍ରାମରେ ବାବା କପିଳେଶ୍ୱରଙ୍କ ବିବାହ ଉତ୍ସବ ପାଳନ କରାଯାଉଛି। ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ କନ୍ୟା ନିମନ୍ତ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା କପାସିରାରୁ ବାହାରି ନୂଆପଡ଼ା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା।
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପାସିରା ଗ୍ରାମରେ ବାବା କପିଳେଶ୍ୱରଙ୍କ ବିବାହ ଉତ୍ସବ ପାଳନ କରାଯାଉଛି। ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ କନ୍ୟା ନିମନ୍ତ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା କପାସିରାରୁ ବାହାରି ନୂଆପଡ଼ା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    5 hrs ago
  • ଭଙ୍ଗା କୁଡ଼ିଆ ଘରେ କଟୁଛି ଜୀବନ l ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ଏବେ ମଧ୍ୟ ଏହାର ସୁଫଳ ପାଇପାରୁ ନାହାନ୍ତି।
    1
    ଭଙ୍ଗା କୁଡ଼ିଆ ଘରେ କଟୁଛି ଜୀବନ l 
ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ଏବେ ମଧ୍ୟ ଏହାର ସୁଫଳ ପାଇପାରୁ ନାହାନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.