ମାର୍ଚ୍ଚ ୧୨ ରେ ହେବ ଜନ ଶୁଣାଣି କାର୍ଯକ୍ରମ ବାଲେଶ୍ୱର, ତାରିଖ - ୦୯/୦୩/୨୦୨୬ ନିଃଶୁଳ୍କ ଜନ ଶୁଣାଣିର ଆୟୋଜନ ୧୨ ମାର୍ଚ୍ଚ ୨୦୨୬ (ଗୁରୁବାର) ରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ସକାଶେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହେବାକୁ ଯାଉଅଛି । ମାର୍ଚ୍ଚ ୧୨ ରେ ହେବ ଜନ ଶୁଣାଣି କାର୍ଯକ୍ରମ ବାଲେଶ୍ୱର, ତାରିଖ - ୦୯/୦୩/୨୦୨୬ ନିଃଶୁଳ୍କ ଜନ ଶୁଣାଣିର ଆୟୋଜନ ୧୨ ମାର୍ଚ୍ଚ ୨୦୨୬ (ଗୁରୁବାର) ରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ସକାଶେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଶୁଣାଣିରେ ମହିଳା /ପକ୍ଷ ମାନଙ୍କୁ ନିଜର ସମସ୍ୟା ତଥା ଘରୋଇ ହିଂସା, ନିର୍ଯାତନା,ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲ୍ଲଂଘନ ଏବଂ ମହିଳା କଲ୍ୟାଣ ଇତ୍ଯାଦି ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ସିଧାସଳଖ ଅଧିକାରୀଙ୍କ ସମ୍ମୁଖରେ ପ୍ରସ୍ତୁତ କରିପାରିବେ। ଯଦି କୌଣସି ପୀଡ଼ିତା ନୂତନ ଅଭିଯୋଗ ପଞ୍ଜୀକରଣ କରିବାକୁ ଚାହାନ୍ତି, ତେବେ ସେ ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦରଖାସ୍ତ ପ୍ରଦାନ କରିପାରିବେ। ଏଣୁ, ଅଭିଯୋଗକାରିଣୀ /ପକ୍ଷ ମାନଙ୍କୁ ଅଧିକ ସଂଖ୍ୟାରେ ଉପସ୍ଥିତ ରହି ଏହି ଜନହିତକାରୀ ପ୍ରୟାସରୁ ଲାଭ ନେବାକୁ ଆହ୍ୱାନ କରାଯାଉଛି।

- ବାଲେଶ୍ବର ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।1
- ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ! ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର ଅନତି ଦୂରରେ ଘଟିଛି ଘଟଣା । ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଲେ, ମୃତ ଭିଣୋଇ ହେଉଛନ୍ତି ଜଳେଶ୍ୱର ଥାନା ରାଜପୁର ଗ୍ରାମର ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ସେପଟେ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗ୍ରାମରେ... #jaleswarnews #mahimatv #balasore #sisterinlaw #trainaccident #breakingnews1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ କାମରେ ଆସୁନାହିଁ ଭତ୍ତା ବିଭାଗ, ବାରମ୍ବାର ଆସି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ। କବାଟରେ ଝୁଲୁଛି ତାଲା। ତାଲା ଖୋଲିବା ପାଇଁ ନାହାଁନ୍ତି ଅଧିକାରୀ।2
- ବାଲେଶ୍ୱର ଜିଲ୍ଲା ଅବକାରୀ କୁ ବଡ଼ ସଫଳତା, ଅବକାରୀ ମୋବାଇଲ ୟୁନିଟ ଦ୍ୱାରା ବସ୍ତା ଅଞ୍ଚଳ ରୁ 75 କେଜି ଗଂଜେଇ, ଦୁଇଟି ବାଇକ ସହ ଦୁଇ ଜଣ ଯୁବକ ଗିରଫ1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -08.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ହେଉନି ଯୋଗ୍ୟ ତାଲିକା ରେ କାମ ଶିକ୍ଷା ବିଭାଗରେ ଏବେ ବି ହେଉଛି ଦୁର୍ନୀତି1
- ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।* ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ ୧୬ଟି ଦଳ ଅଂଶଗ୍ରହଣ ଅଂଶଗ୍ରହଣ କରିଛନ୍ତି। ମୟୁରଭଞ୍ଜ ଫୁଟବଲର ପ୍ରବାଦ ପୁରୁଷ ସ୍ବର୍ଗତ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ ଯୋଗ ଦେଇଥିଲେ। କମିଟିର ଅଧ୍ୟକ୍ଷ ତଥା ସିନେ ଅଭିନେତା ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସନ୍ତୋଷ କୁମାର ବରାଜ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ I ତେବେ ପ୍ରଥମ ମ୍ୟାଚ ଟି କେନ୍ଦୁଆ ଏଫ୍ ସି ଏବଂ କିଶାନ ବ୍ରଦର୍ସ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।1
- ତରାଜଙ୍ଗ ଗାଁରେ ବଧୂ ହତ୍ୟା ଅଭିଯୋଗ।୧୧ ବର୍ଷରେ ୧୧ ଦିନ ଖୁସିରେ ରହିଲା ନାହିଁ ଝିଅ।1