logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ କିଛିବି ସାହାର୍ଯ୍ୟ ମିଳୁନାହିଁ ବାଇଗୁଣିଆ ଗ୍ରାମର ଧୋବା ସାହି ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ

9 hrs ago
user_JAGUAR GAMING
JAGUAR GAMING
ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
9 hrs ago

ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ କିଛିବି ସାହାର୍ଯ୍ୟ ମିଳୁନାହିଁ ବାଇଗୁଣିଆ ଗ୍ରାମର ଧୋବା ସାହି ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ

More news from ଓଡ଼ିଶା and nearby areas
  • ବାଇଗୁଣିଆ ଗ୍ରାମର ଧୋବା ସାହି ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ
    1
    ବାଇଗୁଣିଆ ଗ୍ରାମର ଧୋବା ସାହି
ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ
    user_JAGUAR GAMING
    JAGUAR GAMING
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    9 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି  ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by Narendra Kumar Das
    1
    Post by Narendra Kumar Das
    user_Narendra Kumar Das
    Narendra Kumar Das
    ଆଠଗଡ଼, କଟକ, ଓଡ଼ିଶା•
    2 hrs ago
  • ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର  ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ  ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ  ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ  ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ  ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।
    3
    ଭଲପାଇ ବିବାହ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲମନ ଦିଗାଲ କଣାସ ବ୍ଲକ କୋଟକଣା ଛକରେ ସ୍ୱାମୀ ସ୍ତ୍ରୀ ଭଡାଘରେ ରହୁଥିବାବେଳେ ଫିଲମନର ଶଶ୍ୱୁର କୃଷ୍ଣପ୍ରସାଦର ବ୍ଲକର  ମୋହନ ବେହେରା ଫେବୃଆରୀ ୯ ତାରିଖରେ ଜ୍ୱାଇଁଙ୍କ ଭଡାଘରେ ପହଁଚି ଜ୍ୱାଇଁକୁ ବଜାରକୁ ଯିବା ବୋଲି ଡାକି ନେଇ ମଝି ରାସ୍ତାରେ ଝାଡା ବସିବା କଥା କହି ଖସିଯାଇଥିବାବେଳେ ଫୂର୍ବରୁ ପ୍ରସ୍ତୁତି ଅନୁଯାୟୀ  ଚାରି ପା ଜଣ ବ୍ୟକ୍ତି ଫିଲମନକୁ ଅପହରଣ କରି ନେଇ ମାରି ଦେଇଥିବା ଫିଲମାନର ପତ୍ନୀ ଝାନ୍ସୀ ବେହେରା ଗଡିଶାଗୋଦା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗଡିଶାଗୋଦା ଥାନା ଅଧିକାରୀ ତଦନ୍ତ କରି ଅପହରଣ କରିଥିବା ଶଶ୍ୱୁର ମୋହନ ବେହେରାଙ୍କୁ  ବାହାର ରାଜ୍ୟରୁ ଏକ ମାସ ପରେ ବଗିରଫ କରି କୋର୍ଟ ଚାଲଣ କରିଥିଲେ । ତିନି ଦିନ ହେଲା ହତ୍ୟାକାଣ୍ଡରେ ସହ ଯୋଗ କରିଥିବା ଆସାମୀମାନଙ୍କୁ ପୁଲିସ ବାହାର ରାଜ୍ୟରୁ ଗିରଫ କରି ଫିଲମନକୁ ହତ୍ୟାକରି କେଉଁଠାରେ ପକାଇଛ ସ୍ଥାନ ଦେଖାଇବାକୁ  ପଚାରିବାରୁ ନୂଆ ନଈରେ ହତ୍ୟାକାଣ୍ଡ ପରେ ଫିଲମନର ଶବକୁ ପକାଇଥିବା କହିବାରୁ ଆସାମୀ ମାନଙ୍କୁ ଘଟଣା ସ୍ଥଳକୁ ନେଇ ଅଗ୍ନିସମ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ନୂଆନଈ ଖୋଜାଖୋଜି କରିଥିଲେ ମଧ୍ୟ  ଫିଲମନର ଶବ କୈାଣସି ସନ୍ଧାନ ନପାଇ ପୁଲିସ ନିରାଶରେ ଫେରି ଆସିଛି ।
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    21 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
  • ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।
    1
    ଢେଙ୍କାନାଳ ବନଖଣ୍ଡ  ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ  ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା  ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ  ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.