logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।

2 hrs ago
user_Journalist Suresh Moharana
Journalist Suresh Moharana
Actuary ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
2 hrs ago
4b2c35a3-d9d6-4c4e-81f5-4f11cf7527fa

ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।

More news from ଓଡ଼ିଶା and nearby areas
  • ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।
    8
    ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା।
ପାସେଞ୍ଜର ଅଟକୁ ଧକାଦେଲା କାର।
ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ।
ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।
    user_Journalist Suresh Moharana
    Journalist Suresh Moharana
    Actuary ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • Post by Thabira Majhi
    1
    Post by Thabira Majhi
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    21 hrs ago
  • Post by Utkal sib
    1
    Post by Utkal sib
    user_Utkal sib
    Utkal sib
    ସାମ୍ବାଦିକ ରଣପୁର, ନୟାଗଡ଼, ଓଡ଼ିଶା•
    2 hrs ago
  • କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।
    1
    କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    3 hrs ago
  • କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳ ସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ପୁଲିସ ପହଞ୍ଚି ଥିବା ସୂଚନା ମିଳିଛି।
    2
    କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳ ସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ପୁଲିସ ପହଞ୍ଚି ଥିବା ସୂଚନା ମିଳିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.