Shuru
Apke Nagar Ki App…
କେନ୍ଦୁଝର ଜିଲ୍ଲାର ଦରଡିପାଳ ସମବାୟ ସମିତିରେ 'ଭୁତ' ରଙ୍ଗ କାମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ସେମାନଙ୍କ କହିବାନୁସାରେ, ଦିନବେଳା କିମ୍ବା ରାତିରେ କୌଣସି କାମ ନଥିବା ବେଳେ, ରାତି ପାହିବା ବେଳକୁ ଗୋଦାମ ଘରର ରଙ୍ଗ କାମ ସରିଯାଇଛି। ଗ୍ରାମବାସୀ ଏହି ଘଟଣାରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଛନ୍ତି।
Upendra Sahoo
କେନ୍ଦୁଝର ଜିଲ୍ଲାର ଦରଡିପାଳ ସମବାୟ ସମିତିରେ 'ଭୁତ' ରଙ୍ଗ କାମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ସେମାନଙ୍କ କହିବାନୁସାରେ, ଦିନବେଳା କିମ୍ବା ରାତିରେ କୌଣସି କାମ ନଥିବା ବେଳେ, ରାତି ପାହିବା ବେଳକୁ ଗୋଦାମ ଘରର ରଙ୍ଗ କାମ ସରିଯାଇଛି। ଗ୍ରାମବାସୀ ଏହି ଘଟଣାରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଛନ୍ତି।
More news from ଓଡ଼ିଶା and nearby areas
- ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଘସିପୁରା ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' ନାମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।1
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଛି।1
- କେନ୍ଦୁଝର ଜିଲ୍ଲାର ଦରଡିପାଳ ସମବାୟ ସମିତିରେ 'ଭୁତ' ରଙ୍ଗ କାମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ସେମାନଙ୍କ କହିବାନୁସାରେ, ଦିନବେଳା କିମ୍ବା ରାତିରେ କୌଣସି କାମ ନଥିବା ବେଳେ, ରାତି ପାହିବା ବେଳକୁ ଗୋଦାମ ଘରର ରଙ୍ଗ କାମ ସରିଯାଇଛି। ଗ୍ରାମବାସୀ ଏହି ଘଟଣାରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଛନ୍ତି।1
- Post by Prasanta Naik1
- ପୂର୍ବତନ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେଇଛନ୍ତି। ବିଜେଡି ସଭାପତି Naveen Patnaik ତାଙ୍କୁ ଦଳରେ ସ୍ୱାଗତ କରିଥିଲେ।1
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆନନ୍ଦପୁର ବ୍ଲକର ହରିଡାପାଳ ପଞ୍ଚାୟତରେ 'ବିକାଶର ଧାରା ଓଡିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି।1
- ଜଣେ ଯୁବକଙ୍କୁ ଫୋଟ ଉଠାଇବା ମହଙ୍ଗା ପଡ଼ିଛି। ତାଙ୍କୁ ଫୋଟ ଉଠାଉଥିବା ସମୟରେ ଜଣେ ମହିଳା ଧରି ନିର୍ଧୁମ ଛେଚିଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।1