logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2 hrs ago
user_KOSAL TIMES
KOSAL TIMES
ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
2 hrs ago

More news from ଓଡ଼ିଶା and nearby areas
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବାବେଳେ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭାରତୀୟଙ୍କୁ ଏଥିପାଇଁ ଆହ୍ୱାନ କରାଯାଇଛି।
    1
    ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବାବେଳେ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭାରତୀୟଙ୍କୁ ଏଥିପାଇଁ ଆହ୍ୱାନ କରାଯାଇଛି।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।
    1
    ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।
    user_Nitya majhi
    Nitya majhi
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ। ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ।
    1
    ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ।
ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ।
    user_Nata Adbang Journalist Dtv Odia
    Nata Adbang Journalist Dtv Odia
    Reporter କୋମନା, ନୂଆପଡ଼ା, ଓଡ଼ିଶା•
    1 hr ago
  • ମନ୍ତ୍ରିତରାଇ ଗାଁ ରେ ଜଳ ସମସ୍ୟା, ଜ଼ିଲ୍ଲାପାଳ କୁ ଅଭିଯୋଗ କଲେ ମହିଳା ନୂଆପଡା ଜ଼ିଲ୍ଲା ଖରିଆର ବ୍ଲକ ମନ୍ତ୍ରିତରାଇ ଗାଁ ରେ ଉତ୍କଟ ଜଳସମସ୍ୟା, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶିବିରରେ ଜଳ ଯୋଗାଣ ପାଇଁ ଗୁହାରି କରିବାକୁ ଆସିଥିଲେ ମହିଳା
    2
    ମନ୍ତ୍ରିତରାଇ ଗାଁ ରେ ଜଳ ସମସ୍ୟା, ଜ଼ିଲ୍ଲାପାଳ କୁ ଅଭିଯୋଗ କଲେ ମହିଳା 
ନୂଆପଡା ଜ଼ିଲ୍ଲା ଖରିଆର ବ୍ଲକ ମନ୍ତ୍ରିତରାଇ ଗାଁ ରେ ଉତ୍କଟ ଜଳସମସ୍ୟା, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶିବିରରେ ଜଳ ଯୋଗାଣ ପାଇଁ ଗୁହାରି କରିବାକୁ ଆସିଥିଲେ ମହିଳା
    user_RudraRaj Bag
    RudraRaj Bag
    Khariar, Nuapada•
    3 hrs ago
  • 💋💋💋💋💋💋💋💋💋💋
    1
    💋💋💋💋💋💋💋💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    12 hrs ago
  • ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା
    1
    ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଚୁର ଜଳ ସମସ୍ୟା ଦେଖାଦେଇଛି। ବିଶେଷ କରି ବସୁନ୍ଧରା ଗାଁରେ ପାଣିର ଅଭାବ ଅଧିକ ଉତ୍କଟ ହୋଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଚୁର ଜଳ ସମସ୍ୟା ଦେଖାଦେଇଛି। ବିଶେଷ କରି ବସୁନ୍ଧରା ଗାଁରେ ପାଣିର ଅଭାବ ଅଧିକ ଉତ୍କଟ ହୋଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    user_Nitya majhi
    Nitya majhi
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.