Shuru
Apke Nagar Ki App…
ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ରାଜ୍ୟ ଓୟୁଡବ୍ଲୁଜେ'ର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ମହାସମାରୋହରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଙ୍ଘର ସଭ୍ୟ ସଭ୍ୟା ଯୋଗ ଦେଇଥିବା ବେଳେ ପୁରୀ ଜିଲ୍ଲା ସଂଘ ସଭାପତି ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ୪୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନେ ଯୋଗ ଦେଇଥିଲେ
ମାନସ କୁମାର ଦାସ

More news from ଓଡ଼ିଶା and nearby areas
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- Post by NEWS MANORANJAN1
- Post by Darbar Tv1
- Post by Thabira Majhi1
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Gagan Bhoi1
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- Post by NEWS MANORANJAN1