Shuru
Apke Nagar Ki App…
କଟକ ମେରୀୟା ବଜାର ୱାର୍ଡ ନଂ 22ରେ ଭେଣ୍ଡିଗ ଜୋନ୍ ରେ ଆଜି 20 ଟି ନୂତନ ଦୋକାନ ଗୃହ କୁ ଉନ୍ମଚିତ କରାଯାଇଛି । ରାସ୍ତା ଘାଟ ରେ ହେଉଥିବା ଅହେତୁକ ର ପାର୍କିଂ ଏବଂ ବିଭିନ୍ନ ସମସ୍ୟା କୁ ଆଖି ଆଗରେ ରଖି ଏହି ଭେଣ୍ଡିଂ ଜୋନ୍ ଲୋକ ଙ୍କ ସୁଵିଧା ନିମନ୍ତେ କରାଯାଇଚି। ଆଜି ଏହାର ଉନ୍ମଚନ ସମୟ ରେ ସ୍ଥାନିୟ ବିଧାୟିକା, ମେୟର କର୍ପୋରେଟର ଙ୍କ ସମେତ ଅନେକ ମାନ୍ୟ ଜ୍ଞାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
Aritkumar Mohapatra
କଟକ ମେରୀୟା ବଜାର ୱାର୍ଡ ନଂ 22ରେ ଭେଣ୍ଡିଗ ଜୋନ୍ ରେ ଆଜି 20 ଟି ନୂତନ ଦୋକାନ ଗୃହ କୁ ଉନ୍ମଚିତ କରାଯାଇଛି । ରାସ୍ତା ଘାଟ ରେ ହେଉଥିବା ଅହେତୁକ ର ପାର୍କିଂ ଏବଂ ବିଭିନ୍ନ ସମସ୍ୟା କୁ ଆଖି ଆଗରେ ରଖି ଏହି ଭେଣ୍ଡିଂ ଜୋନ୍ ଲୋକ ଙ୍କ ସୁଵିଧା ନିମନ୍ତେ କରାଯାଇଚି। ଆଜି ଏହାର ଉନ୍ମଚନ ସମୟ ରେ ସ୍ଥାନିୟ ବିଧାୟିକା, ମେୟର କର୍ପୋରେଟର ଙ୍କ ସମେତ ଅନେକ ମାନ୍ୟ ଜ୍ଞାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
More news from ଓଡ଼ିଶା and nearby areas
- ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତାପରେ ପୋଲିସର କଡ଼ା ଆକ୍ସନ। ବିଚ୍ ରାସ୍ତାରେ ପିଟି ପିଟି ରୋମିଓ ଗିରି ଛଡାଇଲା ପୋଲିସ। ମହମ୍ମଦ ଫିରୋଜ ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା।1
- କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)2
- Post by Gagan Bhoi1
- Post by NEWS MANORANJAN1
- Post by Dhenkanal News1
- Post by Bharat ମାତା1
- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ । ଢେଙ୍କାନାଳ, ତା.୦୫.୪.୨୦୨୬- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସକାଳ ୬ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ମିନି - ଷ୍ଟାଡ଼ିୟମ ଠାରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ ଗଣଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସ୍ୱସ୍ତି ରଂଜନ ସାହୁ, କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ ନଳିନୀ କୁମାର ଦାସ, ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନବନ୍ଧୁ ମଲ୍ଲିକ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ପତାକା ଦେଖାଇ ଆରମ୍ଭ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ମିନି ଷ୍ଟାଡ଼ିୟମ ଠାରୁ ବାହାରି ରଥଗଡ଼ା ଦେଇ ଶ୍ରୀବଳରାମ ମନ୍ଦିର ଅତିକ୍ରମ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ଶ୍ରୀ ସତ୍ୟନାରାୟଣ କର ଏହି ଐତିହ୍ୟ ଗଣ ଦୌଡ଼ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।2
- ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।1