Shuru
Apke Nagar Ki App…
ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ! ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର ଅନତି ଦୂରରେ ଘଟିଛି ଘଟଣା । ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ! ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର ଅନତି ଦୂରରେ ଘଟିଛି ଘଟଣା । ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଲେ, ମୃତ ଭିଣୋଇ ହେଉଛନ୍ତି ଜଳେଶ୍ୱର ଥାନା ରାଜପୁର ଗ୍ରାମର ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ସେପଟେ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗ୍ରାମରେ... #jaleswarnews #mahimatv #balasore #sisterinlaw #trainaccident #breakingnews
Mahima tv Rajesh Kumar Giri

More news from ଓଡ଼ିଶା and nearby areas
- ବିଜେଡି ରୁ ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଲେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଧ୍ଯକ୍ଷା ଅଞ୍ଜଳୀ ଦାସ , ବ୍ଯକ୍ତିଗତ କାରଣ ରୁ ସେ ଦଳ ରୁ ଇସ୍ତଫା ଦେଇଥିବା କହିଛନ୍ତି,1
- ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -09.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews1
- Post by MN.NEWS ODIA1
- ମାଓ_କ୍ୟାମ୍ପରେ_ଟଙ୍କା_ସୁନା ମାଓ ଇତିହାସରେ ପ୍ରଥମ । ମାଓ ଗଡ଼ରୁ ଜବତ ହେଲା ଏକ କେଜି ସୁନା, ୩ କୋଟି ୨୯ ଲକ୍ଷ ଟଙ୍କା । ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ ଜଗଦଲପୁରଠାରେ ଆତ୍ମସମର୍ପଣ1
- ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ1
- Post by MN.NEWS ODIA1
- ନିଆଳିରେ ଚିକିତ୍ସା ଅବହେଳା ଅଭିଯୋଗ, ମହିଳାଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ || କଟକ ନିଆଳିର ଶ୍ରୀ ସାଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲରେ ନିଆଁ ଲଗାଇବା ସହ ୫ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।1