Shuru
Apke Nagar Ki App…
ଭିଜିଲାନ୍ସ ଜାଲରେ ଆଉ ଜଣେ ଓ ଏ ଏସ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
Utkal Gourav

More news from Ganjam and nearby areas
- ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇ ଥିଲା, ସୂଚନା ଅନୁସାରେ ଶ୍ରୀ ନାୟକ ବ୍ଲକ ପରିସର କାର୍ଯ୍ୟ ରତ ଥିବା ସମୟ ରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ, ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲ ନେଇ ଭର୍ତ୍ତି କରିଛନ୍ତି, ପୋଲିସ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢାଉ କରିଛି। ଏବଂ ଖୁବ୍ ଶୀଘ୍ର ଅପରାଧୀ ମାନଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।1
- ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1

- Post by Ansubhai Pandey1
- ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ #live_odisha_news_update #published_from1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିନସ୍ଥ ବିଭିନ୍ନ ଗାଁ ସହି ବସ୍ତି ରେ କର୍ମଗତ ଭାବେ ହାତୀମାନଙ୍କ ସହ ଜଙ୍ଗଲୀ ଜନ୍ତୁ ମାନଙ୍କ ଦାଉରୁ କିପରି ସୁରକ୍ଷା ମିଳିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ହିନ୍ଦୋଳ ରେ କ୍ରମାଗତ ହାତୀ ମାନଙ୍କ ସହ ଜଙ୍ଗଲିଜନ୍ତୁ ଉପଦ୍ରଵ ଏବେ ଚରମ ସୀମାରେ ପହଁଚିଛି.1