logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା | ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhusala #bhuban #dhenkanal #odisha

3 hrs ago
user_Nanda Kishor Naik
Nanda Kishor Naik
ଭୁବନ, ଢେଙ୍କାନାଳ, ଓଡ଼ିଶା•
3 hrs ago

ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା | ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhusala #bhuban #dhenkanal #odisha

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    12 hrs ago
  • ଢେଙ୍କାନାଳ ସହର ପାଖ ମହିଷାପାଟ ନିକଟରେ ଓଭରଲୋଡ ଗାଡିଗୁଡିକୁ ଡ୍ରାଇଭର ମହାସଂଘ ଅଟକାଇ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଦ ଟ୍ରକ ଗୁଡିକର ପାଉଁଶ ଗୁଣ୍ଡ ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଗାଡିଗୁଡିକୁ ଅଟକାଇ ପଲ୍ଲିଶ୍ରୀ ପଡ଼ିଆ ମଧ୍ୟରେ ଭର୍ତ୍ତି କରିଥିଲେ । ଯାହା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଜିଲ୍ଲା ପରିବହନର କର୍ମକର୍ତ୍ତାମାନେ ପହଞ୍ଚି ବୁଝାସୁଝା କରିଥିଲେ । ଯାହା ବିଶେଷ ସୂଚନା ରହିଛି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତି କରାଯାଇଛି ଯେ କୌଣସି ଗାଡିରେ ଓଭର ଲୋଡ ଗ ନିଆଯିବ ନାହିଁ । କିନ୍ତୁ ଏହାର କିଛି ମାଲିକ ଅମାନ୍ୟ କରି ଗାଡି ଚଳାଉଛନ୍ତି । ସେଥିପାଇଁ ରାଜ୍ୟ ସଂଘର ନିସ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲା ସଂଘ ଏପରି ନିଷ୍ପତିକୁ ସ୍ବାଗତ ଜଣାଇ ଓଭର ଲୋଡ ଗାଡି ଗୁଡିକୁ ଅଟକାଇଥିଲେ ।
    1
    ଢେଙ୍କାନାଳ ସହର ପାଖ ମହିଷାପାଟ ନିକଟରେ ଓଭରଲୋଡ ଗାଡିଗୁଡିକୁ  ଡ୍ରାଇଭର ମହାସଂଘ ଅଟକାଇ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଦ ଟ୍ରକ ଗୁଡିକର ପାଉଁଶ ଗୁଣ୍ଡ ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା  ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଗାଡିଗୁଡିକୁ ଅଟକାଇ ପଲ୍ଲିଶ୍ରୀ  ପଡ଼ିଆ ମଧ୍ୟରେ ଭର୍ତ୍ତି କରିଥିଲେ । ଯାହା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଜିଲ୍ଲା ପରିବହନର କର୍ମକର୍ତ୍ତାମାନେ ପହଞ୍ଚି ବୁଝାସୁଝା କରିଥିଲେ । ଯାହା ବିଶେଷ ସୂଚନା ରହିଛି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତି କରାଯାଇଛି ଯେ କୌଣସି ଗାଡିରେ ଓଭର ଲୋଡ ଗ ନିଆଯିବ ନାହିଁ । କିନ୍ତୁ ଏହାର କିଛି ମାଲିକ ଅମାନ୍ୟ କରି ଗାଡି ଚଳାଉଛନ୍ତି । ସେଥିପାଇଁ ରାଜ୍ୟ ସଂଘର ନିସ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲା ସଂଘ ଏପରି ନିଷ୍ପତିକୁ ସ୍ବାଗତ ଜଣାଇ ଓଭର ଲୋଡ ଗାଡି ଗୁଡିକୁ ଅଟକାଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।
    1
    ଯାଜପୁର ଚଣ୍ଡିଖୋଲରେ ତାଣ୍ଡବ ରଚିଲା କାଳ ବୈଶାଖୀ। କୋଉଠି ଥିଲା ମାଡିଆସିଲା ଝଡ଼ ପବନ ସହ ବର୍ଷା ଆସିଲା ସବୁ ଉଡେଇନେଲା ଆଉ ଭସେଇ ନେଲା। ଭାଙ୍ଗିଲା ଉଠା ଦୋକାନ ଉଡ଼ିଗଲା ଚାଳ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    4 hrs ago
  • ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର
    1
    ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ।    
ଆଜିର ଅନୁଚିନ୍ତା 
କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation Bhubaneswar (M.Corp.), Khordha•
    2 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    7 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    12 hrs ago
  • ପାଣିକୋଇଲି ଆଲୀୟା ଛକରେ ସଡ଼କ ଦୁର୍ଘଟଣା ! ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଜଣେ ଗୁରୁତର। ପାଣିକୋଇଲି ଆଲୀୟା ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାହାଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲ ପଠାଇଛି।
    1
    ପାଣିକୋଇଲି ଆଲୀୟା ଛକରେ ସଡ଼କ ଦୁର୍ଘଟଣା ! ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଜଣେ ଗୁରୁତର। ପାଣିକୋଇଲି ଆଲୀୟା ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଯାହାଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ ମେଡିକାଲ ପଠାଇଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.