logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋମନାଥ ମନ୍ଦିରର ୧୦୦୦ ବର୍ଷର ଗୌରବମୟ ଇତିହାସ ଓ ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହୋଇଛି "ସୋମନାଥ ସ୍ୱାଭିମାନ ପର୍ବ । ଓଡ଼ିଶାର ଏକାମ୍ର କ୍ଷେତ୍ର ଲିଙ୍ଗରାଜଙ୍କ ପୀଠରେ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ବର ସମେତ ଭିଭିନ୍ନ ଜିଲ୍ଲାରେ ଥିବା ଶୈବପୀଠ ଗୁଡ଼ିକରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି । #culture #odishaculture #Odisha #Bhubaneswar ​#SomnathSwabhimanParv #LingarajTemple #heritage CMO Odisha Suryabanshi Suraj Information & Public Relations Department, Government of Odisha Aparajita Sarangi Suresh Pujari ସୋମନାଥ ମନ୍ଦିରର ୧୦୦୦ ବର୍ଷର ଗୌରବମୟ ଇତିହାସ ଓ ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହୋଇଛି "ସୋମନାଥ ସ୍ୱାଭିମାନ ପର୍ବ । ଓଡ଼ିଶାର ଏକାମ୍ର କ୍ଷେତ୍ର ଲିଙ୍ଗରାଜଙ୍କ ପୀଠରେ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ବର ସମେତ ଭିଭିନ୍ନ ଜିଲ୍ଲାରେ ଥିବା ଶୈବପୀଠ ଗୁଡ଼ିକରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି । #culture #odishaculture #Odisha #Bhubaneswar ​#SomnathSwabhimanParv #LingarajTemple #heritage CMO Odisha Suryabanshi Suraj Information & Public Relations Department, Government of Odisha Aparajita Sarangi Suresh Pujari

2 hrs ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
2 hrs ago
d8808935-7d2f-4020-b462-a956dc328158

More news from ଓଡ଼ିଶା and nearby areas
  • ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବାବେଳେ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭାରତୀୟଙ୍କୁ ଏଥିପାଇଁ ଆହ୍ୱାନ କରାଯାଇଛି।
    1
    ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବାବେଳେ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭାରତୀୟଙ୍କୁ ଏଥିପାଇଁ ଆହ୍ୱାନ କରାଯାଇଛି।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା
    1
    ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l
    1
    ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ #ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ.. #rishitv #appointment #sonepur #subarnapur #village #people #ashamarmi #demand #highlighted #viralpost ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...
    1
    #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ 
#ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ..
#rishitv #appointment #sonepur #subarnapur
#village #people #ashamarmi #demand
#highlighted #viralpost 
ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
    1
    ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର ମହିଳା ମୋର୍ଚ୍ଚା ପକ୍ଷରୁ ନ୍ୟୁ ଟାଉନ ହଲ ପରିସରରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି
    1
    ସୁବର୍ଣ୍ଣପୁର ମହିଳା ମୋର୍ଚ୍ଚା ପକ୍ଷରୁ ନ୍ୟୁ ଟାଉନ ହଲ ପରିସରରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.