Shuru
Apke Nagar Ki App…
ମନ୍ତ୍ରିତରାଇ ଗାଁ ରେ ଜଳ ସମସ୍ୟା, ଜ଼ିଲ୍ଲାପାଳ କୁ ଅଭିଯୋଗ କଲେ ମହିଳା ନୂଆପଡା ଜ଼ିଲ୍ଲା ଖରିଆର ବ୍ଲକ ମନ୍ତ୍ରିତରାଇ ଗାଁ ରେ ଉତ୍କଟ ଜଳସମସ୍ୟା, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶିବିରରେ ଜଳ ଯୋଗାଣ ପାଇଁ ଗୁହାରି କରିବାକୁ ଆସିଥିଲେ ମହିଳା
RudraRaj Bag
ମନ୍ତ୍ରିତରାଇ ଗାଁ ରେ ଜଳ ସମସ୍ୟା, ଜ଼ିଲ୍ଲାପାଳ କୁ ଅଭିଯୋଗ କଲେ ମହିଳା ନୂଆପଡା ଜ଼ିଲ୍ଲା ଖରିଆର ବ୍ଲକ ମନ୍ତ୍ରିତରାଇ ଗାଁ ରେ ଉତ୍କଟ ଜଳସମସ୍ୟା, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶିବିରରେ ଜଳ ଯୋଗାଣ ପାଇଁ ଗୁହାରି କରିବାକୁ ଆସିଥିଲେ ମହିଳା
More news from Nuapada and nearby areas
- ମନ୍ତ୍ରିତରାଇ ଗାଁ ରେ ଜଳ ସମସ୍ୟା, ଜ଼ିଲ୍ଲାପାଳ କୁ ଅଭିଯୋଗ କଲେ ମହିଳା ନୂଆପଡା ଜ଼ିଲ୍ଲା ଖରିଆର ବ୍ଲକ ମନ୍ତ୍ରିତରାଇ ଗାଁ ରେ ଉତ୍କଟ ଜଳସମସ୍ୟା, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶିବିରରେ ଜଳ ଯୋଗାଣ ପାଇଁ ଗୁହାରି କରିବାକୁ ଆସିଥିଲେ ମହିଳା2
- ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ। ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ।1
- ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।1
- ଓଡ଼ିଶାର ନୂଆପଡା ଜିଲ୍ଲା କୋମନାରେ ବିଜେପି ପକ୍ଷରୁ 'ଜନ ଆକ୍ରୋଶ ମହିଳା ପଦଯାତ୍ରା' ଆୟୋଜିତ ହୋଇଛି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ଦଳମାନଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଇଛି।1
- Post by KOSAL TIMES1
- 💋💋💋💋💋💋💋💋💋💋1
- ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବାବେଳେ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭାରତୀୟଙ୍କୁ ଏଥିପାଇଁ ଆହ୍ୱାନ କରାଯାଇଛି।1
- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଚୁର ଜଳ ସମସ୍ୟା ଦେଖାଦେଇଛି। ବିଶେଷ କରି ବସୁନ୍ଧରା ଗାଁରେ ପାଣିର ଅଭାବ ଅଧିକ ଉତ୍କଟ ହୋଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।1