Shuru
Apke Nagar Ki App…
ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତା'ପରେ ପୋଲିସ ପିଟି ପିଟି ପଛ ନାଲି କରିଦେଲା। ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତାପରେ ପୋଲିସର କଡ଼ା ଆକ୍ସନ। ବିଚ୍ ରାସ୍ତାରେ ପିଟି ପିଟି ରୋମିଓ ଗିରି ଛଡାଇଲା ପୋଲିସ। ମହମ୍ମଦ ଫିରୋଜ ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା।
Amrit Prasad Das

More news from ଓଡ଼ିଶା and nearby areas
- ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତାପରେ ପୋଲିସର କଡ଼ା ଆକ୍ସନ। ବିଚ୍ ରାସ୍ତାରେ ପିଟି ପିଟି ରୋମିଓ ଗିରି ଛଡାଇଲା ପୋଲିସ। ମହମ୍ମଦ ଫିରୋଜ ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା।1
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର1
- Post by NEWS MANORANJAN1
- Post by Gagan Bhoi1
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବାବୁ ବେହେରାଙ୍କ ୩୦ ବର୍ଷିୟ ପୁତ୍ର ବିଶୁ ବେହେଲା ଆଜି ସକାଳେ ଗାଧୋଇ ସାରି ଘରେ ଏକ ତାରରେ ଗାମୁଛା ସୁଖାଉ ଥିବା ବେଳେ ବିଦ୍ୟୁତ ସ୍ପର୍ଣସରେ ଆସି ଯାଇଥିଲେ । ଯାହାର ପ୍ରଭାବରେ ବିଶୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।1
- ବାଙ୍କୀ ବିଜେପି କାଯ୍ୟଳୟ ରେ ପଣ୍ଡିତ ଦିନଦୟାଲ ଉପଧ୍ୟାୟ ମହାପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଗଲା3
- Post by ନିଷ୍ଠୁର ଦୁନିଆ Live1
- ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।1