Shuru
Apke Nagar Ki App…
ତୁମୁଡିବନ୍ଧ ମେଡିକାଲ ରେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କର୍ମକର୍ତ୍ତା ଙ୍କ ରୋଗୀ ସେବା କରୁଛନ୍ତି ତୁମୁଡିବନ୍ଧ ମେଡିକାଲ ରେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କର୍ମକର୍ତ୍ତା ଙ୍କ ରୋଗୀ ସେବା ଆଜି ଝିରିପାଣି ଗ୍ରାମ ପଞ୍ଚାୟତ ର ଚୁଟି ପାତ୍ର ଙ୍କ ଦେହ ଅସୁସ୍ଥତା ଥିବାରୁ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲ କୁ ଅଣାଯାଇଥିଲା। ଖବର ପାଇଁ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ସେବାଯତ୍ନ କରିଥିବାର ଦେଖିବାକୁ ମିଳିଛି। ଉପସ୍ଥିତ ଥିଲେ ଜିତେନ୍ଦ୍ର ନାୟକ, ଆସିସ ବଡ଼ସେଠ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ। ଅଞ୍ଚଳ ବାସୀ ତୁମୁଡିବନ୍ଧ କଂଗ୍ରେସ ଦଳ କୁ ପ୍ରଶଂସା କରୁଥିବାର ନଜର କୁ ଆସିଛି। ବି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
OWNER-EDITOR

More news from Khordha and nearby areas
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର1
- Post by NEWS MANORANJAN1
- Post by Gagan Bhoi1
- ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତାପରେ ପୋଲିସର କଡ଼ା ଆକ୍ସନ। ବିଚ୍ ରାସ୍ତାରେ ପିଟି ପିଟି ରୋମିଓ ଗିରି ଛଡାଇଲା ପୋଲିସ। ମହମ୍ମଦ ଫିରୋଜ ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା।1
- ବାଙ୍କୀ ବିଜେପି କାଯ୍ୟଳୟ ରେ ପଣ୍ଡିତ ଦିନଦୟାଲ ଉପଧ୍ୟାୟ ମହାପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଗଲା3
- Post by ନିଷ୍ଠୁର ଦୁନିଆ Live1
- Post by Bharat ମାତା1
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ଆଉ ବୁଝନ୍ତୁ,ଶିଖନ୍ତୁ ଆଉ ପରିବର୍ତ୍ତନ ହୁଅନ୍ତୁ। ଆଜିର ଅନୁଚିନ୍ତା1