ଡ଼ଃ ଆମ୍ବେଦକର ଆମ ଜାତୀୟ ସମ୍ପତ୍ତି ବରପାଲି,୧୫l ୪: ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ଡ଼ଃ ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଜିଲ୍ଲା ଶାଖା ପକ୍ଷରୁ ଡ଼ଃ ବିଅର୍ ଆମ୍ବେଦକର ଜୟନ୍ତୀ ସମାରୋହ ମଞ୍ଚର ସଭାପତି ତେଜରାଜ ଭୋଇଙ୍କ ସଭାପିତ୍ବରେ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି କଲେଜ ଅଧ୍ୟକ୍ଷ ସରୋଜ କୁମାର ଦାଶ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀରାମ ସାହୁ ଓ ଆନନ୍ଦ ମେହେର ଯୋଗଦାନ କରି ବିଆର ଡ଼ଃ ଆମ୍ବେଦକର ହେଉଛନ୍ତି ଯୋଗଯନ୍ମl ମହାପୁରୁଷ l ତାଙ୍କ ବିଚାର ଆମ ବିଚାରର ବହୁ ଉର୍ଦ୍ଧ୍ବରେ ଓ କୌଣସି ଜାତି,ଧର୍ମ ,ବର୍ଣ୍ଣରେ ସୀମିତ ନୁହେଁ l ତେଣୁ ସେ ହେଉଛନ୍ତି ଆମ ଜାତୀୟ ସମ୍ପତ୍ତି ବୋଲି ମତବ୍ୟକ୍ତ କରିଥିଲେ l ବିଚାର ମଞ୍ଚର ସାଧାରଣ ସମ୍ପାଦକ ପବିତ୍ର ବାଗ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ଏଥିରେ କବି ସୁରେନ୍ଦ୍ର ପଧାନ ଆମ୍ବେଦକରଙ୍କ ଉପରେ ଏକ କବିତା ପାଠ କରିଥିଲେ l ଅନ୍ୟତମ ସାଧାରଣ ସମ୍ପାଦକ ହର୍ଷ ବେହେରା ସ୍ୱାଗତ ଅଭିଭାଷଣ ଓ ଉଦେଶ୍ୟଜ୍ଞାପନ କରିଥିଲେ l ଶେଷରେ ଅଧ୍ୟାପକ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବହୁସଂଖ୍ୟାରେ ଆମ୍ବେଦକର ପ୍ରେମୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଡ଼ଃ ଆମ୍ବେଦକର ଆମ ଜାତୀୟ ସମ୍ପତ୍ତି ବରପାଲି,୧୫l ୪: ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ଡ଼ଃ ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଜିଲ୍ଲା ଶାଖା ପକ୍ଷରୁ ଡ଼ଃ ବିଅର୍ ଆମ୍ବେଦକର ଜୟନ୍ତୀ ସମାରୋହ ମଞ୍ଚର ସଭାପତି ତେଜରାଜ ଭୋଇଙ୍କ ସଭାପିତ୍ବରେ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି କଲେଜ ଅଧ୍ୟକ୍ଷ ସରୋଜ କୁମାର ଦାଶ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀରାମ ସାହୁ ଓ ଆନନ୍ଦ ମେହେର ଯୋଗଦାନ କରି ବିଆର ଡ଼ଃ ଆମ୍ବେଦକର ହେଉଛନ୍ତି ଯୋଗଯନ୍ମl ମହାପୁରୁଷ l ତାଙ୍କ ବିଚାର ଆମ ବିଚାରର ବହୁ ଉର୍ଦ୍ଧ୍ବରେ ଓ କୌଣସି ଜାତି,ଧର୍ମ ,ବର୍ଣ୍ଣରେ ସୀମିତ ନୁହେଁ l ତେଣୁ ସେ ହେଉଛନ୍ତି ଆମ ଜାତୀୟ ସମ୍ପତ୍ତି ବୋଲି ମତବ୍ୟକ୍ତ କରିଥିଲେ l ବିଚାର ମଞ୍ଚର ସାଧାରଣ ସମ୍ପାଦକ ପବିତ୍ର ବାଗ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ l ଏଥିରେ କବି ସୁରେନ୍ଦ୍ର ପଧାନ ଆମ୍ବେଦକରଙ୍କ ଉପରେ ଏକ କବିତା ପାଠ କରିଥିଲେ l ଅନ୍ୟତମ ସାଧାରଣ ସମ୍ପାଦକ ହର୍ଷ ବେହେରା ସ୍ୱାଗତ ଅଭିଭାଷଣ ଓ ଉଦେଶ୍ୟଜ୍ଞାପନ କରିଥିଲେ l ଶେଷରେ ଅଧ୍ୟାପକ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବହୁସଂଖ୍ୟାରେ ଆମ୍ବେଦକର ପ୍ରେମୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

- Post by SAHADEV MEHER1
- ସୁବର୍ଣ୍ଣପୁର: ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର (୧୬୯୫ ଗୋଟି ୫୦୦ ଟଙ୍କିଆ) ନକଲି ଭାରତୀୟ ନୋଟ ଜବତକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।1
- Post by Sonepur news khulasa1
- ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି। ✨ ପୋଷ୍ଟର ମୁଖ୍ୟ ଅଂଶ: ✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା। ✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ। ✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ। ✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।1
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।4
- ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବନକୁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଦେଶର ନିଷ୍ପତ୍ତି ନିର୍ମାଣରେ ନାରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି। ଏହା କେବଳ ଏକ ଆଇନ ନୁହେଁ, ବରଂ ସମାନ ଅଧିକାର ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଦୃଢ଼ ପଦକ୍ଷେପ । ଓଡ଼ିଶାରେ ନାରୀଙ୍କ ସାମର୍ଥ୍ୟ, ସ୍ୱାଭିମାନ ଓ ସଫଳତାକୁ ଆଗକୁ ଆଣିବା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। Women-led Development ର ଏହି ଯାତ୍ରାରେ, ନାରୀମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ଶକ୍ତି ଓ ପ୍ରେରଣା। #NariShaktiVandan1
- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1
- ସରକାରୀ ପଲିଟେକନିକ୍ ସୋନପୁରରେ ଛାତ୍ରୀଛାତ୍ର ଅଶାନ୍ତି1
- गोविंदपुर सरपंच की निगरानी में 10 लाख का घोटाला#BamraNews1