Shuru
Apke Nagar Ki App…
ଟିଟିଲାଗଡ ରେ ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ନେଇ ନିରାଶ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।
Santosh Nayak PRESS

More news from ଓଡ଼ିଶା and nearby areas
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।4
- Post by RAGHUNANDAN SINGH1
- ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି ସେହି ଗୃହ ରେ ବିଦ୍ୟୁତ ରେ କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି1
- Post by SAHADEV MEHER1
- ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।1
- Post by Sonepur news khulasa1
- Post by SONEPUR NEWS1
- ସୁବର୍ଣ୍ଣପୁର: ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର (୧୬୯୫ ଗୋଟି ୫୦୦ ଟଙ୍କିଆ) ନକଲି ଭାରତୀୟ ନୋଟ ଜବତକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ।1