logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•

More news from ଓଡ଼ିଶା and nearby areas
  • ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | 
ଗଣେଶ ପାଣିଗ୍ରାହୀ  ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି   ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ  ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି  ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | 
ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    56 min ago

  • ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ #viral #important #news #latest #update #viral #content #odisha
    1
    ଧରଣୀକୁ ଅତ୍ୟାଚାର କରିବା ବନ୍ଦ କର ନଚେତ୍ ସବୁକିଛି ଧ୍ଵଂସ ହୋଇଯିବ 
#viral
#important
#news
#latest
#update
#viral
#content
#odisha
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    17 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    23 hrs ago
  • ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ #live_odisha_news_update #published_from
    1
    ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ଯାତ୍ରା | ପ୍ରଥମ ପାଳିରେ ଭକ୍ତମାନଙ୍କ ଅପାର ଭିଡ, ଶକ୍ତିପୀଠରେ ଭକ୍ତିମୟ ପରିବେଶ
#live_odisha_news_update #published_from
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    18 hrs ago
  • ପୂର୍ବ ଅଭିଯୋଗ ଶୁଣାଣି ଶିବିର ରେ କେତେ ଅଭିଯୋଗ ସମାଧାନ ହେଲା? କହିପାରୁ ନାହାଁନ୍ତି ଅଧିକାରୀ। ପୂର୍ବ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ୟା ର ସମଧାନ ହେଉ ନ ଥିବା ଅଭିଯୋଗ। ଉତ୍ତର ଦେଇ ପାରୁ ନାହାଁନ୍ତି ଅଧିକାରୀ।
    1
    ପୂର୍ବ ଅଭିଯୋଗ ଶୁଣାଣି ଶିବିର ରେ କେତେ ଅଭିଯୋଗ ସମାଧାନ ହେଲା? କହିପାରୁ ନାହାଁନ୍ତି ଅଧିକାରୀ।
ପୂର୍ବ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ୟା ର ସମଧାନ ହେଉ ନ ଥିବା ଅଭିଯୋଗ।
ଉତ୍ତର ଦେଇ ପାରୁ ନାହାଁନ୍ତି ଅଧିକାରୀ।
    user_GUMMA UPDATE NEWS
    GUMMA UPDATE NEWS
    ସାମ୍ବାଦିକ ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • Post by Utkal sib
    1
    Post by Utkal sib
    user_Utkal sib
    Utkal sib
    ସାମ୍ବାଦିକ ରଣପୁର, ନୟାଗଡ଼, ଓଡ଼ିଶା•
    23 hrs ago
  • ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | ଗଣେଶ ପାଣିଗ୍ରାହୀ ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବରଡାବିଲି ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ | 
ଗଣେଶ ପାଣିଗ୍ରାହୀ  ବରାଡ଼ବିଲି 10/3/26 :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି   ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ  ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି  ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ | 
ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.