Shuru
Apke Nagar Ki App…
ଓଡ଼ିଶାର ନୂଆପଡା ଜିଲ୍ଲା କୋମନାରେ ବିଜେପି ପକ୍ଷରୁ 'ଜନ ଆକ୍ରୋଶ ମହିଳା ପଦଯାତ୍ରା' ଆୟୋଜିତ ହୋଇଛି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ଦଳମାନଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଇଛି।
Hareram karuan
ଓଡ଼ିଶାର ନୂଆପଡା ଜିଲ୍ଲା କୋମନାରେ ବିଜେପି ପକ୍ଷରୁ 'ଜନ ଆକ୍ରୋଶ ମହିଳା ପଦଯାତ୍ରା' ଆୟୋଜିତ ହୋଇଛି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ଦଳମାନଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଇଛି।
More news from Odisha and nearby areas
- ଓଡ଼ିଶାର ନୂଆପଡା ଜିଲ୍ଲା କୋମନାରେ ବିଜେପି ପକ୍ଷରୁ 'ଜନ ଆକ୍ରୋଶ ମହିଳା ପଦଯାତ୍ରା' ଆୟୋଜିତ ହୋଇଛି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ଦଳମାନଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଇଛି।1
- ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ। ନୂଆପଡା ଥାନା ସମ୍ମୁଖରେ ଥିବା ଏକ ସୁନା ଦୁକାନରୁ ଲୁଟି ନେଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଳା ନୂଆପଡା ପୋଲିସ।1
- ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ମଧୁସୂଦନ ଦାସ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଆଜି ଗୋଟାଏ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ ଗୋଟି ଅଭିଯୋଗର ଶୁଣାଣି କରିଥିଲେ ଜିଲ୍ଲାପାଳ।1
- ମନ୍ତ୍ରିତରାଇ ଗାଁ ରେ ଜଳ ସମସ୍ୟା, ଜ଼ିଲ୍ଲାପାଳ କୁ ଅଭିଯୋଗ କଲେ ମହିଳା ନୂଆପଡା ଜ଼ିଲ୍ଲା ଖରିଆର ବ୍ଲକ ମନ୍ତ୍ରିତରାଇ ଗାଁ ରେ ଉତ୍କଟ ଜଳସମସ୍ୟା, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶିବିରରେ ଜଳ ଯୋଗାଣ ପାଇଁ ଗୁହାରି କରିବାକୁ ଆସିଥିଲେ ମହିଳା2
- ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବ୍ଲକ ଅଧୀନ ଡ଼ଙ୍ଗରପଡ଼ା ପଞ୍ଚାୟତକୁ ବସୁନ୍ଧରା ପାଣି ଯୋଗାଣ ଆରମ୍ଭ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଖୁସିର ଲହରୀ ଖେଳିଯାଇଛି।1
- Post by KOSAL TIMES1
- ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବାବେଳେ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭାରତୀୟଙ୍କୁ ଏଥିପାଇଁ ଆହ୍ୱାନ କରାଯାଇଛି।1
- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତରେ ପ୍ରଚୁର ଜଳ ସମସ୍ୟା ଦେଖାଦେଇଛି। ବିଶେଷ କରି ବସୁନ୍ଧରା ଗାଁରେ ପାଣିର ଅଭାବ ଅଧିକ ଉତ୍କଟ ହୋଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।1