logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ କଟିକଟା ଜୟପୁରରୋଡ ରେ ଦୁଇ ଡ୍ରାଇଭର ଗାଡିରଖି ପାଟିତୁଣ୍ଡ ହଇରାଣ ହେଲେ ସାଧାରଣ ବାଟୋଇ

3 hrs ago
user_ନିଷ୍ଠୁର ଦୁନିଆ Live
ନିଷ୍ଠୁର ଦୁନିଆ Live
Nischintakoili, Cuttack•
3 hrs ago

କଟକ କଟିକଟା ଜୟପୁରରୋଡ ରେ ଦୁଇ ଡ୍ରାଇଭର ଗାଡିରଖି ପାଟିତୁଣ୍ଡ ହଇରାଣ ହେଲେ ସାଧାରଣ ବାଟୋଇ

More news from Khordha and nearby areas
  • ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ଆଉ ବୁଝନ୍ତୁ,ଶିଖନ୍ତୁ ଆଉ ପରିବର୍ତ୍ତନ ହୁଅନ୍ତୁ। ଆଜିର ଅନୁଚିନ୍ତା
    1
    ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ଆଉ ବୁଝନ୍ତୁ,ଶିଖନ୍ତୁ ଆଉ ପରିବର୍ତ୍ତନ ହୁଅନ୍ତୁ। ଆଜିର ଅନୁଚିନ୍ତା
    user_OWNER-EDITOR
    OWNER-EDITOR
    Association or organisation Bhubaneswar (M.Corp.), Khordha•
    1 hr ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।
    1
    ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    15 hrs ago
  • ନିଜ ଜିଭ କାଟିଦେଲା ତାନ୍ତ୍ରିକ..... ତନ୍ତ୍ର ସାଧନା ବେଳେ ନିଜ ଜିଭ କାଟିଦେଲା ତାନ୍ତ୍ରିକ। ଲହୁ ଲୁହାଣ ଅବସ୍ଥାରେ ଆଶ୍ରମ ଅନେବାସୀ ଉଦ୍ଧାର କରି ମେଡିକାଲ ନେଇଥିବା ସୂଚନା, ଘଟଣା ଘଟିଛି ଢ଼ିଙ୍କିଆ ଚାରିଦେଶ ର ନୂଆଗାଁ ମହାବୀର ଆଶ୍ରମ ରେ.....
    1
    ନିଜ ଜିଭ କାଟିଦେଲା ତାନ୍ତ୍ରିକ.....
ତନ୍ତ୍ର ସାଧନା ବେଳେ ନିଜ ଜିଭ କାଟିଦେଲା ତାନ୍ତ୍ରିକ। ଲହୁ ଲୁହାଣ ଅବସ୍ଥାରେ ଆଶ୍ରମ ଅନେବାସୀ ଉଦ୍ଧାର କରି ମେଡିକାଲ ନେଇଥିବା ସୂଚନା, ଘଟଣା ଘଟିଛି ଢ଼ିଙ୍କିଆ ଚାରିଦେଶ ର ନୂଆଗାଁ ମହାବୀର ଆଶ୍ରମ ରେ.....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବାବୁ ବେହେରାଙ୍କ ୩୦ ବର୍ଷିୟ ପୁତ୍ର ବିଶୁ ବେହେଲା ଆଜି ସକାଳେ ଗାଧୋଇ ସାରି ଘରେ ଏକ ତାରରେ ଗାମୁଛା ସୁଖାଉ ଥିବା ବେଳେ ବିଦ୍ୟୁତ ସ୍ପର୍ଣସରେ ଆସି ଯାଇଥିଲେ । ଯାହାର ପ୍ରଭାବରେ ବିଶୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
    1
    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବାବୁ ବେହେରାଙ୍କ ୩୦ ବର୍ଷିୟ ପୁତ୍ର ବିଶୁ ବେହେଲା ଆଜି ସକାଳେ ଗାଧୋଇ ସାରି ଘରେ ଏକ ତାରରେ ଗାମୁଛା ସୁଖାଉ ଥିବା ବେଳେ ବିଦ୍ୟୁତ ସ୍ପର୍ଣସରେ ଆସି ଯାଇଥିଲେ । ଯାହାର ପ୍ରଭାବରେ ବିଶୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା | ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhusala #bhuban #dhenkanal #odisha
    1
    ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା |
ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା 
#bhusala #bhuban #dhenkanal #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ତୁମୁଡିବନ୍ଧ ମେଡିକାଲ ରେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କର୍ମକର୍ତ୍ତା ଙ୍କ ରୋଗୀ ସେବା ଆଜି ଝିରିପାଣି ଗ୍ରାମ ପଞ୍ଚାୟତ ର ଚୁଟି ପାତ୍ର ଙ୍କ ଦେହ ଅସୁସ୍ଥତା ଥିବାରୁ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲ କୁ ଅଣାଯାଇଥିଲା। ଖବର ପାଇଁ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ସେବାଯତ୍ନ କରିଥିବାର ଦେଖିବାକୁ ମିଳିଛି। ଉପସ୍ଥିତ ଥିଲେ ଜିତେନ୍ଦ୍ର ନାୟକ, ଆସିସ ବଡ଼ସେଠ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ। ଅଞ୍ଚଳ ବାସୀ ତୁମୁଡିବନ୍ଧ କଂଗ୍ରେସ ଦଳ କୁ ପ୍ରଶଂସା କରୁଥିବାର ନଜର କୁ ଆସିଛି। ବି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ତୁମୁଡିବନ୍ଧ ମେଡିକାଲ ରେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କର୍ମକର୍ତ୍ତା ଙ୍କ ରୋଗୀ ସେବା 
ଆଜି ଝିରିପାଣି ଗ୍ରାମ ପଞ୍ଚାୟତ ର ଚୁଟି ପାତ୍ର ଙ୍କ ଦେହ ଅସୁସ୍ଥତା ଥିବାରୁ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲ କୁ ଅଣାଯାଇଥିଲା। ଖବର ପାଇଁ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ସେବାଯତ୍ନ କରିଥିବାର ଦେଖିବାକୁ ମିଳିଛି। ଉପସ୍ଥିତ ଥିଲେ ଜିତେନ୍ଦ୍ର ନାୟକ, ଆସିସ ବଡ଼ସେଠ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ। ଅଞ୍ଚଳ ବାସୀ ତୁମୁଡିବନ୍ଧ କଂଗ୍ରେସ ଦଳ କୁ ପ୍ରଶଂସା କରୁଥିବାର ନଜର କୁ ଆସିଛି। 
ବି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation Bhubaneswar (M.Corp.), Khordha•
    3 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ପାଣିକୋଇଲି ଆଲୀୟା ଛକରେ ସଡ଼କ ଦୁର୍ଘଟଣା ! ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଜଣେ ଗୁରୁତର। ପାଣିକୋଇଲି ଆଲୀୟା ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାହାଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲ ପଠାଇଛି।
    1
    ପାଣିକୋଇଲି ଆଲୀୟା ଛକରେ ସଡ଼କ ଦୁର୍ଘଟଣା ! ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଜଣେ ଗୁରୁତର। ପାଣିକୋଇଲି ଆଲୀୟା ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାହାଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲ ପଠାଇଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.