logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆପଡା ମେଳଣ ଉଦଯାପିତ କଣାସ ବ୍ଲକ ତ୍ରିଲୋଚନପୁର ଗ୍ରାମପାୟତ ନୂଆପଡା ଗ୍ରାମରେ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଚଣ୍ଡୀଙ୍କ ପୀଠରେ ଆଜି ଠାକୁରମାନେ ଦୋଳବେଦି ଚାରିପଟ ବୁଲିବା ପରେ ଉଦଯାପିତ ହୋଇଯାଇଛି । ଗ୍ରାମର ଆରାଧ୍ୟ ଠାକୁର ମଦନ ମୋହନ ଦୁଇଦିନ ତଳେ ସୁ ସଜିତ ବିମାନରେ ବସି ଘଘି ବାଦ୍ୟ ଦ୍ୱନି ତଗା ନାଚ,ଘୋଟାନାଚ,ସଖୀ ନାଚ,ପଶୁପକ୍ଷୀ ନୃତ୍ୟ ମଧ୍ୟରେ ଗ୍ରାମ୍ୟ ପରିକ୍ରମା କରି ମେଳଣ ପଡିଆରେ ପହଁଚି ନିଜ ଆସ୍ଥାନରେ ବସିବା ପରେ ଆଖପାଖ ୧୫ ଟି ଗ୍ରାମର ଠାକୁରମାନେ ସୁସଜିତ ବିମାନରେ ମେଳଣ ପଡିଆକୁ ଆସି ନିଜ ଆସ୍ଥାନରେ ବସିଥିଲେ । ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷଯଠିତ ହୋଇଥିଲା । ଗ୍ରାମ୍ୟ ସଭାପତି ଧନେଶ୍ୱର ରାଉତ,ସଂପାଦକ ଲଲାଟ କେଶରୀ ପ୍ରଧାନ,ଗୁଣନିଧି ରାଉତ,ନାଲୁ ରାଉତ,ସିଲୁ ରାଉତ ଏବଂ ଗ୍ରାମବାସୀମାନେ ପୂର୍ଣ୍ଣ ସହ ଯୋଗ କରିଥିଲେ । ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ବିଶେଷ ଭାବେ ସହଯୋଗ କରିଥିଲେ ।

3 hrs ago
user_Sujit Tripathy
Sujit Tripathy
Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
3 hrs ago
3ce55c39-05a7-4d93-a797-e436fe3b6165

ନୂଆପଡା ମେଳଣ ଉଦଯାପିତ କଣାସ ବ୍ଲକ ତ୍ରିଲୋଚନପୁର ଗ୍ରାମପାୟତ ନୂଆପଡା ଗ୍ରାମରେ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଚଣ୍ଡୀଙ୍କ ପୀଠରେ ଆଜି ଠାକୁରମାନେ ଦୋଳବେଦି ଚାରିପଟ ବୁଲିବା ପରେ ଉଦଯାପିତ ହୋଇଯାଇଛି । ଗ୍ରାମର ଆରାଧ୍ୟ ଠାକୁର ମଦନ ମୋହନ ଦୁଇଦିନ ତଳେ ସୁ ସଜିତ ବିମାନରେ ବସି ଘଘି ବାଦ୍ୟ ଦ୍ୱନି ତଗା ନାଚ,ଘୋଟାନାଚ,ସଖୀ ନାଚ,ପଶୁପକ୍ଷୀ ନୃତ୍ୟ ମଧ୍ୟରେ ଗ୍ରାମ୍ୟ ପରିକ୍ରମା କରି ମେଳଣ ପଡିଆରେ ପହଁଚି ନିଜ ଆସ୍ଥାନରେ ବସିବା ପରେ ଆଖପାଖ ୧୫ ଟି ଗ୍ରାମର ଠାକୁରମାନେ ସୁସଜିତ ବିମାନରେ ମେଳଣ ପଡିଆକୁ ଆସି ନିଜ ଆସ୍ଥାନରେ ବସିଥିଲେ । ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷଯଠିତ ହୋଇଥିଲା । ଗ୍ରାମ୍ୟ ସଭାପତି ଧନେଶ୍ୱର ରାଉତ,ସଂପାଦକ ଲଲାଟ କେଶରୀ ପ୍ରଧାନ,ଗୁଣନିଧି ରାଉତ,ନାଲୁ ରାଉତ,ସିଲୁ ରାଉତ ଏବଂ ଗ୍ରାମବାସୀମାନେ ପୂର୍ଣ୍ଣ ସହ ଯୋଗ କରିଥିଲେ । ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ବିଶେଷ ଭାବେ ସହଯୋଗ କରିଥିଲେ ।

More news from ଓଡ଼ିଶା and nearby areas
  • କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ, ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି  ।
    3
    କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ,
ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି  ।
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    3 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    10 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    28 min ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • ତାରିଣୀ ଛକରେ ବୀର ମାଟିକୁ ନେଇ ଗର୍ଜିଲା କଂଗ୍ରେସ #spnewstvliveodia #bjd4odisha #congress #bankinews
    1
    ତାରିଣୀ ଛକରେ ବୀର ମାଟିକୁ ନେଇ ଗର୍ଜିଲା କଂଗ୍ରେସ #spnewstvliveodia #bjd4odisha #congress #bankinews
    user_ସର୍ବେଶ୍ୱର ନାୟକ
    ସର୍ବେଶ୍ୱର ନାୟକ
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    1 hr ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ବାଇଗୁଣିଆ ଗ୍ରାମର ଧୋବା ସାହି ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ
    1
    ବାଇଗୁଣିଆ ଗ୍ରାମର ଧୋବା ସାହି
ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ
    user_JAGUAR GAMING
    JAGUAR GAMING
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    16 hrs ago
  • ଧାନ କିଣାରେ ବିରାଟ ଘୋଟଲାର ପର୍ଦାଫାଶ କଲା କଂଗ୍ରେସ ସମସ୍ତ ଚାଷୀଙ୍କ ଠାରୁ ଧାନ ସରକାର ନକିଣିଲେ ଆନ୍ଦୋଳନ କରିବ:କଂଗ୍ରେସ*
    1
    ଧାନ କିଣାରେ ବିରାଟ ଘୋଟଲାର ପର୍ଦାଫାଶ କଲା କଂଗ୍ରେସ
ସମସ୍ତ ଚାଷୀଙ୍କ ଠାରୁ ଧାନ ସରକାର ନକିଣିଲେ ଆନ୍ଦୋଳନ କରିବ:କଂଗ୍ରେସ*
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    45 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.